ନିଜ ଦିଦିଙ୍କ କୋଳରେ ରୁଷି କରି ବସିଥିବା ଏହି ପିଲାଟି ବନିଯାଇଛନ୍ତି ବଲିଉଡର ଟପ୍ ହିରୋଇନ୍, ଚିହିଁବା ହେଉଛି ବଡ ଚ୍ୟାଲେଞ୍ଜ

ଯଦି ଆମକୁ ଫିଲ୍ମି ଦେଖିବାର ଟିକେବି ସୌକ ଥାଏ, ତେବେ ବଲିଉଡର ତାରକାମାନଙ୍କୁ ଗୋଟେ ଝଲକରେ ହିଁ ଆମେ ଚିହ୍ନି ନେଇଥାଉ | ହେଲେ ଯଦି ଆମେ ଆପଣଙ୍କୁ କହିବୁ କି ତାଙ୍କ ପିଲାଦିନର ଫୋଟୋ ଦେଖିବା ପରେ ମଧ୍ୟ କଣ ଆପଣ ତାଙ୍କୁ ଚିନ୍ହି-ପରିବାର ଚ୍ୟାଲେଞ୍ଜ ନେଇପାରିବେ, ତେବେ ବୋଧ ହୁଏ ଆପଣମାନେ ହଁ କହିବେ |

ବର୍ତ୍ତମାନ ଏହି ଛୋଟ ଆଉ କ୍ଯୁଟୁ ପିଲାକୁ ହିଁ ଦେଖିନିଅନ୍ତୁ | କେମତି ନିଜ ଦିଦିଙ୍କ କୋଳରେ ଧଳା ଚୂର୍ଦାର-ପଞ୍ଜାବୀ ପିନ୍ଦି ବସିଛନ୍ତି | ଆପଣଙ୍କୁ ଜଣା ନଥିବ ଯେ ଏହି ପିଲା ଏବେ ବଲିଉଡର ଟପ୍ ହିରୋଇନ ବନିସାରିଛନ୍ତି | କଣ ଆପଣଙ୍କୁ ଜଣା ଅଛି କି ଇଏ କିଏ | ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ତଥ୍ୟ ଦେବା |

ଇଏ ଅଟନ୍ତି ସେହି ଛୋଟ ଆଉ କ୍ଯୁଟୁ ପିଲା :-

ନିଜ ଦିଦିଙ୍କ କୋଳରେ ବସିଥିବା ପିଲା ଆଉ କେହି ନୁହନ୍ତି ବରଂ ନିଜର ଆଦାକାରି ଆଉ ସୁନ୍ଦରତା ଦ୍ୱାରା ଲୋକମାନଙ୍କୁ ନିଜ ଦିୱାନା ବନାଉ-ଥିବା ଆଲିଆ ଭଟ୍ଟ ଅଟନ୍ତି | ହଁ ଆଜ୍ଞା, ଆଳିଆ ଭଟ୍ଟ ଫିଲ୍ମି ଇଣ୍ଡଷ୍ଟ୍ରିର ଟପ୍ ହିରୋଇନ ବନି ସାରିଛନ୍ତି ଆଉ ସେ ତାଙ୍କ ନାମରେ ଅନେକ ହିଟ ଫିଲ୍ମି ଅଛି |

ଆଲିଆ ବର୍ତ୍ତମାନ ଯେତିକି ସୁନ୍ଦର ଦେଖା ଯାଆନ୍ତି, ସେତିକି ହିଁ ନିରୀହ ସେ ତାଙ୍କ ପିଲାଦିନେ ଦେଖା ଯାଉଥିଲେ | ତାଙ୍କ ପିଲାଦିନର ଫୋଟୋ ଏହି କଥାର ପ୍ରମାଣ ଅଟେ | ଛୋଟବେଳେ ଯେଉଁ ଦିଦିଙ୍କ କୋଳରେ ସେ ବସିଛନ୍ତି,ତାଙ୍କ ନାମ ହେଉଛି ସାହିନା ଯିଏ କି ତାଙ୍କ ନିଜ ଭଉଣୀ ଅଟନ୍ତି |

28 ବର୍ଷ ବୟସର ଅଟନ୍ତି ଏହି ଅଭିନେତ୍ରୀ ଆଲିଆ ଭଟ୍ଟ :-

ଆଲିଆ ଭଟ୍ଟଙ୍କୁ 28 ବର୍ଷ ବୟସ | ତାଙ୍କ ଜନ୍ମ 15 ମାର୍ଚ୍ଚ 1993 ରେ ହୋଇଥିଲା | ଏତେ କମ ବୟସରୁ ହିଁ ଆଲିଆ ଫିଲ୍ମି ଦୁନିଆରେ ସେ ସ୍ଥାନ ହାସଲ୍ କରିନେଇଛନ୍ତି ଯାହା ପାଇଁ ଝିଅ ମାନେ ଛଟ-ପଟ ହୁଅନ୍ତି | ଯଦିଓ ଏହିଥିରେ ତାଙ୍କ ପିତା ମହେଶ ଭଟ୍ଟଙ୍କର ମଧ୍ୟ ଯୋଗଦାନ ଅଛି | ତାଙ୍କ ପାଇଁ ହିଁ ଆଲିଆଙ୍କୁ ବ୍ରେକ୍ ମିଳିଥିଲା |

ଏହା ପରେ ଆଲିଆ ନିଜର ବହୁତ ଭଲ ଅଭିନୟର ବାଳରେ ପଛକୁ ବୁଲିକରି ଚାହିଁଲେନି | ଆଲିଆଙ୍କ ମାଆ ମଧ୍ୟ ପ୍ରସିଦ୍ଧ ଅଭିନେତ୍ରୀ ସୋନି ରାଜଦାନ ଅଟନ୍ତି | ଆଲିଆଙ୍କୁ ସେହି ପାଳି ପୋଷି କରି ବଡ କରିଛନ୍ତି | ବହୁତ କମ ଲୋକଙ୍କୁ ଜଣା ଥିବ କି ଆଲିଆଙ୍କ ପାଖରେ ଭାରତର ନୁହେଁ ବରଂ ବ୍ରିଟେନର ନାଗରିକତା ଅଛି |

ରନବୀର କପୁର ସହ ଚାଲିଛି ଅଫେୟାର :-

ଆଲିଆ ଭଟ୍ଟଙ୍କ ଅଫେୟାର ବର୍ତ୍ତମାନ ରଣବୀରଙ୍କ ସହ ଚାଲିଛି | ଆଉ ସିଏ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି | ଦୁହିଁଙ୍କର ବିବାହର ଖବର ମଧ୍ୟ ସୋସିଆଲ ମେଡ଼ିଆରେ ସବୁଦିନିଆ ହୋଇଗଲାଣି | ଯଦିଓ ଏପର୍ଯ୍ୟନ୍ତ ଏହା ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ | ତାଙ୍କ ପିତା ମହେଶ ଭଟ୍ଟ ଦ୍ୱିତୀୟ ବିବାହ ସୋନି ରାଜଦାନ ଙ୍କ ସହ କରିଥିଲେ | ଆଲିଆଙ୍କର ଦୁଇ ସାବତ ଭାଇ-ଭଉଣୀ ମଧ୍ୟ ଅଛନ୍ତି | ଯାହାଙ୍କ ନାମ ପୂଜା ଭଟ୍ଟ ଆଉ ରାହୁଲ ଭଟ୍ଟ ଅଟେ |

ଅନେକ ବଡ଼ ଫିଲ୍ମିରେ ନଜର ଆସିବାକୁ ଯାଉଛନ୍ତି :-

ଆଲିଆ ଭଟ୍ଟ ନିଜ ଫିଲ୍ମି କ୍ୟାରିୟର ର ଆରମ୍ଭ “ଷ୍ଟଡେଣ୍ଟ ଅଫ୍ ଦି ୟେର” ଫିଲ୍ମିରୁ କରିଥିଲେ | ଏହି ଫିଲ୍ମି କରନ ଜୋହାର ବାନେଇଥିଲେ | ଏହା ପରେ ସେ ଫିଲ୍ମ ହାଇୱେ ରେ ତାଙ୍କ ଅଭିନୟର ସୁନ୍ଦର ପରିଦର୍ଶନ କରିଥିଲେ | ଏଥି ସହିତ ସେ ଅନେକ ବଡ ଅଭିନେତା ଆଉ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି |

ବର୍ତ୍ତମାନ ତାଙ୍କର ଅନେକ ବଡ ଫିଲ୍ମି ମଧ୍ୟ ଆସିବାକୁ ଯାଉଛି | ସେଥିମଧ୍ୟରୁ,RRR ଫିଲ୍ମି ହେଉଛି ସବୁଠାରୁ ବଡ ବଜେଟ୍ ଵାଲା ଅଟେ,ଯେଉଁଥିପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ଏହି ସମୟରେ ତାଙ୍କର ଆଉ ଏକ ଫିଲ୍ମି ଗାଙ୍ଗୁବାଇ କାଠିଆୱାଡ ମଧ୍ୟ ରିଲିଜ ହେବାକୁ ଯାଉଛି | ବଦ୍ରି କି ଦୁଲହାନିଆ, ରାଜି ଆଉ ଗୁଲି ବଏ ଭଳି ଫିଲ୍ମି ମାନେ ଆଲିଆଙ୍କୁ ବଲିଉଡର ଟପ୍ ହିରୋଇନ୍ ତାଲିକାରେ ଯାଗା ଦେଇଛନ୍ତି | ଗାଙ୍ଗୁବାଇ ଫିଲ୍ମ ପାଇଁ ଆଲିଆ ପ୍ରାୟ 20 କୋଟି ଟଙ୍କା ଫିସ ନେଇଛନ୍ତି |

Leave a Reply

Your email address will not be published. Required fields are marked *