ଏମିତି ଭୟଙ୍କର ଦୁର୍ଘଟଣା ଆପଣ କେବେବି ଦେଖିନଥିବେ…ଦେଖନ୍ତୁ ଭିଡ଼ିଓ

ତେବେ ପୂର୍ବ କାଳର ଯୁଗ ଅପେକ୍ଷା ବର୍ତ୍ତମାନ ଯୁଗ ପୁରା ସମ୍ପୂର୍ଣ ପରିବର୍ତ୍ତନ ହୋଇସାରିଲାଣି ଏବଂ ଲୋକମାନେ ମଧ୍ୟ ଯୁଗର ପରିବର୍ତ୍ତନ ସହିତ ତାଳ ଦେଇ ଆଗକୁ ଧୀରେ ଧୀରେ ବଢ଼ି ଚାଲିଛନ୍ତି। ଆଗ କାଳରେ କାହାରି ଘରେ ଗାଡ଼ି ଦେଖିବା ପାଇଁ ମିଳୁନଥିଲା ସମସ୍ତେ ଚାଲି ଚାଲି କରି ଯିବା ଆସିବା କରୁଥିଲେ ନହେଲେ ସାଇକେଲ ଦ୍ବାରା ଯିବା ଆସିବା କରୁଥିଲେ। କିନ୍ତୁ ବର୍ତ୍ତମାନର ଯୁଗରେ ଘରେ ଯେତେ ଲୋକ ସେତେଟା ଗାଡ଼ି।

ଆପଣମାନେ ଜାଣନ୍ତି ଏକ ମଟର ସାଇକେଲରେ ଦୁଇ ଜଣ ବସିପାରିବେ କିନ୍ତୁ ଆଜିକାଲିର କିଛି ପିଲା ଅଛନ୍ତି ଯେଉଁମାନେ ଗୋଟିଏ ମଟର ସାଇକେଲରେ ୬ ଜଣ ଲେଖାଏଁ ବସି ପଡ଼ୁଛନ୍ତି। ଆଉ ଗାଡ଼ିଟି ଯଦି ଓଭରଲଡ଼ ହେବ ତେବେ କଣ ହେବ ତାହା ଆପଣ ନିଜେ ଭାବନ୍ତୁ, ଦୁର୍ଘଟଣା ନ ହେଉ ଥିଲେ ମଧ୍ୟ ନିଶ୍ଚିତ ଭାବରେ ହେବ। ତେବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

https://youtu.be/W2NgIYfYMiM

ଯେଉଁଠି ଏକ ଟ୍ରକଟି ଓଭରଲଡ଼ ହେବା କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଦ୍ବାରା ଏକ ବଡ଼ ଦୁର୍ଘଟଣା ଦେଖିବା ପାଇଁ ମିଳିଥିଲା। ତେବେ ସେହି ଭିଡ଼ିଓରେ ଦେଖିବା ପାଇଁ ମିଳିଥିଲାକି ଏକ ଟ୍ରକ ରାସ୍ତାରେ ଯାଉଥିଲ। ଯେଉଁଥରେ ଅନେକ ଧାନ ବସ୍ତା ସବୁ ଲୋଦା ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛିଯେ ସେହି ଟ୍ରକର ଡାଲା ଏତେ ମାତ୍ରାରେ ଧାନ ବସ୍ତା ଲୋଦା ହୋଇଥିଲାଯେ ଯଦି ଟିକେବି ଧାନ ବସ୍ତା ହଲଚଲ ହେବ ତେବେ ଟ୍ରକଟି ଓଲଟି ପଡିବ।

ଘଟଣା ସେହିଭଳି ହୋଇ ହିଁ ହୋଇଥିଲା।ଶେଷରେ ଟ୍ରକଟି ଭାରସାମ୍ୟ ହରାଇ ଟଳିପଡିଥିଲା। ଯଦି ସେହି ସମୟରେ କେହି ଗାଡ଼ି ଚାଳକ ପାଖ ଦେଇ ଯାଇଥାନ୍ତା ତେବେ ସେ ସେଠାରେ ହିଁ ଛାପି ହୋଇ ଯାଇଥାନ୍ତା। କିନ୍ତୁ ଭଗବାନଙ୍କର କୃପାରୁ ସେହି ପାର୍ଶ୍ଵରେ କେହି ଚାଳକ ନଥିଲେ ଆଉ କାହାର କୌଣସି କିଛି ମଧ୍ୟ କ୍ଷତି ହୋଇନଥିଲା। ତେବେ ଏଭଳି ଭାବରେ ବିପଦ ପୂର୍ଣ୍ଣ ହୋଇ ଆଦୌ ଗାଡ଼ି ଚଳାଇବା କଥା ନୁହେଁ। ନଚେତ ନିଜେ ଅସୁବିଧାରେ ପଡିବା ସହି ଅନ୍ୟ ମାନଙ୍କର ଜୀବନକୁ ମଧ୍ୟ ବିପଦ ମୁହଁରେ ପକାଇବା।

Leave a Reply

Your email address will not be published. Required fields are marked *