ଗୁଗୁଲରେ “କଲ୍ ଗାର୍ଲ” ସର୍ଚ କରିବା ଯୁବକକୁ ପଡିଲା ମହଙ୍ଗା ,ଝିଅଟି ପ୍ରଥମେ ଡାକିଲା ଆଉ ତା ପରେ କଲା ଏମିତି କିଛି,ଜାଣନ୍ତୁ ପୁରା ଘଟଣା

ଯେମିତିକି ଆମେ ସମସ୍ତେ ଜାଣିଛନ୍ତି ଯେ ସମୟ ସାଥିରେ ଦେଶ ଲଗାତାର ଉନ୍ନତି କରି ଚାଲିଛି । ଆଜିକାଲି ର ସମୟ ଟେକ୍ନୋଲୋଜିର ଅଟେ ଆଉ ବର୍ତ୍ତମାନ ସମସ୍ତେ ମୋବାଇଲର ବ୍ୟବହାର କରନ୍ତି । ମୋବାଇଲ ସାହାଯ୍ୟରେ ଘରେ ବସି ବସି ସବୁ କିଛି ପାଇପାରିବ । କିନ୍ତୁ ଲୋକଙ୍କୁ ଏହା ବୁଝେଇବା ବି ଜରୁରୀ କି ଯେଉଁ ଜିନିଷ ଇଣ୍ଟରନେଟ ରେ ଲେଖା ହୋଇଥାଏ ତାହା ସବୁ ସମୟରେ ସତ ହୋଇନଥାଏ ।

ଯଦି କେହି ଇଣ୍ଟରନେଟ ରେ ଲେଖା ହୋଇଥିବା କଥାକୁ ସତ ମାନି ତାହା ପାଳନ କରନ୍ତି ତ ତାହା ବେଳେ ବେଳେ ବହୁତ କ୍ଷତିକାରକ ବି ପ୍ରମାଣିତ ହୋଇପାରେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ,ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ଭାବିନାରେ ପଡିଯିବେ । ବାସ୍ତବରେ ଗୋଟେ ଯୁବକ ଅନଲାଇନ ରେ କଲ୍ ଗାର୍ଲ ସର୍ଚ କରୁଥିଲା ହେଲେ ସେ ଅସୁବିଧାରେ ଫସିଗଲା

ଅନଲାଇନରେ “କଲ୍ ଗାର୍ଲ” ସର୍ଚ କରିବା ଯୁବକକୁ ପଡିଲା ଭାରି ।

ବାସ୍ତବରେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ସେଇ ଘଟଣା ଟି ଦିଲ୍ଲୀରୁ ସାମ୍ନାକୁ ଆସିଛି ।୩୪ବର୍ଷୀୟ ଯୁବକ ପରିବାର ସାଥିରେ ଦିଲ୍ଲୀର ପଶ୍ଚିମ ବିହାରରେ ରୁହେ । ଏହି ଯୁବକ ସାନିଟାଇଜର ସହ ଜଡିତ ବ୍ୟାପାର କରନ୍ତି । ପ୍ରାୟ ଅପରାହ୍ନ ୧:୦୦ ରେ ସେ ବସି ବସି ଗୁଗୁଲ ରେ ଅନଲାଇନରେ “କଲ୍ ଗାର୍ଲ ” ସର୍ଚ କରୁଥିଲା । ସର୍ଚ କରୁ କରୁ ଯୁବକଙ୍କୁ ଗୋଟେ ମୋବାଇଲ ନମ୍ବର ମିଳିଲା ଆଉ ସେଥିରେ ତାଙ୍କର ଗୋଟେ ଝିଅ ସହ କଥାବାର୍ତ୍ତା ହୋଇଥିଲା,ଯାହା ପରେ ଝିଅଟି ତାକୁ ଭିଡ଼ିଓ କଲ କଲା ଆଉ ତାଙ୍କୁ ରୋହିଣୀ ସେକ୍ଟର -୨୨ ରେ ଦେଖାକରିବାକୁ କହିଲା ।

ଝିଅଟି ଫୋନ କଲା ଆଉ ତାପରେ …

ଯେତେବେଳେ ଝିଅଟି ଫୋନ କରି ତାକୁ ରୋହିଣୀ ସେକ୍ଟର -୨୨ ରେ ଦେଖାକରିବାକୁ ଡାକିଲା ତ ଯୁବକ ଜଣଙ୍କ ପ୍ରାୟ ୨:୦୦ ସମୟରେ ସେଠାରେ ପହଂଚିଗଲା,ଯାହା ପରେ ଝିଅଟି ପୁଣି ଫୋନ କରି ସେଠାରୁ ପ୍ରେମ ନଗର ପଟକୁ ଆସିବାକୁ କହିଲା । ଏହା ପରେ ଯୁବକ ଜଣଙ୍କ ପୁଣି ଝିଅ ଦ୍ୱାରା କୁହାଯାଇଥିବା ଜାଗାରେ ପହଂଚିଗଲା । ଏହା ପରେ ଝିଅଟି ଯୁବକଙ୍କୁ ପିର ବାବା ଭଳି ଜାଗାରେ ରହିବାକୁ କହିଲା ।

ଯୁବକ ଜଣଙ୍କ ସେଇଠାରେ ପ୍ରାୟ ୫ମିନିଟ ପର୍ଯ୍ୟନ୍ତ ଠିଆ ହେଇ ରହିଲା,ଯାହା ପରେ ଝିଅ ସେଇଠି ଆସି ପହଂଚିଗଲା ଆଉ ଯୁବକଙ୍କ ବାଇକ ରେ ବସି ତାକୁ ପକେଟ – ୧୩ ସାମ୍ନାକୁ ନେଇଗଲା । ଝିଅଟି ସେହି ଯୁବକକୁ ଗୋଟେ ବିଲ୍ଡିଂର ଦ୍ଵିତୀୟ ମହଲାରେ ବନିଥିବା ଫ୍ଲାଟ ଭିତରକୁ ନେଇଗଲା । ଝିଅଟି କାହାକୁ ହ୍ଵାଟ୍ସଆପ କଲ କରିଥିଲା ଆଉ କିଛି ସମୟ ପରେ ହିଁ ସେଠାକୁ ଗୋଟେ ଝିଅ ଆଉ ଦୁଇ ଜଣ ଅନ୍ୟ ବ୍ୟକ୍ତି ଆସିଗଲେ

ଚାପୁଡ଼ା ମାରିବା ଆରମ୍ଭ କରିଦେଲା,ଫ୍ଲାଟରୁ ଧକ୍କା ଦେଇ ବାହାର କରିଦେଲା ।

ଯୁବକଙ୍କ ସହ ସେମାନେ ମାଡ଼ ପିଟ ଆରମ୍ଭ କରିଦେଲେ । ଚାରିଜଣ ତାକୁ ଚାପୁଡ଼ା ମାରିବା ଆରମ୍ଭ କରିଦେଲେ । ଖାଲି ଏତିକି ନୁହେଁ ବରଂ ଯୁବକଙ୍କ ପର୍ସ ରୁ ୩୦୦୦ ମଧ୍ୟ ନେଇଗଲେ ଆଉ ସେମାନେ ଏମିତି କହିଲେ କି ଜୀବନ ବଞ୍ଚେଇବାର ଅଛି ତ ତାଙ୍କ ଆକାଉଣ୍ଟରେ ୫୦,୦୦୦ ଟ୍ରାନ୍ସଫର କରିବାକୁ ହେବ ।

ଯାହା ପରେ ଯୁବକ ଜଣଙ୍କ ତାଙ୍କ ବାପାଙ୍କୁ ଫୋନ ଲଗେଇଲା ଆଉ ସେ ୩୦,୦୦୦ ଅଭିଯୁକ୍ତମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଲା ।ଏହା ପରେ ଚାରିଜଣଯାକ ଯୁବକଙ୍କୁ ଧକ୍କା ମାରି ଫ୍ଲାଟରୁ ବାହାରକୁ ବାହାର କରିଦେଲେ ।

ଯୁବକ ଜଣକ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ ।

ଯୁବକ ଜଣଙ୍କ ତା ସହ ଯାହା ବି ସବୁ ହେଲା,ତାର ସୂଚନା ସେ ପୋଲିସଙ୍କୁ ଫୋନ କରିକି ଦେଇଦେଲା । ସୂଚନା ମିଳିବା ମାତ୍ରେ ହିଁ ପୋଲିସ ଠିକ ସମୟରେ ପହଂଚିଗଲା ଆଉ କେସ ଦର୍ଜ କରିଦେଲା ପୋଲିସଙ୍କ ଦ୍ଵାରା ଏହି ପୁରା ମାମଲାର ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *