ଖୋଲିଲା ରଣବିର ସିଂଙ୍କ ବଡ ରହସ୍ୟ,ପୌରୁଷ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଖାଆନ୍ତି ଏହି ଖାସ ଜିନିଷ ।

ବଲିଉଡ ର ଦୁନିଆରେ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ । ତେବେ ସେ ଜଣେ ହିରୋ ହୁଅନ୍ତୁ କିମ୍ବା ହିରୋଇନ୍ ,ସମସ୍ତଙ୍କୁ ନିଜ ଶରୀରକୁ ଫିଟ୍ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅନ୍ୟ ପଟେ, ଯଦି ଆମେ ବଡ ଅଭିନେତାମାନଙ୍କ ବିଷୟରେ କହିବା, ତେବେ ସେମାନେ ସେମାନଙ୍କର ଫିଟନେସ୍ ପାଇଁ ବହୁତ ପରିଶ୍ରମ କରନ୍ତି । ଆଜିକାଲି ରଣଭୀର ସିଂ ଙ୍କ ନାମ ବଲିଉଡରେ ଅଭିନୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ଶୀର୍ଷରେ ରହିଛି ।

ତାଙ୍କ ଶରୀର ଅତ୍ୟନ୍ତ ସରଳ ଏବଂ ଏଥିପାଇଁ ସେ ଜିମ୍ ମଧ୍ୟ ଯାଆନ୍ତି ଆଉ ନିଜର ସର୍ବୋତ୍ତମ ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି । ବାସ୍ତବରେ, ଆପଣ ଜାଣନ୍ତି କି ରଣଭୀର ସିଂ ମଧ୍ୟ ଏପରି ଏକ ଜିନିଷ ଜଳଖିଆ ରେ ଖାଉଛନ୍ତି ଯାହା ପୁରୁଷ ଶକ୍ତି ବଢାଇଥାଏ । ସେ ନିଜେ ଏହା ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା ଯେ ସେ,କେଉଁ ଜିନିଷ ଯାହା ପୁରୁଷ ଶକ୍ତି ବଢାଇବା ପାଇଁ କାମରେ ଆସିଥାଏ ଏବଂ ଯାହାକୁ ଏହି ଅଭିନେତା ପ୍ରତିଦିନ ଖାଉଛନ୍ତି ।

ନିଜ ବଡ଼ି ପାଇଁ ପ୍ରସିଦ୍ଧ ଅଟନ୍ତି ରଣଭୀର ।

ରଣଭୀର ସିଂ ଖୁବ୍ କମ୍ ସମୟ ମଧ୍ୟରେ ଚଳଚ୍ଚିତ୍ର ଜଗତରେ ତାଙ୍କର ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ଅନେକ ହିଟ୍ ଫିଲ୍ମ ଦେଇ ସେ ଏହି ପଦବୀ ହାସଲ କରିଛନ୍ତି, ଯାହାକି କିଛି ଲୋକଙ୍କର ହିଁ ଭାଗ୍ୟରେ ଥାଏ ।

ଏମିତିରେ ରଣଭୀର ନିଜ ଅଭିନୟର ଦମ ରେ ହିଁ ଶକ୍ତ ରୁହନ୍ତି, କିନ୍ତୁ ତାଙ୍କ ଶରୀର ମଧ୍ୟ ଖୁବ ବଢିଆ । ରଣଭୀରଙ୍କ ସରଳ ବଡ଼ିର ଦିୱାନା ତାଙ୍କ ପ୍ରଶଂସକ ମଧ୍ୟ ଅଟନ୍ତି । ସେ ନିଜେ ନିଜ ପ୍ରଶଂସକଙ୍କୁ ନିରାଶ କରନ୍ତି ନାହିଁ ଏବଂ ସର୍ବଦା ନିଜ ବଡ଼ିକୁ ସେପ ରେ ରଖଥାନ୍ତି । ଏଥିପାଇଁ ସେ କେବଳ ଜିମ୍ ଯାଆନ୍ତି ନାହିଁ, ବରଂ ଏପରି ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି ଯାହା ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କରିଥାଏ । ଅଭିନେତାଙ୍କ ଡାଏଟ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଅଟେ ।

ଏହା ହେଉଛି ସେ ଖାସ ଜିନିଷ ଯାହା ପ୍ରତିଦିନ ଖାଆନ୍ତି ରଣଭୀର

ରଣଭୀର ସିଂ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଲୋକପ୍ରିୟ ଅଟନ୍ତି । ତାଙ୍କର ପ୍ରଶଂସକ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଅଛନ୍ତି । ନିକଟରେ ରଣଭୀର ସିଂ ତାଙ୍କ ପ୍ରଶଂସକଙ୍କ ପାଇଁ “ଆସ୍କ ମି ଏନିଥିଙ୍ଗ ” ଆୟୋଜନ କରିଥିଲେ । ଏହି ସମୟରେ, ତାଙ୍କ ପ୍ରଶଂସକମାନେ ରଣଭୀରଙ୍କୁ କୌଣସି ବି ପ୍ରକାର ପ୍ରଶ୍ନ ପଚାରିପାରିବେ ।

ଏହି ସମୟରେ, ଯେତେବେଳେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ସେ ଜଳଖିଆ ରେ କଣ ଖାଉଛନ୍ତି, ତେବେ ତାଙ୍କ ଉତ୍ତର ଗୋଟେ ବଡ଼ ରହସ୍ୟ ଖୋଲିଦେଲା । ଅଭିନେତା କହିଛନ୍ତି ଯେ ଜଳଖିଆ ରେ ସେ ଓଟସ୍,ବାଦାମ ଏବଂ ଚକୋଲେଟ୍ ଚିପ୍ସ ଖାଇଥାନ୍ତି । ଏହା ସହିତ ସେ କହିଛନ୍ତି ଯେ ସେ ଶୀଲାଜିତର ଲଡୁ ମଧ୍ୟ ଖାଉଛନ୍ତି ଯେଉଁଥିରେ ଅଶ୍ୱଗନ୍ଧା ଏବଂ ଖଜୁରୀ ମଧ୍ୟ ମିଶିଥାଏ ।

ପୁରୁଷ ଶକ୍ତି ବୃଦ୍ଧି ପାଇଁ କାମରେ ଆସିଥାଏ ଶୀଲାଜିତ

ରଣଭୀରଙ୍କ ଶୀଲାଜିତର ଦୈନଦିନ ସେବନ କରିବା କଥା ପ୍ରଥମ ଥର ପାଇଁ ତାଙ୍କ ଫ୍ୟାନ ଜାଣିବାକୁ ପାଇଲେ । ଆପଣଙ୍କୁ କହିରଖୁଛୁ ଯେ ଶୀଲାଜିତ୍ ହେଉଛି ଏକ ଜଡିବୁଟି ଯାହାକି ସେଇ ଲୋକଗୁଡିକଙ୍କ ଚିକିତ୍ସାରେ କାମରେ ଆସେ ଯାହାର ପୁରୁଷ ଶକ୍ତି କମଜୋର ଥାଏ । ଏହା ବ୍ୟତୀତ ଶରୀରରେ ଶକ୍ତି ବୃଦ୍ଧି ପାଇଁ ଶୀଲାଜିତ ମଧ୍ୟ ଖିଆଯାଏ ।

ରଣଭୀର ମଧ୍ୟ ବହୁତ ଉର୍ଜାବାନ ଅଟନ୍ତି ଆଉ ଲଗାତାର ସୁଟିଙ୍ଗ କରିବା କାରଣରୁ ତାଙ୍କର ବହୁତ ଶକ୍ତି ର ଆବଶ୍ୟକ ପଡେ । ଏହି କାରଣରୁ ସେ ସିଲାଜିତର ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆପଣଙ୍କୁ କହିରଖୁଛୁ କି ରଣଭୀର ସିଂ ନିକଟ ରେ ୮୩ ଫିଲ୍ମ ରେ ଅଭିନୟ କରିଥିଲେ । ଏବେ ସେ ‘ସର୍କସ ‘,ରକି’ ଆଉ ‘ରାନୀ କି ପ୍ରେମ କାହାନୀ”ଆନିୟାନ୍’ର ରିମେକ୍ ରେ ସେ ନଜର ଆସିବେ ।

Leave a Reply

Your email address will not be published. Required fields are marked *