ଅନୁଭବଙ୍କୁ ଅଡୁଆ କରୁଛି ବର୍ଷାଙ୍କ ପପୁଲାରୀଟି ? ଅନୁଭବ ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି

ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯାହା ଗଣତାନ୍ତ୍ରିକ ରାଷ୍ଟ୍ର ରେ ଶାସନ କୁ ସୁପରିଚାଳନା କରିବା ନିମନ୍ତେ ଲୋକମାନେ ନିଜର ପ୍ରତିନିଧି ମାନଙ୍କୁ ଚୟନ କରିଥାନ୍ତି । ଏଥିରେ ବିଭିନ୍ନ ପଦବୀ ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ରେ ଅଂଶ ଗ୍ରହଣ କରିଥାନ୍ତି । ବର୍ତ୍ତମାନ କରନା ର ସମୟ । ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ଏହି ସମୟ ରେ ପ୍ରାର୍ଥୀ ମାନେ ସତର୍କତା ଅବଲମ୍ବନ କରି ଗ୍ରାମ ଗ୍ରାମ ବୁଲୁଛନ୍ତି ।ବର୍ଷାଙ୍କ ବିଜେଡ଼ି ପାର୍ଟି ତରଫରୁ ନିର୍ବାଚନ ପାଇଁ ଛିଡା ହେବା ସମସ୍ତଙ୍କୁ ଅଳ୍ପ ଆଶ୍ଚର୍ଯ୍ୟ କରି ଦେଇଛି ।

ସାଂସଦ ଅନୁଭବ ମହାନ୍ତି ନିଜର ଫେସବୁକ ପେଜରେ କିଛି ପୋସ୍ଟ କରି ନିଜର ରାଜନୈତିକ ଚେହେରାକୁ ସଜାଡିବାରେ ଲାଗିଛନ୍ତି । ଏହି ପୋସ୍ଟରେ ଲେଖିଛନ୍ତି କି ସେ ଲୋସଭାରେ ୩ ଟି ପ୍ରାଇଭେଟ ମେମ୍ବରଙ୍କ ବିଲକୁ ପାରିତ କରିଛନ୍ତି । ୨୦୧୯ ରୁ ୨୦୨୧ ମଧ୍ୟରେ କେତୋଟି ବିଲ ଆସିଛି ସେହି ବିଷୟରେ କୁହାଯାଇଛି । ମୋଟ ପ୍ରାଇଭେଟ ବିଲ ୩୭୯ ଥିବା ସମୟରେ ସମ୍ପୂର୍ଣ ଲୋକସଭା ମେମ୍ବର ୫୪୫ ଅଛି ଓ ଏଭାରେଜ ପ୍ରାଇଭେଟ ମେମ୍ବର ବିଲ ୦.୬୯ ଅଛି ।

ଏହା ସହିତ ସେ ଲେଖିଛନ୍ତି କି ସେ ଏକୁଟିଆ ତିନୋଟି ବିଲ ପାସ କରିଛନ୍ତି । ଏହି ଖୁସିକୁ ସମଗ୍ର ଓଡିଶା ସହ ବାଣ୍ଟିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଯାହା ଉପରେ ଅନୁଭବ ମହାନ୍ତି ମୁହଁ ବି ଖୋଲୁ ନାହାନ୍ତି । ଜାଗ୍ରତିଙ୍କ ବର୍ଷାଙ୍କର ନାଁ ସବୁ ସାର୍ଟିଫିକେଟରେ ବ୍ୟବହାର କରିବାର ଠାରୁ ନେଇ ଓ ତାଙ୍କର ଶାଶୁ ଶଶୁରଙ୍କ ଘର ମାଡିବାସୀକୁ ନେଇ ବହୁତ କିଛି କହୁଛନ୍ତି । କହିବାକୁ ଗଲେ ଜାଗ୍ରତି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରୁଛନ୍ତି ।ବର୍ତ୍ତମାନ ଦେଖିବାର ଅଛି ବିଜେଡ଼ି କାହାକୁ ଅଧିକ ମହତ୍ଵ ଦେବ ଅନୁବହବ ନା ବର୍ଷା ପ୍ରିୟଦର୍ଶିନୀ ।

Leave a Reply

Your email address will not be published. Required fields are marked *