ମୋତେ ଯୈାତୁକରେ ଟ୍ରେନ ମିଳୁଥିଲା, କିନ୍ତୁ ଘରେ ରଖିବାକୁ ଜାଗା ନଥିଲା, ତେଣୁ ଫେରାଇ ଦେଲି…… ଦେଖନ୍ତୁ ମଜାଦାର ଭିଡିଓ

ସୋସିଆଲ ମିଡିଆରେ ସାଧାରଣତଃ ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ|ଏଥିରେ କିଛି ଏପରି ହୋଇଥାଏ ଯେ ଦେଖିଲେ ହସିହସି ଗଡି ଯିବେ|ଏପରି ଏକ ମଜାଦାର ଭିଡିଓ ଚାଲନ୍ତୁ ଦେଖିବେ|ଏହି ଭିଡିଓରେ ଜଣେ ବ୍ୟକ୍ତି ଶଶୁର ଘରୁ ଯୈାତୁକ ରେ ମିଳୁଥିବା ଟ୍ରେନ ସମ୍ପର୍କରେ କହିଛନ୍ତି|ଯୈାତୁକରେ ତ କାର ମିଳିବା ସାଧାରଣ କଥା କିନ୍ତୁ ଏହି ବ୍ୟକ୍ତି ଦାବି କରିଛନ୍ତି ଯେ ତାକୁ ଯୈାତୁକରେ ଟ୍ରେନ ମିଳୁଥିଲା ଯଦିଓ ସେ ମନା କରିଥିଲେ|

ଏହି ଭାଇରାଲ ଭିଡିଓରେ ବ୍ୟକ୍ତି କହୁଥିବା ଦେଖାଯାଏ ଯେ ମୋତ ଯୈାତୁକରେ ଟ୍ରେନ ମିଳୁଥିଲା|ଭିଡିଓ ବନେଇବା ଲୋକ ପଚାରିଲା ଯଦି ମିଳୁଥିଲା ନେଲ ନାହିଁ କାହିଁକି?ସେ କହିଲା ମୋତେ ଚଳାଇ ଆସିନି ତେଣୁ ନେଲି ନାହିଁ|ଏହାମଧ୍ୟ କହିଲା ଯେ ଘର ବାହାରେ ଠିଆ କରିବାକୁ ମଧ୍ୟ ଜାଗା ନଥିଲା|

View this post on Instagram

A post shared by memes | comedy (@ghantaa)

ବ୍ୟକ୍ତିଙ୍କ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହି ମଜାଦାର କଥା ଯେ ଏହି ମିଛକୁ ସେ ଆତ୍ମବିଶ୍ବାସ ସହ କହୁଛି|ଆମେ ଜାଣୁ ଯେ ବ୍ୟକ୍ତି ବଡବଡ କଥା କହୁଛି ଓ ଲୋକମାନେ ମଧ୍ୟ ମଜା ଉଠାଉଛନ୍ତି|

ଏହି ମଜାଦାର ଭିଡିଓକୁ ସୋସିଆଲ ମିଡିଆରେ ଘଣ୍ଟା ନାମକ ଏକାଉଣ୍ଟରେ ସେୟାର କରିଛନ୍ତି| ଭିଡିଓକୁ ୮ ଲକ୍ଷ ରୁ ଉର୍ଦ୍ଧ୍ବ ଲାଇକ ମିଳିଛି|ଏଥିରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି|ଆଉଜଣେ ଲେଖିଛନ୍ତି ମୋତେ ଯୈାତୁକରେ ରକେଟ ମିଳିଛି ଦରକାର ଯଦି ନେଇଯିବ, କିନ୍ତୁ ବାଇକରେ ଵୁଲିବାର ମଜା ହିଁ ଅଲଗା ଅଟେ|ଆଉଜଣେ ଲେଖିଛନ୍ତି ମିଛ କହିବାର ସୀମା ପାର କରିଛନ୍ତି|

ଭିଡିଓକୁ ଦେଖି ଲୋକମାନେ ହସିହସି ଗଡି ଯାଉଛନ୍ତି|ଦେଶରେ ଯୈାତୁକ ପ୍ରଥା ଵଡ ଅପରାଧ|ଫଳରେ ବହୁ ଯୁବତୀ ମଧ୍ୟ ବଡ ଯୈାତୁକ ଦେବା ଓ ନେଵାକୁ ମନା କରିଥାନ୍ତି|ଏଠାରେ ବ୍ୟକ୍ତି ଯୈାତୁକରେ ଟ୍ରେନ ଦେବା କଥା କହି ସଭିଙ୍କ ମଜା ନେଉଛି|ଯଦି ଆପଣଙ୍କୁ ଯୈାତୁକ ରେ ଟ୍ରେନ ମିଳେ ଆପଣ କ’ଣ କରିବେ ??

Leave a Reply

Your email address will not be published. Required fields are marked *