ଦେଖୁ ଦେଖୁ ଅଚାନକ ହାତୀ ଆକାଶରେ ଉଡିବାକୁ ଲାଗିଲା……..ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ ।

ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ କିଛି ଭିଡିଓ ରହିଛି ୟୁଟ୍ୟୁବରେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି କିଛି ଭିଡିଓ ଉପରେ ଆଲୋଚନା କରାଯାଇଛି । ଆମେରିକା ରେ ଏକ ନଦୀ ପବନ ର ବେଗ ଅନୁସାରେ ନୀତି ତା ର ଗତିପଥ ପରିବର୍ତନ କରିଥାଏ । ପ୍ରଥମେ ଏହା ଦେଖି ସେଠାକାର ଲୋକ ଭୂତିଆ ଘଟଣା ଭାବି ଦରିଯାଇଥିଲେ ।

ଆହୁରି ଏକ ଘଟଣା ଯାହା ବରଫ ଆଚ୍ଛାଦିତ ପାହାଡ଼ ରେ ଦେଖିବାକୁ ମିଳେ । ଗ୍ଲିସେରିଆର ତରଳି ବରଫ ପାହାଡ଼ ରେ ୧୫ ଫୁଟ ଉଚ୍ଚତା ରେ ଏକ ପିଲର ଭଳି ହୋଇ ରହି ପରେ । ଯାହା ଦେଖିବାକୁ ଅତ୍ୟନ୍ତ ମୋନରମ ହୋଇଥାଏ । ପାଣି ସବୁ ବେଳେ ନିମ୍ନଗାମୀ ହୋଇଥାଏ ବୋଲି ଆମେ ଜାଣିଥାଏ । ତେବେ ଝରଣା ସବୁ ବେଳେ ଉପରୁ ତଳକୁ ଗତି କରିଥାଏ । ତେବେ ଏକ ସ୍ଥାନ ରେ ଝରଣା ପାଣି ତଳୁ ଉପର କୁ ଯିବାର ଦେଖାଯାଏ । ତେବେ ଏକ ଆଇଲାଣ୍ଡ ରେ ଥିବା ଏହି ଝରଣା ତଳୁ ଉପରକୁ ଯାଇଥାଏ ।

ବାସ୍ତବରେ ଏହି ଝରଣା ପାଖରେ ପବନ ର ବେଗ ଏତେ ଥାଏ ଯେ ଏହା ବହୁଥିବା ପାଣି କୁ ଉପରକୁ ଉଠାଇ ନିଏ । ତେବେ ଏହି ଘଟଣା ଆମେ ବେଳେ ବେଳେ ଦେଖିବାକୁ ପାଇଥାଉ । ତେବେ ଚୀନ ରେ ବର୍ଷା ଦିନେ ଆସୁଥିବା ବାଦଲ କୁ ମାମତସ କ୍ଲାଉଡ୍ ନାମ ରେ ନାମିତ କରାଯାଇଛି । ଯାହା ଦେଖିବାକୁ ଭୟଙ୍କର ଲାଗେ । କେବଳ ବର୍ଷା ଦିନେ ଝଡ଼ ବର୍ଷା ପୂର୍ବରୁ ଆକାଶ ରେ ଏହି ବାଦଲ ଦେଖାଯାଏ ।

ବେଳେବେଳେ ଘୂର୍ଣି ଝଡ଼ ହୋଇଥାଏ ଯେ ତା ସମ୍ମୁଖ ରେ ଯାହା ପଡ଼େ ସେ ଉଡେଇନିଏ । ତେବେ ଦେଖିବାକୁ ମିଳିଥିଲା ଏକ ହାତୀ ଏପରି ଘୂର୍ଣ୍ଣିଝଡ଼ ରେ ଉଡ଼ିବର । ତେବେ ଏହା ପ୍ଲାଷ୍ଟିକ ହାତୀ ଥିଲା । କିନ୍ତୁ ପ୍ରକୃତି ପାଖରେ ସେତିକି ଶକ୍ତି ମଧ୍ୟ ଅଛି ଯେ ଏକ ଅସଲି ହାତୀ କୁ ମଧ୍ୟ ଉଡ଼ାଇ ଦେଇ ପାରିବ ।

Leave a Reply

Your email address will not be published. Required fields are marked *