ଖରା ଦିନ ଆସିବା ପୂର୍ବରୁ Flipkart Sale ରୁ କିଣିନିଆନ୍ତୁ ଶସ୍ତା AC, ନଚେତ ପରେ ଦେବାକୁ ପଡିବ ଦ୍ଵିଗୁଣ ଟଙ୍କା, ଜାଣନ୍ତୁ ଅଫର ବିଷୟରେ ସମ୍ପୂର୍ଣ ସୂଚନା

ଶୀତ ୠତୁ ଦୁରେଇ ଯାଉଛି ଏବଂ ଶୀଘ୍ର ଗ୍ରୀଷ୍ମ ଋତୁ ଆସିବାରେ ଲାଗିଛି। ସେଥିପାଇଁ ଏହା ଭଲ ହେବ ଯେ ଆପଣ ଆଗରୁ ନିଜର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ଯାହାଫଳରେ ଗ୍ରୀଷ୍ମ ଋତୁ ଆସିବା ପରେ ଆପଣଙ୍କୁ ଦାମୀ ଦ୍ରବ୍ୟ କିଣିବାକୁ ପଡିବ ନାହିଁ। Flipkart ଚାଲିଥିବା sale ରେ ଆପଣ ରିହାତି ସହିତ EMI ରେ ଏକ ନୂତନ Split Inverter AC କିଣି ପାରିବେ। Flipkart Sale ରେ ଆପଣ ଅତି ସୁଲଭ ମୂଲ୍ୟରେ 3 Star Split Inverter AC ପାଇବେ। ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ କେଉଁ କେଉଁ ପ୍ରଡକ୍ଟ ଗୁଡିକ ଅଛି।

ଆପଣ Flipkart Sale ରୁ MarQ ର 1-ଟନ୍ ସ୍ପ୍ଲିଟ୍ ଇନଭର୍ଟର ଏସି ମାତ୍ର 23,990 ଟଙ୍କାରେ କିଣି ପାରିବେ। ଏହି 3 Star Split AC ଅଟୋ ଷ୍ଟାର୍ଟ ଅପ୍ସନ ସହିତ ଆସିଥାଏ। ଏଥିରେ ଆପଣ ସ୍ଲିପ ମୋଡ୍ ମଧ୍ୟ ପାଇବେ, ଯାହା ଆପଣ ଶୋଇବା ସମୟରେ ଅଟୋମେଟିକ ଭାବରେ ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବ। ଆପଣ ଏହାକୁ ଆରମ୍ଭରୁ EMI ରେ ମାତ୍ର 832 ଟଙ୍କା କିଣି ପାରିବେ। ଆହୁରି ମଧ୍ୟ Discount PNB କାର୍ଡରେ 1500 ଟଙ୍କା ପର୍ଯ୍ୟନ୍ତ ରିହାତି ଉପଲବ୍ଧ।

ଏହି sale ରେ ଆପଣ CARRIER ର AC କିଣିପାରିବେ। 1 ଟନ୍ ଏବଂ 3 Star Split AC flipkart sale ରେ 25,999 ଟଙ୍କାରେ ଉପଲବ୍ଧ। ଏହା ଉପରେ ଆପଣ PNB ଉପରେ 10 ପ୍ରତିଶତ ରିହାତି ପାଇବେ। ଆପଣ ଏହାକୁ No cost EMI ରେ 2,889 ଟଙ୍କା କିଣି ପାରିବେ।

Daikin ର 1 ଟନ୍ ଏବଂ 3 Star Split AC 29,600 ଟଙ୍କାରେ ଉପଲବ୍ଧ। PNB କାର୍ଡରେ AC ଉପରେ 10 ପ୍ରତିଶତ ରିହାତି ଉପଲବ୍ଧ। ଏଥିରେ ଆପଣ ଅଟୋ ଷ୍ଟାର୍ଟ ଏବଂ ସ୍ଲିପ ମୋଡ଼ ର ଅପ୍ସନ ପାଇପାରିବେ। ଆପଣ ଏହାକୁ 4,934 ରେ ମାସିକ ପ୍ରାରମ୍ଭିକ EMI ସହିତ କିଣିପାରିବେ।

ONIDA ର AC ମଧ୍ୟ ଏକ ଭଲ ଅପ୍ସନ ହୋଇପାରେ। Flipkart sale ରେ ONIDA 1 Ton 3 Star Split Inverter AC ମାତ୍ର 26,999 ଟଙ୍କାରେ ଉପଲବ୍ଧ। ଆପଣ ଏହାକୁ ରିହାତି ଏବଂ EMI ରେ କିଣି ପାରିବେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କାର୍ଡରେ ଏହି ଏସି ଉପରେ 10% ରିହାତି ଉପଲବ୍ଧ। ଆପଣ ଏହାକୁ 936 ଟଙ୍କା EMI ରେ କିଣି ପାରିବେ।

Blue Star ଏସି ମଧ୍ୟ ଏକ ଭଲ ଅପ୍ସନ। ଏହାର 0.8 ଟନ୍ ଏବଂ 3 Star Split Inverter AC flipkart sale ରେ ମାତ୍ର 27,990 ଟଙ୍କାରେ ଉପଲବ୍ଧ। ଏହା ଉପରେ ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କାର୍ଡରେ 10 ପ୍ରତିଶତ ରିହାତି ପାଇବେ। ଆପଣ ଏହାକୁ No-cost EMI ରେ 2,333 ଟଙ୍କାରେ କିଣି ପାରିବେ।

Leave a Reply

Your email address will not be published. Required fields are marked *