INDIA ର ଫୁଲଫର୍ମ କଣ ? ଆପଣ ଜାଣିଛନ୍ତି କି ?

ଆମେମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ। ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ଥାଏ। ଯଦି ଆପଣ ଜ୍ଞାନୀ ହୋଇଥିବେ ତେବେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି। ଆଜି ଆମେ ଆପଣମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହାକି ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ମାତ୍ରାରେ ସହାୟତା କରିବ। ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଆସନ୍ତୁ ଏହି ସାଧାରଣ ଜ୍ଞାନ ବିଷୟରେ ଜାଣିବା।

୧। କାହାକୁ ଏସିଆର ଆଲୋକ କୁହାଯାଏ ?

ଉତ୍ତର:- ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ।

୨। କେଉଁ ଦେଶକୁ ୟୁରୋପର ଭାରତ କୁହାଯାଏ ?

ଉତ୍ତର:- ଇଟାଲୀ ଦେଶକୁ ୟୁରୋପର ଭାର କୁହାଯାଏ।

୩।ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା ?

ଉତ୍ତର:- କୁଶିନଗର ଠାରେ ହୋଇଥିଲା।

୪। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେ ବର୍ଷ ?

ଉତ୍ତର:- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥାଏ।

୫। ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ଲାଗିଥିଲା ?

ଉତ୍ତର:- ତାଜମହଲ ନିର୍ମାଣ ପାଇଁ ଦୀର୍ଘ ୨୨ ବର୍ଷ ଲାଗିଥିଲା।

୬। ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର:-ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଓଡିଶା ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ।

୭। କେଉଁ ଦେଶ ସର୍ବାଧିକ କାଚ ବା ଗ୍ଳାସ ଉତ୍ପାଦନ କରିଥାଏ ?

ଉତ୍ତର:- ଚୀନ ଦେଶ ସର୍ବାଧିକ ଗ୍ଳାସ ଉତ୍ପାଦନ କରିଥାଏ।

୮। କେଉଁ ଦେଶ ସର୍ବାଧିକ ଚିନାବାଦାମ ଉତ୍ପାଦନ କରିଥାଏ ?

ଉତ୍ତର:- ଚୀନ ଦେଶରେ ସର୍ବାଧିକ ଚିନାବାଦାମ ଉତ୍ପାଦନ କରାଯାଏ।

୯। ତାମିଲନାଡୁ ରାଜ୍ୟର ରାଜଧାନୀ ନାମ କଣ ?

ଉତ୍ତର:- ତାମିଲନାଡୁ ରାଜ୍ୟର ରାଜଧାନୀ ହେଉଛି ଚେନ୍ନାଇ।

୧୦। ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀର ନାମ କଣ ?

ଉତ୍ତର:- ଲକ୍ଷ୍ନୌ ହେଉଛି ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ।

୧୧। କେଉଁ ସ୍ଥାନକୁ ଇଶ୍ଵରଙ୍କର ବାସସ୍ଥାନ ବୋଲି କୁହାଯାଏ ?

ଉତ୍ତର:- ପ୍ରୟାଗରାଜ ସ୍ଥାନକୁ ଇଶ୍ଵରଙ୍କ ବାସସ୍ଥାନ ବୋଲି କୁହାଯାଏ।

୧୨। ”ଇନକିଲାବ୍ ଜିନ୍ଦାବାଦ” ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର:- ଭଗତ ସିଂହ ଦେଇଥିଲେ।

୧୩। INDIA ର ଫୁଲଫର୍ମ କଣ ?

ଉତ୍ତର:- I-Independent,N-Nation,D-Declared,I-In,A-August

Leave a Reply

Your email address will not be published. Required fields are marked *