ଦେଖନ୍ତୁ ଯେତେବେଳେ ଟ୍ରାଫିକ ପୋଲିସବାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡିକୁ ଅଟକାଇ ଦେଲା,ସେତେବେଳେ କଣ ହେଲା !

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟରନେଟ ଓ ସୋସିଆଲ ମିଡିଆର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସବୁ ଘଟଣା ବିଷୟରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଅଛି ଓ ଆଜି ଆମେ ଆପଣମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ। ଆପଣମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା।

ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ଭଲ ଭାବରେ ଜାଣିଥିବେ। ନରେନ୍ଦ୍ର ମୋଦୀ ଦେଶ ବିଦେଶରେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଚିନ୍ତାଧାରା ଓ ତାଙ୍କ ବିଚାର ପାଇଁ ସେ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। ସିଧା ଭାଷାରେ କହିବାକୁ ଗଲେ ନରେନ୍ଦ୍ର ମୋଦୀ କୌଣସି ବଲିଉଡ କଳାକାର ଠାରୁ କମ ନୁହନ୍ତି।

ସେ କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଙ୍କ ଲୋକପ୍ରିୟତା ବହୁତ ରହିଛି । ତେବେ ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡିକୁ ଥରେ ରୋକା ଯାଇଥିଲା ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ। ଆପଣମାନେ ଏହି କଥା ନିଶ୍ଚୟ ଜାଣିଥିବେକି, ଆମ ଦେଶରେ ଭିଆଇପି ଓ ଭିଭିଆଇପିଙ୍କ ଗାଡି କେବେ ରୋକା ଯାଏନାହିଁ ହେଲେ ଏମିତି ଏକ ଘଟଣା ହୋଇଥିଲା। ଏହି କାମ ଆଇଏଏସ ଅଧିକାରୀ ମହମ୍ମଦ ହସିନ କରିଥିଲେ।

୨୦୧୯ ମସିହା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ସମ୍ବଲପୁରକୁ ଯାଇଥିଲେ। ସେତେବେଳେ କର୍ଣ୍ଣାଟକର ଆଇଏଏସ ଅଧିକାରୀ ମହମ୍ମଦ ହସନ ସେଠାରେ କାର୍ଯ୍ୟରତ ଥିଲେ। ସେହି ସମୟରେ ସେ ନରେନ୍ଦ୍ର ମୋଦୀଙ୍କର ଗାଡିକୁ ରୋକୀ ଥିଲେ ଓ ଚେକିଙ୍ଗ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ଏହା ପରେ ନରେନ୍ଦ୍ର ମୋଦୀ ନିର୍ବାଚନ ଆୟୋଗକୁ ଏହାର ଅଭିଯୋଗ କରିଥିଲେ। ଏହାପରେ ନିର୍ବାଚନ ଆୟୋଗ ତୁରନ୍ତ ଓଡିଶାକୁ ଆସି ଏହି ମାମଲାକୁ ସମାଧାନ କରିଥିଲେ। ଏହା ପରେ ମହମ୍ମଦ ହସନଙ୍କୁ ତାଙ୍କର ପଦବୀରୁ ସସ୍ପେଣ୍ଡ କରିଦିଆଯାଇଥିଲା।

Leave a Reply

Your email address will not be published. Required fields are marked *