ଯମ ପଂଝାରେ ୩ ଦିନ ଧରି ଫସି ରହିଥିଲେ ଯୁବକ, ଦେବଦୂତ ସାଜି ଏମିତି ଉଦ୍ଧାର କଲେ ସେନା ଯବାନ ! ଦେଖନ୍ତୁ ଭିଡ଼ିଓ

ତେବେ କୁହା ଯାଏ କି ମଣିଷ ହେଉଛି ଏହି ସାରା ପୃଥିବୀ ର ସବୁଠୁ ଶ୍ରେଷ୍ଠ ପ୍ରାଣୀ। ତେବେ ଭଗବାନ ମଣିଷ ଭିତରେ ସବୁ ପ୍ରକାର ଶକ୍ତି ଦେଇଛନ୍ତି। ତେଣୁ ମଣିଷ ଭିତରେ ଭାବିବା ଶକ୍ତି ମଧ୍ୟ ରହିଛି। ତେବେ ଏହି ସମାଜ ସବୁ ପ୍ରକାର ପ୍ରାଣୀ ଙ୍କୁ ନେଇ ରହିଛି।ତେବେ ଆଜି ର ଏହି ମଣିଷ ମାନ ଙ୍କ ଚିନ୍ତାଧରା ରେ ଅନେକ ପରିବର୍ତନ ଆସି ଯାଇଛି।

ତେବେ ପ୍ରତେକ ମଣିଷ କେବଳ ନିଜ କଥା ଚିନ୍ତା କରୁଛନ୍ତି,ନିଜେ ଭଲ ରେ ନିଜେ ଖୁସି ରେ ରହିବେ । ତେବେ ପ୍ରତେକ ମଣିଷ ସ୍ୱାର୍ଥପର ପାଲଟି ଯାଇଛି। ତେବେ ଭଗବାନ ମଣିଷ ମାନଙ୍କ ଭିତରେ ଦୟା ର ଶକ୍ତି ମଧ୍ୟ ଦେଇଛିନ୍ତି, କିନ୍ତୁ ଆଜି ର ମଣିଷ ମାନଙ୍କ ଭିତରେ ଏହାର ଅଭାବ ଦେଖା ଦେଇଛି। ଏହି ଭଳି ଦୁନିଆ ରେ ଆଜି ବି ମଣିଷ ପଣିଆ ବଞ୍ଚିଛି।ତେବେ ଭଗବାନ ବରଦାନ ସଦୃଷ ଯାଉ ଦୟା , କ୍ଷମା , ଚିନ୍ତା କରିବାର ସକ୍ତି ଦେଇଛନ୍ତି ତାହା ମଣିଷ ବେଳେ ଉପଯୁକ୍ତ କାର୍ଯ୍ୟ ରେ ଲଗାଇ ପାରିଛି।

ତେବେ ମଣିଷ ପଣିଆ ଦେଖାଇଛନ୍ତି ଜଣେ ଭାରତୀୟ ଜବାନ । କିଏ କହିଲା ମାରିଗଲାଣି ମଣିଷ ପଣିଆ । ଭାରତୀୟ ଜବାନ ଙ୍କ ହାନତା ଦେଖିଲେ ଆପଣ ବି କହିବେ ଏ ସମାଜ ରେ ବଞ୍ଚି ରହିଛନ୍ତି ଅନେକ ଦରଦୀ ମଣିଷ। ଯେଉଁ ମାନେ ଅନ୍ୟ ର ଦୁଃଖ ଦେଖିଲେ ସେମାନଙ୍କ ହୃଦୟ କାନ୍ଦି ଉଠେ। ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି । ଦେବଦୂତ ସାଜି ଜଣେ ଗୋଟିଏ ଜୀବନ ବଞ୍ଚାଇ ଥିଲେ ଜଣେ ଜବାନ । ଘଟଣା ଟି କେରଳ ର ଅଟେ । କେରଳ ମାଲମପୁଞ୍ଜା ପାହାଡ଼ ରେ ତିନି ଦିନ ଧରି ଜଣେ ଯୁବକ ଫସି ରହିଥିଲେ ।

ଗତ ସୋମବାର ଦିନ ଆର ବାବୁ ନାମକ ଜଣେ ବ୍ୟକ୍ତି ଯିଏ ନିଜ ସାଙ୍ଗ ମାନଙ୍କ ସହିତ ମାଳମପୁଞ୍ଜା ପାହାଡ଼ କୁ ବୁଲିବାକୁ ଯାଇଥିଲେ । ପାହାଡ଼ କୁ ଚଢ଼ୁ ଚଢ଼ ଦୁଇ ସାଙ୍ଗ ତଳକୁ ଯିବା ପାଇଁ ନିଷ୍ପତି ନେଲେ । ମାତ୍ର ଆର ବାବୁ ଉପରକୁ ଉଠି ଶିଖର ରେ ପହଞ୍ଚି ଥିଲେ । ମାତ୍ର ଦୁର୍ଭାଗ୍ୟ ବଶତଃ ସେ ଖସି ପଡ଼ି ଥିଲେ । ଖସି ଯାଇ ଦୁଇ ପାହାଡ଼ ମଝିର ଚଟାଣ ଉପରେ ପଡ଼ି ଥିଲେ । ସୁରକ୍ଷିତ ଥିଲେ । ଏହି ବିଷୟ ରେ ଆର ବାବୁ ତାଙ୍କ ବନ୍ଧୁ ମାନଙ୍କୁ ଜଣାଇ ଥିଲେ ।

ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇ ନ ଥିଲେ । ସ୍ଥାନୀୟ ବିଧାୟକ କେରଳ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇ ବାରୁ ଭାରତୀୟ ଜବାନ ପହଞ୍ଚି ଥିଲେ । ଜୀବନ ଭୟ ରେ ଦୁଇ ଦିନ ଧରି କିଛି ନ ଖାଇ ନ ପିଇ ସେଠାରେ ଫଶୀ ରହିଥିଲେ । ଜବାନ ଜଣଙ୍କ ଜୀବନ କୁ ଖାତିର ନ କରି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *