ଆପଣମାନେ ଏହା ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେକି ଏହି କୋରନା କାଳରେ ଦେଶର ଅର୍ଥନିତି କେତେ ପରିମାଣରେ ତଳକୁ ଖସିଆସିଛି। ବହୁତ ଲୋକ ନିତିଦିନର କାମ କାର୍ଯ୍ୟକୁ ମଧ୍ୟ ହରେଇ ବସିଛନ୍ତି। ତେବେ ଏହି ପରି ବେଳେ ଲୋକମାନେ ବର୍ତ୍ତମାନ ନିଜର କାମ ଖୋଜିବାରେ ଲାଗିଛନ୍ତି। ତେବେ ଏହିପରି ସ୍ଥିତିରେ ଲୋକମାନଙ୍କ ପାଖରେ କାମ କାର୍ଯ୍ୟ ନଥିବା ସମୟରେ ବର୍ତ୍ତମାନ ଟାଟା କମ୍ପାନୀ ନିଜର ପାର୍ଟନର ବନେଇବାର ସୁଯୋଗ ଦେଉଛନ୍ତି।
ଜଣାଇଦେଉଛୁକି ମହାମାରୀ ସମୟରେ ଫାର୍ମାସୀ ଏକ ମାତ୍ର ଏମିତି ବିଜନେସ୍ ହୋଇଛି ଯାହା କିଛି କ୍ଷତି ନାହିଁ, ଏମିତିରେ ଫାର୍ମାସି ସଂବନ୍ଧିତ କିଛି ବିଜନେସ୍ ଆପଣଙ୍କୁ କ୍ଷତି କରାଇବ ନାହିଁ, ଏହାକୁ ଧ୍ୟାନରେ ରଖି ଟାଟାଗ୍ରୁପ୍ ଅଫ୍ କମ୍ପାନୀଜ୍ ସେହତ୍ କେ ସାଥୀ ନାମକ ଏକ ପ୍ରୋଗ୍ରାମ୍ ଆରମ୍ଭ କରିଛନ୍ତି। ଏଥିରେ ଆପଣମାନଙ୍କୁ ଏମଜି ର ସହଭାଗୀ ହେବାକୁ ପଡିବ। ଏଥିପାଇଁ ଏହି କମ୍ପାନୀ ବର୍ତ୍ତମାନ ନୂଆ ଗ୍ରହାକ ଖୋଜୁଅଛି
ଏଥିରେ ଆପଣମାନେ ଏହି କମ୍ପାନୀର ପାର୍ଟନର ହେଉଛନ୍ତି ତେବେ ଆପଣମାନଙ୍କୁ ସଠିକ କମିଶନ ମଧ୍ୟ ମିଳିବ। ଏଠାରେ ଆପଣମାନଙ୍କ ପାଖରେ ଯେତେ ଗ୍ରାହକ ହେବ ଆପଣମାନେ ସେତେ ପରିମାଣରେ ଆୟ ମଧ୍ୟ କରିପାରିବେ। ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଏମିତି ପାର୍ଟନର ପୋଗ୍ରାମରେ ଯୋଡି ହୋଇ ଲକ୍ଷ୍ୟାଧିକ ଚଙ୍କା ଆୟ କରୁଥିବାର ଦେଖିବାକୁ ମିଳୁଛି।
ଏଥିପାଇଁ ଆପଣ ମାନଙ୍କୁ କୈଣସି ମେଡିକାଲ ଡିଗ୍ରୀର ଆବଶ୍ୟକତା ନାହିଁ। ଆପଣଙ୍କୁ ଅଧିକ ଟଙ୍କାର ନିବେଶ କରିବାର ମଧ୍ୟ ନାହିଁ। ତେବେ ଆପଣମାନଙ୍କୁ କେବଳ ଏହି କାମ ଆରମ୍ଭ କରିବାର ରହିଛି। ଯାହା ଆପଣମାନଙ୍କୁ ପରେ ପୁଣି ବହୁତ ଲାଭ ଦେବ। ଜଣାଇଦେଉଛୁକି କେଉଁ ବି ଫାର୍ମାସୀ ବିଜନେସ ପାଇଁ ଡ୍ରଗ୍ ଲାଇସେନ୍ସ ନେବା ଆବଶ୍ୟକ ହୋଇଥାଏ, ଯାହା ସହଜରେ ସମସ୍ତଙ୍କୁ ମିଳିନଥାଏ, କିନ୍ତୁ ଯଦି ଆପଣ ଟାଟାର ଏହି ପ୍ରୋଜେକ୍ଟ ସହ ଯୋଡି ହୁଅନ୍ତି ତେବେ ଆପଣଙ୍କୁ ମେଡିକାଲ୍ ସପ୍ ଖୋଲିବାରେ କୈଣସି ପ୍ରକାର ଅସୁବିଧା ହେବ ନାହିଁ, ବାସ୍ତବରେ ଏହା ସମ୍ପୂର୍ଣ ଭାବରେ ଏଫିଲେଟେଡ୍ ପ୍ରୋଗ୍ରାମ୍ ଅଟେ।
ଏମିତିରେ ଯେତେ କଷ୍ଟମର1 ଏମଜି ସହିତ ଯୋଡି ହେବେ ଆପଣ ସେତିକି ପଇସା ଆୟ ପାରିବେ। ତେବେ ଏଠାରେ ପ୍ରଶ୍ନ ଆସୁଛିକି ଆପଣମାନଙ୍କୁ ଏଠାରେ କେତେ ଟଙ୍କାର ନିବେଶ କରିବାକୁ ପଡିବ। ଏହି ୧୦ ଟଙ୍କା ନିବେଶବଦଳରେ ଆପଣମାନଙ୍କୁ ବ୍ଲଡପ୍ରେସର ଚେକ କରିବାପାଇଁ ଏକ ମେସିନ, ସୁଗର ମେସିନ ଓ ୫୦୦ ଭିଜିଟିଙ୍ଗ୍ କାର୍ଡସ୍ ଦିଆଯିବ। ଏହି ପାର୍ଟନର ପୋଗ୍ରାମରେ ଆପଣ ମାନେ ୧୦୦ ଲୋକ ମାନଙ୍କୁ ଯୋଡି ପାରିଲେ ନିଶ୍ଚିତ ଭାବରେ ଆପଣ ମାନଙ୍କୁ ଲକ୍ଷେ ଟଙ୍କା ଲାଭ ମିଳିବ।