୨୪ ଘଣ୍ଟା ଯାକ ଏହି ପିଲାକୁ ଜଗିକି ରହିଥାନ୍ତି କୋବ୍ରା ସାପ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

୧:- ପ୍ରଥମ ଭିଡିଓ ରେ ଜଣେ ଛୋଟିଆ ଶିଶୁ ବହୁତ ଗୁଡିଏ ମାଙ୍କଡ଼ ମାନଙ୍କ ମଧ୍ୟରେ ଖେଳୁଛି ଏବଂ ତାଙ୍କୁ ଖାଇବାକୁ ମଧ୍ୟ ଦେଉଛି। ତେବେ ଏହି ବନ୍ଧୁତା ବହୁତ ଅଲଗା ଏହି ଚାରି ପାଞ୍ଚ ବର୍ଷ ର ଶିଶୁ ଟି ହେଉଛି କର୍ଣ୍ଣାଟକ ଜିଲ୍ଲା ର ଗୋଟିଏ ଗାଁ ର ତେବେ ଶିଶୁ ଟି ଛଅ ମାସ ଥିବା ବେଳରୁ ହିଁ ସେମାନଙ୍କ ଭିତରେ ବନ୍ଧୁତା ରହିଛି। ପ୍ରତିଦିନ ସକାଳ ୬ ଟା ରୁ ଆସି ଯାଇଛନ୍ତି ଏବଂ ପିଲାଟି ମଧ୍ୟ ତାଙ୍କ ସହ ମିଶି ଖାଇବାକୁ ଏବଂ ଖେଳିବାକୁ ଲାଗିପଡ଼େ ତେବେ ଏହି ବନ୍ଧୁତା କିପରି ଲାଗିଲା ଆପଣଙ୍କୁ।

୨:- ଦ୍ଵିତୀୟ ଭିଡିଓ ରେ ଜଣେ ମନୁଷ୍ୟ ଏବଂ ବାଘର ବନ୍ଧୁତା। ତେବେ ଏହା ଶୁଣିବାକୁ ବହୁତ ଭୟାନକ ଲାଗୁଥିବ ନିଶ୍ଚିତ ତେବେ ଏହି ଭିଡିଓ ରେ ଆପଣ ଜଣେ ବ୍ୟକ୍ତି ଙ୍କୁ ଦେଖୁଥିବେ ସେ ବାଘ ମାନଙ୍କ ସହ ସୁଇମିଙ୍ଗ ଫୁଲ ଗାଧେଉଛନ୍ତି ଖେଳୁଛନ୍ତି ତେବେ ଏହି ବ୍ୟକ୍ତି ଟି ହେଉଛି ବାଘ ମାନଙ୍କ ର ଟ୍ରେନର ଏବଂ ସେ ବାଘ ମାନଙ୍କ ସହ ବହୁତ ଭଲ ବନ୍ଧୁତା କରି ରଖିଛି।

୩:- ତୃତୀୟ ଭିଡିଓ ରେ ଜଣେ ଛୋଟିଆ ପୁଅ ତାର ସାଙ୍ଗ ମାନଙ୍କ ସହ ଖେଳେ ଏବଂ ପଢେ ମଧ୍ୟ ତେବେ ସେ ପୁଅ ଟି ହେଉଛି ସାଲିବ ଏବଂ ତାର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ବିଷଧର ସାପ ମାନେ ତେବେ ସେହି ସାପ ମାନେ ଯେତେବେଳେ ସେ ପାଠ ପଢୁଥାଏ ସେତେବେଳେ ତାର ଦେଖଣା ବେକ୍ଷଣ କରିଥାନ୍ତି ଏବଂ କେହି ଯେଭଳି ଅସୁବିଧା ନ କରି ପାରନ୍ତି ତାହାର ମଧ୍ୟ ଧ୍ୟାନ ଦେଇ ଥାଆନ୍ତି।

୪:- ଚତୁର୍ଥ ରେ ଗୋଟିଏ ପୋଖରୀ ରେ ଜଣେ ହାତୀ ର ମାଲିକ ପହଁରୁ ଥିଲା କିନ୍ତୁ ସେତେବେଳେ ଗୋଟିଏ ଛୋଟ ହାତୀ କୁ ଲାଗିଲା କି ତା ମାଲିକ ବୁଡି ଯାଉଛନ୍ତି ସେଥିପାଇଁ ସେ ତାକୁ ବଞ୍ଚାଇବା ପାଇଁ ଆଗକୁ ବଢି ଚାଲିଲା ଏବଂ ତାକୁ କୁଳ କୁ ଟାଣି ଆଣିଲା।

୫:- ପଞ୍ଚମ ଭିଡିଓ ରେ ତୁର୍କୀ ର ଜଣେ ବ୍ୟକ୍ତି ଡାକି ଏବଂ ତାଙ୍କ ବନ୍ଧୁ ହଂସ ର। ତେବେ ୩୭ ବର୍ଷ ପୂର୍ବେ ଡାକି ଏକ ଘାୟଲ ହଂସ କୁ ଦେଖିଲେ ଯିଏ ନିଜର ପର ହରାଇ ବସିଥିଲା ତେବେ ସେ ତାକୁ ନିଜ ଘରକୁ ନେଇ ଆସିଲେ ଏବଂ ତାର ଯତ୍ନ ନେଲେ ଏବଂ ଧୀରେ ଧୀରେ ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ ଗଢି ଉଠିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ଏକାଠି ହୋଇ

Leave a Reply

Your email address will not be published. Required fields are marked *