ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦିଙ୍କ ଭିଡ଼ିଓ………

ବନ୍ଧୁଗଣ ବର୍ତ୍ତମାନ ସମୟରେ ସମାଜରେ କିଛି ନା କିଛି ତଥ୍ୟ ସବୁ ଶୁଣିବ ପାଇଁ ମିଳେ। ସମାଜରେ ବେଳେବେଳେ ଏମିତି କିଛି ଭିଡ଼ିଓ ସବୁ ଦେଖିବାକୁ ମିଳେ। ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ପୂର୍ବେ ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାମାନଙ୍କୁ ପାଠ ପଢେଇବା ସମୟରେ ବେତରେ ପାହାର ଏବଂ କୌଣସି ନା କୌଣସି ସାହାଯ୍ୟରେ ପିଲାମାନଙ୍କୁ ଶାସନ କରି ପାଠ ପଢାଉଥିଲେ। ଏଥିରେ ପିଲାମାନେ ମଧ୍ୟ ବହୁତ ଭଲ ପାଠ ପଢୁଥିଲେ।

ବର୍ତ୍ତମାନ ସମୟରେ ପିଲାମାନଙ୍କୁ ଭିନ୍ନ ଭିନ୍ନ ଶୈଳିରେ ପାଠ ପଢେଇବା ପାଇଁ ପଡିଥାଏ। ଏଭଳି ଖବର ସବୁ ଟିଭି , ସମ୍ବାଦ ଓ ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଯାହାକୁ ଶୁଣିବ ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ହେଲା ଅଙ୍ଗନୱାନୀ ଦିଦି ପିଲାମାନଙ୍କୁ ନାଚ ଓ ଗୀତ ଶିଖାଇ ପଢିବାର ସୂଚନା ମିଳିଛି।

ଏଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି। ଯାହାକୁ ଆପଣମାନେ ଶୁଣିବା ମାତ୍ରେ ହସି ହସି ଗଡି ଯିବେ। ତେବେ ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ଖବର ବିଷୟରେ। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ତିଗିଡି ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆଜି କାଲି ଯୁଗର ପିଲାମାନେ ପାଠ ପ୍ରତି ଆଗ୍ରହ ହେଉନାହାନ୍ତି କି ପାଠ ପଢିବାକୁ ଚେଷ୍ଟା ମଧ୍ୟ କରୁନାହାଁନ୍ତି। ଯେମିତି ସେମାନଙ୍କୁ ପାଠ ପଢିବାକୁ ଡର ଲାଗିଥାଏ। ସବୁ ବେଳେ ଖେଳ କୁଦରେ ନିଜର ମନକୁ ନିବେଶ କରିଥାନ୍ତି। ସେଥିପାଇଁ ପାଠ ପଢିବାର ଭିନ୍ନ ଭିନ୍ନ ପନ୍ଥାକୁ ସବୁ ବାଛିବାକୁ ପଡେ।

ଜଣେ ଅଙ୍ଗନୱାଡୀ ଦିଦି ପିଲାମାନନକୁ ପାଠ ପଢେଇବା ପାଇଁ ମାଡ ନ ମାରି ନାଚ ଓ ଗୀତ ଶିଖାଇ ପଢାଉ ଥିବାର ଦେଖିବାକୁ ମିଳିଛି। ଯାହା ଦ୍ୱାରା ପିଲାମାନେ ମଧ୍ୟ ଅତି ଆଗ୍ରହର ସହ ଏହି ଭଳି ଭାବରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତାଙ୍କ ପରିବାର ଲୋକମାନେ ମଧ୍ୟ ଏଭଳି କଥା ଶୁଣି ବହୁତ ଖୁସି ହେବା ସହିତ ଅଙ୍ଗନ ବାଡି କର୍ମୀଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *