ACF ସୌମ୍ୟ, ସୁଶାନ୍ତ ଆଉ ସୌମ୍ୟ ! ପତ୍ନୀ, ପ୍ରେୟସୀ ଓ ପ୍ରେମିକା ହିଁ ସାଜିଲେ ନୀରବ ହତ୍ୟାକାରୀ!

ଆମେ ସମସ୍ତେ ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ଜାଣିଛୁ। ତେବେ ଏହି ଘଟଣାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁନାହିଁ। ଅନେକ ଦିନଧରି ଚର୍ଚ୍ଚାରେ ରହିବା ପରେ ମଧ୍ୟ ଏହି ଘଟଣାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରିନାହିଁ। ଯାହା ଫଳରେ ଏହି ଘଟଣାକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ମଧ୍ୟ ହୋଇଥାଏ। ଏହା ସହ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ମାମଲାର ମଧ୍ୟ ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ।

ଏହି ସମସ୍ତ ଘଟଣା ପରେ ବର୍ତ୍ତମାନ ଆଉ ଏକ ନୂତନ ଘଟଣା ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଆତ୍ମହତ୍ୟା କରିଥିବା ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କର ସମ୍ପର୍କରେ ଆମେ ସମସ୍ତେ ନିଶ୍ଚୟ ଭାବରେ ଜାଣିଛୁ। ତେବେ ସେ ଆତ୍ମହତ୍ୟା କରିବା ପରେ ବର୍ତ୍ତମାନ ପୂର୍ବରୁ ଏହିଭଳି ଆତ୍ମହତ୍ୟା କରିଥିବା ସମସ୍ତଙ୍କର କଥା ସାମ୍ନାକୁ ଆସିବାରେ ଲାଗିଛି।

ପୂର୍ବରୁ ୧୪ ଜୁନ ୨୦୨୧ ମସିହାରେ ସୁଶାନ୍ତ ମଧ୍ୟ ଆତ୍ମହତ୍ୟା କରିଥିଲେ। ଏହା ପରେ ତାଙ୍କର ବାନ୍ଧବୀ ରିହା ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସିଥିଲା। ଏପରି କୁହାଯାଇଥିଲାକି ତାଙ୍କର ସହ ତାଙ୍କର କୌଣସି କାରଣରୁ କଳହ ହୋଇଥିଲା। ଯାହା ଫଳରେ ବହୁତ ଅଧିକ ମାନସିକ ଚାପରେ ରହିବା ପରେ ଶେଷରେ ସେ ଆତ୍ମହତ୍ୟା କରି ଦେଇଥିଲେ ବୋଲି କୁହାଯାଉଛି।

https://youtu.be/4KwrlvB1JEw

ତେବେ ଏହି ସମସ୍ତ ଘଟଣା ପରେ ବର୍ତ୍ତମାନ ସୌମ୍ୟରଞ୍ଜନ ପାଣିଗ୍ରାହୀ ମଧ୍ୟ ସେମିତି ଭାବରେ ନିଜର ପ୍ରେମିକାଙ୍କ ସହ ହୋଇଥିବା କଳହ ପାଇଁ ସେ ମଧ୍ୟ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଆତ୍ମହତ୍ୟା କରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ପ୍ରେମିକା ସୋନାଲିକୁ ପଚରା ଉଚରା କରାଯାଇ ନାହିଁ।

ଏହା ସହ ଏସିଏଫଓ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ସମୟରେ ମଧ୍ୟ ତାଙ୍କର ପତ୍ନୀ ବିଦ୍ୟା ଭାରତୀ ସନ୍ଦେହ ଘେରକୁ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ।ଯାହା ଫଳରେ ବର୍ତ୍ତମାନ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ବର୍ତ୍ତମାନ ଅନେକ ଲୋକ ଅନେକ ପ୍ରକାର ପ୍ରଶ୍ନ ସବୁ ଉଠାଇଛନ୍ତି।

ଏହା ସହ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ ଚର୍ଚା ମଧ୍ୟ ହେଉଅଛି।ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଅନେକ ଲୋକ କରିଛନ୍ତିକି ଏହି ଦୁଇଟି ଘଟଣାରେ ସେମାନଙ୍କର ପରିବାରକୁ ନ୍ୟାୟ ମିଳିପାରିନଥିଲା। ଏହାସହ ବର୍ତ୍ତମାନ ଯେପରି ଭାବରେ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କର ଆତ୍ମହତ୍ୟା କରିଛନ୍ତି ତାଙ୍କର ପରିବାରକୁ ମଧ୍ୟ ନ୍ୟାୟ ମିଳି ପାରିବ କି ନାହିଁ ବର୍ତ୍ତମାନ ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ କରିଛନ୍ତି।

ଏହାସହ ବର୍ତ୍ତମାନ ତାଙ୍କର ପରିବାର ଲୋକ ମଧ୍ୟ ସୋନାଲିଙ୍କ ଉପରେ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି। ସୌମ୍ୟରଞ୍ଜନ ପାଣିଗ୍ରାହୀ ମଧ୍ୟ ନିଜର ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିରେ ଏହା ସମ୍ପର୍କରେ କହିଛନ୍ତିକି ସୋନାଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ। ତାଙ୍କୁ ନ୍ୟାୟ ମିଳିପାରିବ କି ନାହିଁ ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *