ନିଆଁରେ ଜଳୁଥିଲା ଟ୍ରକ, ଆଶା ଛାଡିଦେଲା ଡ୍ରାଇଭର, ତା’ପରେ ହିରୋ କଲେ ଏଣ୍ଟ୍ରି ,ଆଉ ତା ପରେ ଏମିତି ଭାବରେ ଟ୍ରକକୁ ରକ୍ଷା କଲେ,ଜାଣନ୍ତୁ ପୁରା ଘଟଣା

କେରଳର କୋଡିନଚେରୀ ଅଞ୍ଚଳର ଏହି ଘଟଣା ଆପଣଙ୍କୁ ଆଚମ୍ବିତ କରିଦେବ | ରବିବାରର ଏହି ଘଟଣାର ଭିଡିଓ ଆଶ୍ଚର୍ଯ୍ୟ କରେଇଦେବ, ଏଥି ସହିତ ସେ ଏହି କଥାର ମଧ୍ୟ ଭାରସା ଦେଇଥାଏ ଯଦି ଅସୁବିଧା ସମୟରେ ନିଜ ମୁଣ୍ଡଙ୍କୁ କଣ୍ଟ୍ରୋଲରେ ରଖାଯାଏ, ତେବେ ଅସୁବିଧା ସହ ଲଢେଇ କରିହେବ |

ଟ୍ରକ୍ ର ମାଲ୍ ରେ ଲାଗିଗଲା ନିଆଁ :-

ରବିବାର ଦ୍ବିପହର 12.30 ସମୟରେ କେରଳର ବାୟନାଡ଼ ରୁ ଏକ ଟ୍ରକ୍ ଯେତେବେଳେ ନଡ଼ା ନେଇ ଯାଉଥିଲା, ସେତେବେଳେ ଟ୍ରକଟି ଏକ ଇଲେକ୍ଟ୍ରି ତାରର ସଂସ୍ପର୍ଶରେ ଆସିଗଲା ଯେଉଁଥିରେ କି ଟ୍ରକରେ ଥିବା ନଡାରେ ନିଆଁ ଲାଗିଗଲା | ଡ୍ରାଇଭର ଏଭଳି ପରିସ୍ଥିତି ଦେଖିକରି ଡରିଗଲା ଆଉ ଗାଡିକୁ ଜଳୁଥିବା ଆବସ୍ଥାରେ ରାସ୍ତା ଉପରେ ଛାଡ଼ିଦେଇ ନିଜେ ଗାଡ଼ିରୁ ଡେଇଁ ପଡି ନିଜ ଜୀବନ ବଞ୍ଜାଇଁଲା | ଡ୍ରାଇଭର ମାନିନେଇଥିଲା ଯେ ତା ଗାଡିକୁ ଆଉ କେହିବି ରକ୍ଷା କରିପାରିବେନି |

ଏମିତି ଏଣ୍ଟ୍ରି କଲେ ହିରୋ :-

କିନ୍ତୁ ସେହି ସମୟରେ ସ୍ଥାନୀୟ ବାସିନ୍ଦା ସାଜି ବାଗ୍ରେସ୍ ଙ୍କ ଏଣ୍ଟ୍ରି ଗୋଟେ ହିରୋ ପରି ହୋଇଥିଲା | ବାଗ୍ରେସ୍ ଙ୍କୁ ଏହି କଥାର ଅନୁମାନ ଥିଲା ଯେ ଯଦି ଟ୍ରକଟିକୁ ରାସ୍ତାରେ ଛାଡି ଦିଆଯାଏ ତାହାଲେ ବେଶି କ୍ଷତି ହେବ, ଜଳୁଥିବା ଟ୍ରକରେ ଧମାକା ମଧ୍ୟ ହୋଇଯାଇପାରେ | ବାଗ୍ରେସ୍ ତୁରନ୍ତ ଷ୍ଟିଅରିଂକୁ ସମ୍ଭାଳିଲେ ଆଉ ଟ୍ରକକୁ ଚଲେଇ ପାଖରେ ଥିବା ଗୋଟେ ଖୋଲା ସ୍ଥାନକୁ ନେଇଗଲେ | ସେ ସେହି ସ୍ଥାନରେ ଟ୍ରକକୁ ସେତେବେଯାଏ ଜିଗ୍-ଜାଗ୍ କରି ବୁଲେଇଲେ, ଯେବେଯାଏ କି ଜଳୁଥିବା ନଡାର ଅଧିକାଂଶ ଏଣେ ତେଣେ ନ ପଡିବ ଯାଏ |

ଭାଇରାଲ ହେଉଛି ଭିଡିଓ :-

ନିଜ ସାହସ ବଳରେ ବାଗ୍ରେସ୍ ନା ଖାଲି ଟ୍ରକ କୁ ବଞ୍ଜେଇଲେ ବରଂ କୌଣସି ପ୍ରକାରର କ୍ଷତି ମଧ୍ୟ ହେଲା ନାହିଁ | ତା’ପରେ ଘଟଣା ସ୍ଥଳରେ ଦମକଳ ପହଞ୍ଜି ପୁରା ସ୍ଥିତିକୁ ସମ୍ଭାଳି ନେଲ | ଯେତେବେଳେ ଏ ସବୁ ହଉଥିଲା ସେତେବେଳେ ଏହାକୁ ଦେଖୁଥିବା ଲୋକ ଏହି ଘଟଣାର ପୁରା ଭିଡିଓ ମଧ୍ୟ ବାନେଇଥିଲେ ଯାହା ଏବେ ଭାଇରାଲ ହେଉଛି |

Leave a Reply

Your email address will not be published. Required fields are marked *