ଗୋଟେ ଭୁଲ୍ ରେ ୨,୯୭,୫୧,୦୦,୦୦,୦୦୦ ଟଙ୍କା ବର୍ବାଦ୍ | ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । ସମସ୍ତେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ତେଣୁ ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ ।

ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଳିଆ ଭିଡିଓ ମଧ୍ୟ ଏକ କ୍ୟାମେରା ସାହାଯ୍ୟ ରେ ରେକର୍ଡ ହୋଇଥାଏ ।

ସେହିପରି ସୋସିଆଲ ମିଡିଆରେ ଅନେକ ଭିଡିଓ ଭିତରୁ ଗୋଟିଏ ଭିଡିଓ ଆସିଚି ଯେ କିଛି ନେତା ଲୋକଙ୍କ ପାଇଁ ଅନେକ ପଇସା ନଷ୍ଟ ହୋଇଯାଇଛି । ଯେପରି କି ଏହି ଭିଡିଓ ରେ ରହିଛି କିଛି କାରନାମା । ଆମେରିକା ରେ ନ୍ୟୁକ୍ଲିଅର ପାୱାର ପଏଣ୍ଟ ର ବର୍ଜ୍ୟବସ୍ତୁ ଯଦି ଠିକ୍ ଭାବେ ରଖା ନ ଯାଏ , ସହର ପାଇଁ ତାହା ଖରାପ ହୋଇଥାଏ । ତେବେ ୨୦୦୨ ମସିହା ଆମେରିକା ର ନିବଡା ରାଜ୍ୟ ରେ ଏକ ଟାନେଲ ଖୋଳି ରଖିବା ବ୍ୟବସ୍ଥା ହୋଇଥିଲା ।

କିନ୍ତୁ ସେଠାକାର ସ୍ଥାନୀୟ ବାସିନ୍ଦା ଏହି ପ୍ଲାନ୍ କୁ ରୋକିଥିଲେ । ତେବେ ସେଠାକାର ପୁ. ରାଷ୍ଟ୍ରପତି ଓବାମା ନିଷ୍ପତ୍ତି ନେଲେ ଯେ ଏହି ପ୍ଲାନ୍ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଯାହା ଫଳରେ ୧ ଲକ୍ଷ୍ୟ ୨୬ ହଜାର ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ପଇସା ସବୁ ପାଣି ରେ ପଡ଼ିଗଲା । ତେବେ ସ୍ପେନ ରେ ମଧ୍ୟ ଏହିପରି ଏକ ଏୟାରପୋର୍ଟ ଅନେକ ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିଲା ।

ମାତ୍ର ସହର ଠୁ ୩୦୦ କିମି ଦୂର ହେବାରୁ ସବୁ ପାସେଞ୍ଜର ଏହାକୁ ବ୍ୟବହାର କରିବାକୁ ନାରାଜ ହେଲେ । ଯାହା ଫଳରେ ମାତ୍ର ୨ ବର୍ଷ ଭିତରେ ଏହା ଶୁନଶାନ୍ ହୋଇଗଲା । ଯାହା ଫଳରେ ଏତେ ପଇସା ସବୁ ବର୍ବାଦ ହୋଇଗଲା । ତେବେ ଅନେକ ବର୍ଷ ପରେ ଶହେ କୋଡ଼ିଏ କୋଟି ଟଙ୍କା ଖର୍ଚ୍ଚ ରେ ତିଆରି ହୋଇଥିବା ଏହି ଏୟାରପୋର୍ଟ ମାତ୍ର ୯ ଲକ୍ଷ୍ୟ ଟଙ୍କା ରେ ନିଲାମ କରାଗଲା ।

ସେହିପରି ଆମେରିକା ରେ ଦୁଇଟି ଆର୍ମି ର ବେସ୍ କ୍ୟାମ୍ପ କୁ ମିଶାଇବା ପାଇଁ ସେଠାକାର ପାହାଡ଼ ର ପ୍ରାକୃତିକ ଶୋଭା କୁ ନଷ୍ଟ କରା ଯାଇ ତଥା ଅନେକ ଘର ନଷ୍ଟ କରି ଏକ ହାଇ ୱେ ନିର୍ମାଣ ହୋଇଛି ଯାହା ୯ ହଜାର ୬ ଶହ ୧୩ କୋଟି ଖର୍ଚ୍ଚ ରେ । କିନ୍ତୁ ସ୍ଥାନୀୟ ବାସିନ୍ଦା ରାଗି ଯାଇ ଏହାକୁ ବ୍ୟବହାର କରୁନାହାଁନ୍ତି । ସେହିପରି ମିଆମାର ରେ ଏକ ସହର ରହିଛି ଯାହାକୁ ଭୂତିଲା ସହର ର ଆଖ୍ୟା ଦିଆଯାଇଛି । କାରଣ ସେଠାରେ ସୌନ୍ଦର୍ଯ୍ୟ ଯୁକ୍ତ ସବୁ କିଛି ଥାଇ ମଧ୍ୟ ଲୋକମାନେ ରହୁନାହାନ୍ତି ।

Leave a Reply

Your email address will not be published. Required fields are marked *