ସମସ୍ତେ କୁକୁରକୁ ଖୋଜୁଥିଲେ କିନ୍ତୁ CCTV ରେ ଯାହା ଦେଖାଗଲା ସମସ୍ତଙ୍କ ହୋସ୍ ଉଡିଗଲା | ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚାଜ୍ୟ କରିବା ସହିତ ଆମକୁ ହସିବାକୁ ବାଧ୍ୟ କରିଥାଏ। ଲୋକ ବେଳେ ବେଳେ ଏମିତି କାର୍ଯ୍ୟ କରି ବସନ୍ତି ଯାହା ମଣିଷ କଳ୍ପନା ର ବାହାରେ ହେଇଥାଏ। ଆସନ୍ତୁ ଆଜି ସେହି ପରି କିଛି ଘଟଣା ବିଷୟରେ ଶୁଣିବା ଯାହା ଆପଣଙ୍କୁ ହସିବାକୁ ବାଧ୍ୟ କରିଦେବ ।ତେବେ ଆସନ୍ତୁ ଜାଣିବା ସେହିପରି କିଛି ଆସଚାଯ୍ୟ କର ଘଟଣା ।

ଏକ ଜଙ୍ଗଲ ପାଖରେ ଗୋଟେ ହାତୀ ହଠାତ୍ ଜଣେ ବ୍ୟକ୍ତିଙ୍କ ଜାଗାକୁ ପଶି ଯାଇଥିଲା । ଯାହା ଫଳରେ ସେଠାକାର ଲୋକୋମାନେ ତାକୁ ଗୁଡ଼ାଇବାକୁ ଚେଷ୍ଟା କରୁଥିଲେ ଓ ଗୋଟେ ବାଢ଼ିରେ ପିଟିଦେଲେ ଏହାପରେ ହାତୀ ଏହାକୁ ସହି ନପାରି ହାତୀ ତାଙ୍କୁ ଉଲୋଟା ଗାଧଇବାକୁ ଲାଗିଲା । ଜୀବନ ଯାଉ ଯାଉ ସେ ବଞ୍ଚିଗଲେ। ଭିୟେଟ ନାମରେ ଜଣଙ୍କ ଘରେ ଗୋଟେ କୁକୁର ଥିଲା ଯିଏ କି ରାତିରେ ବୁଲୁଥିଲା

ଠିକ୍ ଏହି ସମୟରେ ସେହି ଘରର ଗେଟ ଭିତରକୁ ହଠାତ୍ ଗୋଟେ ବାଘ ପଶି ଆସିଲା ଓ କୁକୁରଟି ଡର ରେ ଦୌଢି ଯାଇ ଘର ଭିତରେ ପଶିଗଲା ଯାହା ଫଳ ରେ ତା ପରେ ଜୀବନ ବଞ୍ଚିଗଲା ଆଉ ଏହି ସବୁ ଘଟଣା ସେ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରେ କୟେଦ ଯାଇଥିଲା ।

ସେହିପରି ଆଉ ଏକ ଘଟଣା ରେ ଫ୍ଲାରିଡା ର ଜଣେ ମହିଳା ତାଙ୍କ କୁକୁରକୁ ନେଇ ବାହାରକୁ ବୁଲି ବାକୁ ଯାଇଥିଲେ। ସେ ଦେଖିବାକୁ ପାଇଲେ କି ତାଙ୍କ କୁକୁରଟି ପାଟି ରେ ଗୋଟେ ଗୁଣ୍ଡୁଚି ମୂଷା କୁ ଧରିଛି ଯାହା ଦେଖିବା ପରେ ସେ କୁକୁରକୁ ତାକୁ ଛାଡିବାକୁ କହିଲେ ହେଲେ କୁକୁର ଟି ରାଗିଯାଇ ସେ ଗୁଣ୍ଡୁଚି ମୂଷାକୁ ସେହି ମହିଳାଙ୍କ ଉପରକୁ ଝାଟି ଦେଲା ଯାହା ଫଳରେ ସେହି ଗୁଣ୍ଡୁଚି ମୂଷା ର ଜୀବନ ବଞ୍ଚିଗଲା ।

Leave a Reply

Your email address will not be published. Required fields are marked *