ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଚୁକ୍ତି: ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବାପାଇଁ ପତ୍ନୀକୁ ମିଳିବ ସମ୍ପୂର୍ଣ୍ଣ ସ୍ବାଧୀନତା, କିନ୍ତୁ ସ୍ୱାମୀ ପାଇଁ ଏହା ବ୍ୟାନ ! ଜାଣନ୍ତୁ ସ୍ୱାମୀ ସ୍ତ୍ରୀର ଚୁକ୍ତି ବିଷୟରେ !

ଏକ ଦମ୍ପତି ନିଜ ସେକ୍ସ ଲାଇଫକୁ ନେଇ ପରସ୍ପର ମଧ୍ୟରେ ଏକ ବଡ ଚୁକ୍ତି କରିଛନ୍ତି। ଏହି ସ୍ୱାମୀ ଏବଂ ସ୍ତ୍ରୀ ବୃତ୍ତି ଅନୁଯାୟୀ ଓକିଲ ଅଟନ୍ତି ଏବଂ ଉଭୟ ପ୍ରାୟ ଏକ ବର୍ଷ ଧରି ବିବାହ କରିଛନ୍ତି। ଉଭୟ ସ୍ୱାଧୀନ ଭାବରେ କାମ କରନ୍ତି ଏବଂ ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ସମସ୍ୟା ଦେଖାଦେଇଥିଲା। ଏହା ପରେ ଦମ୍ପତି ସେମାନଙ୍କର ଦୈନଦିନ ସମସ୍ୟାର ସମାଧାନ ପାଇଁ ଏକ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ

ଚୁକ୍ତିନାମା ଅନୁଯାୟୀ ପତ୍ନୀ ବର୍ତ୍ତମାନ ପରିବାର ସହିତ ଜଡିତ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ସ୍ୱୟଂ ନେବେ। ଚୁକ୍ତିନାମା ଅନୁଯାୟୀ ପତ୍ନୀ ବର୍ତ୍ତମାନ ଘରର ବେଡ଼ ରୁମର ଇନଚାର୍ଜ ଅଟନ୍ତି।

ସ୍ତ୍ରୀ ପ୍ରଧାନ ଘର ନିର୍ମାଣ କରିବାର ଚୁକ୍ତି।

ସାଧାରଣତଃ ପୁରୁଷମାନେ ସମାଜରେ ଘରର ମୁଖ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଏହି ଦମ୍ପତି ଏହାର ବିପରୀତ ଚେଷ୍ଟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତି ପରେ ତାଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଛି ବୋଲି ଏନି କହିଛନ୍ତି। ଏହାପୂର୍ବରୁ ସମ୍ପର୍କର ପାୱାର ଉପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।

ସ୍ୱାମୀ ନିଜେ ବ୍ୟାକସିଟକୁ ବାଛିଲେ।

ଏନି କହିଛନ୍ତି ଯେ ସ୍ୱାମୀ ନିଜେ କହିଥିଲେ ସେ ସଂପର୍କରେ ବ୍ୟାକ୍ ସିଟ୍ ରେ ରହିବାକୁ ଚାହୁଁଛନ୍ତି। ଏନି କହିଛନ୍ତି ଯେ ସେ ଏହା ପୂର୍ବରୁ ସେ କୌଣସି ପରିବାର ଉପରେ ଏପରି ଶୁଣି ନଥିଲେ କିନ୍ତୁ ଯେତେବେଳେ ସ୍ୱାମୀ ନିଜେ ଏହି ଅଫର୍ ଦେଇଥିଲେ ସେତେବେଳେ ସେ ଏହାକୁ ପସନ୍ଦ କରିଥିଲେ।

ପତ୍ନୀକୁ ସେକ୍ସର ସ୍ବାଧୀନତା।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ତ୍ରୀ ଅନ୍ୟ କୌଣସି ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିପାରିବେ ବୋଲି ସ୍ବାଧୀନତା ମିଳିଛି। କିନ୍ତୁ ସ୍ୱାମୀଙ୍କୁ ଏପରି ସ୍ୱାଧୀନତା ମିଳିନାହିଁ। ଅର୍ଥାତ ଅନ୍ୟ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବାକୁ ସ୍ୱାମୀଙ୍କୁ ସ୍ବାଧୀନତା ମିଳିନାହିଁ

ଏନି ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସ୍ୱାମୀ ଖାଦ୍ୟ ରାନ୍ଧିବା ସହିତ ପୋଷାକ ସଫା କରିବା କାମ କରନ୍ତି। ଏଥି ସହିତ ଏନି କହିଛନ୍ତି ଯେ ସେ ବର୍ତ୍ତମାନ ଏମପାୱାର ଅନୁଭବ କରୁଛନ୍ତି ଏବଂ ପରିବାରର ପାଇଁ ସେ ନିଜେ ଯେକୌଣସି ନିଷ୍ପତ୍ତି ନେଇପାରିବେ। ଅବଶ୍ୟ ପ୍ରାରମ୍ଭରୁ କିଛି ନିଷ୍ପତ୍ତିଗୁଡ଼ିକ ପ୍ରଥମେ ସ୍ୱାମୀଙ୍କ ବିରୁଦ୍ଧରେ ଆସିପାରେ।

Leave a Reply

Your email address will not be published. Required fields are marked *