ମୃତ୍ୟୁ ପରେ ଆମେ ନଣ୍ଡା କାହିଁକି ହୋଇଥାଉ, ଜାଣନ୍ତୁ ଏହା ପଛରେ ଥିବା ଅସଲ ରହସ୍ୟ…….

ସାଙ୍ଗମାନେ ଆମ ହିନ୍ଦୁ ଧର୍ମରେ ପୁନର୍ଜନ୍ମ ବିଷୟରେ ଅନେକ ଅତୁଟ ବିଶ୍ୱାସ ରଖିଥାନ୍ତି। ଏଥିପାଇଁ ମରିବା ପରେ ମୃତକଙ୍କର ଆତ୍ମାକୁ ମୁକ୍ତି ଓ ଶାନ୍ତି ଦେବା ପାଇଁ ଅନେକ ପ୍ରକାର କର୍ମ କରାଯାଇଥାଏ। ହିନ୍ଦୁ ଧର୍ମରେ ଯେତେବେଳେ ଯାହାର ମୃତ୍ୟୁ ହୋଇଯାଏ ତାଙ୍କର ପରିଜନମାନେ ଲଣ୍ଡା ହୋଇଥାନ୍ତି। କିନ୍ତୁ ଆପଣମାନେ କେବେ ଏହା ବିଷୟରେ ଚିନ୍ତା କରିଛନ୍ତିକି। ହିନ୍ଦୁ ଧର୍ମରେ ଗରୁଡ଼ ପୂରଣ ଏକ ଏମିତି ପୁରାଣ ଅଟେ। ଯେଉଁଥିରେ ମୃତ୍ୟୁ ଉପରେ ଗମ୍ଭୀରତାର ସହିତ ଆଲୋଚନା କରାଯାଇଛି।

ଏଥିରେ ଆତ୍ମାର ପରଲୋକ ଗମନର ବ୍ୟାଖ୍ୟା ମିଳିଥାଏ। ଏହି ପୁରାଣ ଅନୁସାରେ ନୀତି ଓ ନିୟମ ଅନୁସାରେ ହୋଇଥିବା କାର୍ଯ୍ୟ ହିଁ ଆମର ଆତ୍ମାକୁ ନୂଆ ଶରୀରରେ ତାଙ୍କର ପ୍ରବେଶ ଦ୍ଵାର ଖୋଲିଥାଏ ଓ ସେ ସ୍ୱର୍ଗକୁ ଯାଇଥାଏ।ଏହା ଦ୍ଵାରା ଘରର ପରିଜନ ମାନଙ୍କର ମୂଣ୍ଡନ କରିବା ମସ୍ତିଷ୍କ ଓ ମୁହଁର କେଶକୁ ବ୍ଯବହାର କରାଯାଏ। ଯଦି ସେ ପରିଜନର ମୁଣ୍ଡ ଉପରେ ଶିଖା ଥିଲେ ତାକୁ କାଟିବା ଉଚିତ ନାହିଁ।

ତେବେ ଏମିତି କାହିଁକି କରାଯାଏ। ଏହାର ପ୍ରଥମ କାରଣ ହେଲା ସ୍ବଚ୍ଛତା। ମୃତ୍ୟୁ ପରେ ଶରୀର ନଷ୍ଟ ହେବା ଧୀରେ ଧୀରେ ଆରମ୍ଭ ହୋଇଯାଏ। ଅନେକ ସମୟରେ ସାରା ଜୀବାଣୁ ଘର ହୋଇଯାଏ। ସଂପର୍କୀୟ ଓ ଘର ଲୋକ ଶ୍ମଶାନକୁ ଯିବା ପର୍ଯ୍ୟନ୍ତ ଅନେକ ଥର ପରିବାର ଲୋକ ମୃତକଙ୍କୁ ମଧ୍ୟ ଛୁଇଁ ଥାଆନ୍ତି। ଯାହା ଦ୍ଵାରା ରୋଗ ତାଙ୍କର ଦେହରୁ ଆସିପାରେ।

ଏଥିପାଇଁ ଅନ୍ତିମ ସଂସ୍କାର ପରେ ନଖ କାଟିବା ଓ ସ୍ନାନ କରିବା ପରି ପ୍ରକ୍ରିୟା ମଧ୍ୟ କରାଯାଇଥାଏ। ଯେଉଁଠି ପାଇଁ ଶରୀରକୁ ପୁନଃ ସ୍ୱଚ୍ଛ କରାଯାଇପାରେ। ଲଣ୍ଡା ହେବା ଦ୍ବାରା ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ମୁକ୍ତି ମିଳିଥାଏ। ଯେଉଁ ମହିଳାମାନେ ଶ୍ମଶାନ ଯାଆନ୍ତି ନାହିଁ ହିନ୍ଦୁ ଧର୍ମରେ ତାଙ୍କର ମୁଣ୍ଡର ପ୍ରାବଧାନ ନଥାଏ।

ଏମିତି ମନା ଯାଏଯେ କୌଣସି ଲୋକଙ୍କର ମୃତ୍ୟୁ ହେଲେ ମୁଣ୍ଡନ କରିବା ପଛରେ ଏକ ବଡ଼ କାରଣ ଅଛି। ମୃତ ବ୍ୟକ୍ତିଙ୍କର ପ୍ରତି ଶ୍ରଦ୍ଧା ଓ ସମ୍ମାନ କରିବା। ମୃତକ ନିଜର ପରିବାରକୁ ବହୁତ କିଛି କରିବା ପରେ ତାଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ ଆଦର କରିବା କେତେ ସମୟ ପାଇଁ ଅନେକ ପ୍ରକାରର ମାମଲାରେ ତାଙ୍କ ସହିତ ଛିଡା ହେବା ପରେ ତାଙ୍କୁ ଛଡାଯାଏ।

ଏହା ଦ୍ଵାରା ତାଙ୍କର ଆତ୍ମାକୁ ଏହି ନିୟମ ଅନୁସାରେ ଶାନ୍ତି ମିଳିଥାଏ। ଯେଉଁ ପ୍ରକାରର ଘରେ ଶିଶୁ ଜନ୍ମରେ ସୂଚକ ଲାଗିଥାଏ ସେହି ପ୍ରକାରର ଗରୁଡ଼ ପୂରାଣ ଅନୁଯାୟୀ କେଉଁ ସଦସ୍ୟର ମୃତ୍ୟୁ ହେବା ପରେ ସୁକ୍ତକ ମନାଯାଏ। ମୁଣ୍ଡନ କରିବା ଦ୍ୱାରା ଏହି ଅପବିତ୍ରତାରୁ ମୁକ୍ତି ମିଳିଥାଏ। ଏଥିପାଇଁ ମୃତ ବ୍ୟକ୍ତିଙ୍କର ପରିଜନଙ୍କୁ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଏହାର ପାଳନ ଭଲ ଭାବରେ କରିବାକୁ ପଡେ।

Leave a Reply

Your email address will not be published. Required fields are marked *