ପ୍ରେମିକାଙ୍କ ସହ ସାମ୍ନାକୁ ଆସିଲେ ଦୂତୀ ଚାନ୍ଦ । ପତ୍ରିକାର କଭର ପେଜ୍ ପାଇଁ ଏକାଠି ସୁଟିଂ କଲେ ଦୂତୀ-ମୋନାଲିସା,ଦେଖନ୍ତୁ ଭିଡ଼ିଓ

ଦୂତୀ ଚାନ୍ଦ ଯାହାଙ୍କୁ ସମସ୍ତେ ଖୁବ୍ ଭଲ ଭାବରେ ଜାଣିଛନ୍ତି । ଯେ କି ଆମ ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ନେଇ ଆସିଥିଲେ । ଦୌଡ଼ ରାଣୀ ଙ୍କୁ ରେକର୍ଡ କରିଥିଲେ ସେ । ହେଲେ ସେ ନିଜର ର ଆଉ କିଛି ଏମିତି ରେକର୍ଡ଼ କରି କିଛି ସମାଜ ଆଗରେ ବିବାଦ ରେ ଠିଆ ହୋଇଛନ୍ତି । ସାଧାରଣ ଜୀବନ ରେ ଆମେ ଅର୍ଥାତ୍ ଜଣେ ଝିଅ ଗୋଟିଏ ପୁଅ କୁ ହିଁ ନିଜ ଜୀବନ ସାଥି କରିଥାଏ ଓ ଗୋଟିଏ ପୁଅ ଆଉ ଗୋଟିଏ ଝିଅ କୁ

ହେଲେ ଏଇ ଭଳି ଗୋଟିଏ ଅନ୍ୟୁନ କାର୍ଯ୍ଯ କରି ସମାଜ ରେ ନୂଆ ଗୋଟିଏ କଥା ତିଆରି କରିଛନ୍ତି ଓ ବିବାଦ ଘେର କୁ ଆସିଛନ୍ତି ଦୂତୀ ଚାନ୍ଦ । ସେ ଗୋଟିଏ ଝିଅ କୁ ନିଜର ଜୀବନ ସାଥି ଅର୍ଥାତ ନିଜ ପ୍ରେମ ବୋଲି ପରିଚୟ ଦେଇଛନ୍ତି । ଦୂତୀ ମଧ୍ୟ କହିଛନ୍ତି ଜୀବନ ସାରା ସେ ନିଜର ଝିଅ ବାନ୍ଧବୀ ମୋନାଲିସା ଙ୍କ ସହିତ ସାରା ଜୀବନ କାଟି ଦେବେ ବୋଲି । ଏହାର ଅର୍ଥ କଣ ଆପଣ ମାନେ କଣ ବୁଝି ପାରୁଛନ୍ତି କି ।

ଦୂତୀ ତ ଅଗରୁ ଗୋଟିଏ ଇଣ୍ଟରର୍ଭ୍ୟୁ ରେ ନିଜେ ପ୍ରକାଶ କରିଥିଲେ କି ଯେ ୨୦୨୪ ପରେ ସେ ବିବାହ କରିବା ପାଇଁ ମନସ୍ତ କରୁଛନ୍ତି । ଦୂତୀଙ୍କର କହିବା ଅନୁସାରେ ଦୂତୀଙ୍କ ସମ୍ପର୍କ ବିଷୟରେ ସାରା ଦେଶ ଜାଣିଛନ୍ତି । ପ୍ରାୟ ୩ରୁ ୪ ବର୍ଷ ହେବ ସେ ପ୍ରେମ ସମ୍ପର୍କରେ ରହିଛନ୍ତି । ସେହିପରି ୨୦୨୪ ହେଉଛି ଦୂତୀଙ୍କର ଶେଷ ଅଲମ୍ପିକ ବର୍ଷ ।

ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ଫଟୋସୁଟ୍ ବେଳେ ତାଙ୍କ ଯୁବତୀ ବାନ୍ଧବୀଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲି ନିଜ ପ୍ରେମ ସମ୍ପର୍କ ରେ କିଛି କହିଛନ୍ତି ଦୂତୀ । ତାଙ୍କ ପ୍ରେମିକା ଙ୍କ ସହିତ କିଭଳି ପ୍ରେମ ସମ୍ପର୍କ ତିଆରି ହୋଇଥିଲା ଓ ଏହି ସବୁ କଥା କହିବାର କାରଣ ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ଦୂତୀ ନିଜ ପାର୍ଟନର ସହ ଫଟୋ ସୁଟ୍ କରିଛନ୍ତି । ଦୂତୀ ନିଜର ପ୍ରେମ ସଂପର୍କ ବିଷୟରେ କିଛି କହିଛନ୍ତି କିଭଳି ହୋଇଥିଲା ତାଙ୍କର ପ୍ରେମ ୨୦୧୭ରେ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ମୋନାଲିସାଙ୍କୁ ଦୂତୀ ଦେଖୁଥିଲେ ଓ ଏହା ପରେ ଉଭୟ ଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ।

Leave a Reply

Your email address will not be published. Required fields are marked *