ବରଯାତ୍ରୀ ହୋଇ ଆସିଲେ..ଆଉ ଗହଣା ନେଇ ଚାଲିଗଲେ, ଦେଖନ୍ତୁ ଲୁଟର ଲାଇଭ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ ।

ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା ।

ତେବେ ଏକ ବରଯାତ୍ରୀ ରେ ଲୁଟେରା ଆସି ଲୁଟ କରିଛନ୍ତି । ଭଦ୍ର ବେଶ ରେ ଆସି ବରଯାତ୍ରୀ ସହିତ ଗହଣା ଲୁଟ କରି ନେଇ ଚାଲି ଯାଇଛନ୍ତି । ଏହି ଘଟଣା ଟି ଲାଇଭ ରେକର୍ଡ ହୋଇଛି ଏକ କଲ୍ୟାଣ ମଣ୍ଡପ ରେ ଥିବା ସି ସି ଟିଭି ରେ । ତେବେ ପ୍ରାୟ ପଶ୍ଚିମ ବଙ୍ଗ ରୁ ଆସିଛନ୍ତି ଏହି ଦଳ । ସେଠାରୁ ଆସି ରାଜଧାନୀ ଭୁବନେଶ୍ଵର ରେ ନାମୀ ଦାମୀ ବ୍ୟବସାୟୀ ତଥା ଏହିପରି କୌଣସି ହୋଟେଲ ଆଦି ସ୍ଥାନ ମାନଙ୍କ ରୁ ଲୁଟ କରୁଛନ୍ତି

ତେବେ ଗତକାଲି ଭୁବନେଶ୍ଵର ରେ ଗୋଟେ ଦୋକାନ ରେ ଆସିଛନ୍ତି ଜଣେ । ପୁଣି ସେ ପିନ୍ଧିଛନ୍ତି ଶୁଟ୍ ବୁଟ୍ । ଆସି ହଠାତ୍ ପଇସା ଲୁଟ କରି ନେଇ ଚାଲି ଯାଉଛନ୍ତି । ସେହିପରି ଆହୁରି ଏକ ଘଟଣା ଯେ ବରଯାତ୍ରୀ ରେ ଆସିଛନ୍ତି । ଘଟଣା ଟି ପୁଣି ସେହି ରାଜଧାନୀ ଭୁବନେଶ୍ଵର ରେ । ତେବେ ଭଲ ଲୋକ ଙ୍କ ବେଶ ଧରି ବରଯାତ୍ରୀ ସହିତ ଆସିଥିଲେ ୨ ଜଣ ।

ବରଯାତ୍ରୀ ଙ୍କ ସହିତ ପଶିଥିଲେ କନିଆ ଘରେ । ତେବେ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ହଠାତ୍ ପସି ଗହଣା ବ୍ୟାଗ୍ ଧରି ଚଂପଟ୍ ମାରିଥିଲେ । ତା ସହିତ ଆଉ ଜଣେ ମଧ୍ୟ ଆସିଥିଲେ । ସେ ମଧ୍ୟ ଚମ୍ପଟ୍ ମାରିଛନ୍ତି । ପାଖାପାଖି ୨ ଲକ୍ଷ୍ୟ ଟଙ୍କା ର ଗହଣା କୁ ନେଇ ଲୁଟେରା ଚମ୍ପାଟ ମାରିଛନ୍ତି । ତେବେ ଏପରି ଲୁଟ ରାଜଧାନୀ ରେ ପ୍ରତିଦିନ ଚାଲିଛି । ପୋଲିସ କିନ୍ତୁ ସଜାଗ ହୋଇ ପାରୁନାହିଁ । ତେବେ ବାହାର ଦେଶ ରୁ ଆସିଛନ୍ତି ଏହି ଲୁଟେରା । ଭଲ ବେଶ ଭୂଷା ରେ ଆସି ଲୁଟ କରିନେଇ ପଳାଇଛନ୍ତି ।

Leave a Reply

Your email address will not be published. Required fields are marked *