ଦେଖନ୍ତୁ ପ୍ରଜ୍ଞାନନ୍ଦଙ୍କ Reception ଉତ୍ସବର ଭିଡ଼ିଓ ………

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଆଉ କିଛି ଦେଖିବା ପାଇଁ ଭଲ ପାଆନ୍ତି । ସେହି ଭଳି ଭାବରେ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି

ସେମାନଙ୍କ ନିଜସ୍ଵ ଜୀବନ ଉପରେ ମଧ୍ୟ ଲୋକ ମାନେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ।ତେବେ ଏକ ଖୁସି ଖବର ଆସିଚି ଓଲିଉଡ ଇଣ୍ଡଷ୍ଟ୍ରି ରୁ । ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ର ହାସ୍ୟ ଅଭିନେତା ପ୍ରଜ୍ଞା ଓ ସିରିଏଲ ର ଲୋକ ପ୍ରିୟ ଅଭିନେତ୍ରୀ ସୁନନ୍ଦା । ତେବେ ଦୁଇ ଜଣା ଜଣେ ଭଲ କଳାକାର ଭାବେ ଓଲିଉଡ଼ ରେ ପରିଚିତ। ପ୍ରଜ୍ଞାନ କମେଡି ଘରେ ଘରେ ପରିଚିତ। ସେ ଅନେକ ଫିଲ୍ମ ରେ କମେଡିଆନ ଭାବେ ଅଭିନୟ କରିଛନ୍ତି।

ତେବେ ସୁନନ୍ଦା ମଧ୍ୟ ସାର୍ଥକ ଲୋକ ପ୍ରିୟ ସିରିଏଲ ରେ ଅଭିନୟ୍ କରୁଛନ୍ତି।ତେବେ ପ୍ରଜ୍ଞା ଓ ସୁନନ୍ଦା ଦୁଇ ଜଣା ଙ୍କର କିଛି ଦିନ ତଳେ ରିଙ୍ଗ ସେରିମୋନି ହୋଇ ଥିଲା । ଆଉ ଗତ କାଲି ତାଙ୍କର ବିବାହ ହୋଇଛି। ତେବେ ଦୁଇ ଜଣା ଙ୍କ ର ପ୍ରେମ ସମ୍ପର୍କ ୫ ବର୍ଷ ହୋଇ ଗଲାଣି। ତେବେ ଦୁଇ ଜଣଙ୍କ୍ ଯୋଡି ବହୁତ ସୁନ୍ଦର ଲାଗୁଚି। ଲୋକ ମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ତାଙ୍କର ବାହାଘର୍ ଭିଡିଓ ଏବେ ସୋସିଆଲ ମିଡିଆର ବହୁତ ଭାଇରଲ ହେଉଛି।

ତେବେ ଆଜି ତାଙ୍କ ଚତୁର୍ଥୀ ର ଭିଡିଓ ମଧ୍ୟ ସୋସିଆଲ ମିଡିଆର ଦେଖିବାକୁ ମିଳିଛି। ସୁନନ୍ଦା ବହୁତ ସୁନ୍ଦର ଦେଖା ଯାଉଛନ୍ତି। ତେବେ ପ୍ରଜ୍ଞା ଓ ସୁନନ୍ଦା ଚତୁର୍ଥୀ ପାର୍ଟି ରେ ଅନେକ ଓଡ଼ିଆ ସିନେ କଳାକାର ଙ୍କୁ ଦେଖିବା କୁ ମିଳିଛି। ସମସ୍ତେ ବହୁତ ଖୁସି ଅଛନ୍ତି। ତାଙ୍କ ଚତୁର୍ଥୀ ପାଇଁ ବହୁତ ସୁନ୍ଦର ସଜା ହୋଇଛି। ଅନେକ ଲୋକ ଆଉ ଅନେକ କଳାକାର ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ସମସ୍ତେ ଖୁସି ରେ ନାଚ ଗୀତ ମଧ୍ୟ କରୁଛନ୍ତି। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ମାତ୍ରାରେ ଭାଇରଲ ହେବା ରେ ଲାଗିଛି।

Leave a Reply

Your email address will not be published. Required fields are marked *