ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଆପଣ ପାଇ ପାରିବେ ୧୦,୦୦୦ ଟଙ୍କା,ମାର୍ଚ୍ଚ ପୂର୍ବରୁ କରି ନିଅନ୍ତୁ ଏହି କାମ ..

ପ୍ରଧାନମନ୍ତ୍ରୀ ଜନତାଙ୍କ ସୁବିଧା ପାଇଁ ବହୁତ୍ ପ୍ରକାର ନିୟମ ମାନ ବନାଇଛନ୍ତି । ଜନତା କିଭଳି ଭାବେ ସୁବିଧାରେ ରହିବେ ଅଧିକ ପରିମାଣ ରେ ସରକାର ସମସ୍ତ ପରିବାର ଉପରେ ଦୃଷ୍ଟି ରଖିଛନ୍ତି । କୃଷକ ହୁଅନ୍ତୁ ଅଥବା ସାଧାରଣ ଜନତା ମାନଙ୍କ ପାଇଁ ସରକାର ଅର୍ଥାତ ପ୍ରଧାନମନ୍ତ୍ରୀ ଏତେ ସବୁ ଯୋଜନା ବନାଇଛନ୍ତି । ଆମ ସରକାର ବାହାର କରିଛନ୍ତି ଏକ ନୂଆ ଯୋଜନା ଯାହା ସମସ୍ତଙ୍କ ପାଇଁ ଖୁବ୍ ଲାଭ ଦାୟକ ହେବ । ଆମ କହିବା କଥା ଟି ହେଉଛି ଆପଣ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ଏହି ନିୟମ ର ଲାଭ ଉଠାନ୍ତୁ ।

ତେବେ ଏହି ନିୟମଟି କେବେ ଠୁ କାହିଁକି ଓ ଏଥିରେ କଣ କଣ ଆବଶ୍ୟକ ହୋଇଥାଏ ତାହା ବିଷୟ ରେ ଚାଲନ୍ତୁ ଜାଣିବା । ସାଧାରଣ ଜନତା ଏଥି ପାଇଁ ଲାଭ ପ୍ରଦ ହେବେ । କେନ୍ଦ୍ରମନ୍ତ୍ରୀ ଗରିବ ଲୋକ ମାନଙ୍କ ପାଇଁ ସାହାରା ହେବା ପାଇଁ ବହୁତ୍ ଭଲ ଗୋଟିଏ ଯୋଜନା ବାନାଇଛନ୍ତି । ସେହି ଯୋଜନା ରେ ଯେଉଁ ବ୍ୟକ୍ତି ମାନେ ବାହାରେ ରାସ୍ତା କଡ଼ରେ ହେଉ ଅଥବା ଉଠା ଦୋକାନୀ ହୋଇ ଥାଆନ୍ତି ସେମାନେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ।

ତେବେ ଏହି ଯୋଜନା ଟି ହେଉଛି ପ୍ରଧାନମନ୍ତ୍ରୀ ସେବାନିଧି ଯୋଜନା । ଯଦି ଆପଣଙ୍କ ର ବ୍ୟବସାୟ ପାଇଁ ହେଉ ଅଥବା କୌଣସି ନିତାନ୍ତ ଆବଶ୍ୟକ ଥାଏ କିଛି ଟଙ୍କା ତେବେ ଆପଣ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହେଲେ ୧୦,୦୦୦ ଟଙ୍କା ପାଇ ପାରିବେ । ଯଦି ଆପଣ ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖ ଠାରୁ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ତେବେ ଆପଣ ସହଜ ରେ ଏହାର ଲାଭ ଉଠାଇ ପାରିବେ ୨୦୨୨ ମସିହା ମାର୍ଚ୍ଚ ମାସ ବେଳକୁ । ଅନ୍ୟ ମାନେ ଭି ଏଥି ପାଇଁ ଅବଦନ କରି ପାରିବେ ।

ତେବେ ଏହି ଟଙ୍କା କୁ ନେବା ପରେ ଆପଣ ମାସକୁ ମାସ କିସ୍ତି ହିସାବ ରେ ବିନା କୌଣସି ଫୋଲ୍ଟ ରେ ସୁଝୁଥିବେ ତେବେ ଆପଣ ସୁବସିଟି ମଧ୍ୟ ପାଇ ପାରିବେ । ଏହି ଯୋଜନା ପାଇଁ ଆପଣ ଙ୍କ ର ନିତାନ୍ତ ଆବଶ୍ୟକୀୟ ହେଉଛି ଆପଣଙ୍କର ଆଧାର ନମ୍ବର ସହିତ ଫୋନ୍ ନମ୍ୱର୍ ଲିଙ୍କ୍ ଥିବା ଜରୁରୀ । ଏଥି ପାଇଁ ପନିପରିବା ବିକ୍ରିବାଲା, ଷ୍ଟ୍ରିଟ୍ ଫୁଡ୍,ମୋଚି, ଧୋବି, ଷ୍ଟେସନାରୀ,ବାରମଜା ଦୋକାନ, ପୋକଡା କିମ୍ବା ଅଣ୍ଡା ବିକ୍ରୀ କରୁଥିବା ଲୋକ ମାନେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *