ଗୋଟିଏ ନ୍ୟୁଜପେପର୍ ବଦଳେଇଦେଲା ଭାଗ୍ୟ, ରାତାରାତି ଗରିବ ଲୋକଙ୍କୁ କରିଦେଲା କୋଟିପତି | ଜାଣନ୍ତୁ ପୁରା ଘଟଣା

ବେଳେ ବେଳେ ଆମ ସହ ବା ଆମ ସମାଜରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଦେଖିବାକୁ ମିଳେ। ଯାହା ଆମେ କେବେ ଆଗରୁ ଦେଖି ନଥିବା କି ଶୁଣି ନ ଥିବା। ବେଳେ ଆମ ସହ ଏମିତି କିଛି ଘାଟଣା ଘଟି ଯାଏ , ଯାହା ଅବିଶ୍ୱାସଜନକ ହୋଇ ଥାଏ। ଆଉ ସେହି ଭଳି ଘଟଣା ଘଟିବ ବୋଲି ଆମେ ସ୍ବପ୍ନରେ ମଧ୍ୟ କେବେ ଭାବି ନଥିବା। ତେବେ ଏହି ଭଳି ଘଟଣା ଆମେ ସୋସିଆଲ ମିଡ଼ିଆ ,ଖବର କାଗଜ ଆଦି ଅନେକ ଜାଗାରେ ଦେଖି ଥାଉ। ତେବେ ବେଳେ ବେଳେ ଏମିତି କିଛି ସମୟ ଆସେ ଯାହା ପାଇଁ ମୁହୂର୍ତ୍ତକ ମଧ୍ୟରେ ଆମ ଭାଗ୍ୟ ବଦଳି ଯାଏ । ଆଉ ଆମ ପାଖରେ ସବୁ କିଛି ରହି ଥାଏ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି।

ତେବେ ଆପଣ କେବେ ଭାବି ଥିବେ କି ଖବର କାଗଜ କାହାର ଭାଗ୍ୟ ବଦଳି ପରେ। ତେବେ ଏହା ସତ।ତେବେ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପେପର କିଣିବା ପରେ କୋଟିପତି ହୋଇ ଗଲା। ତେବେ ସେହି ବ୍ୟକ୍ତି ଜଣକ ଗୋଟିଏ କମ୍ପାନୀ ରେ ଚାକିରୀ କରୁଥିଲେ। ତେବେ ଦିନେ କାମ ସାରି ଘରକୁ ଫେରୁ ଥିଲେ , ଆଉ ତାଙ୍କର ଇଚ୍ଛା ହେଲା କି ସେ ଖବର କାଗଜ ପଢିବେ।

ତେବେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଦୋକାନରେ ପେପର କିଣିଲେ ଆଉ ସେହି ଦୋକାନ ରେ ବସି ପଢ଼ିଲେ । ତେବେ ସେ ପେପର ପଢୁ ଥିବା ସମୟ ରେ ତାଙ୍କର ମନେ ପଡିଲା କି ସେ କିଛି ଦିନ ପୂର୍ବରୁ ଏକ ଲଟେରୀ ପ୍ରୋତିଯୋଗୀତା ରେ ଏକ ଲଟେରୀ ଟିକଟ କିଣି ଥିଲେ ।ତେବେ ତାଙ୍କର ଏହା ମନେ ନଥିଲା କି ସେହି ପେପର ଯେଉଁ ଦିନର ଥିଲା ସେହି ଦିନର ପେପରରେ ତାଙ୍କର ଲେଟରିର ବିଜେତାର ଘୋଷଣା ହେବାର ମଧ୍ୟ ଥିଲା।

ତେବେ ସେ ପେପର ପଢିବା ସମୟରେ ଅଚାନକ ତାଙ୍କ ନଜର୍ ସେହି ଲଟେରୀ ନମ୍ୱର ଉପରେ ପଡିଲା , ଆଉ ସେ ତାଙ୍କ ପାଖରେ ଥିବା ଲଟେରୀ ନମ୍ୱରକୁ ପେପରରେ ଥିବା ନମ୍ୱର ସଜ ମିଶାଇଲେ ଆଉ ଏହା ମିଶାଇଲା ପରେ ସେ ନିଜ ଆଖିକୁ ବିଶ୍ୱାସ ମଧ୍ୟ କରି ପାରି ନଥିଲେ।ତାଙ୍କର ତାଙ୍କର ଲଟେରୀ ଲାଗି ଯାଇଥିଲା।ଏହା ସହିତ ସେ ପ୍ରାୟ ୧୪ କୋଟି ଟଙ୍କା ଜିତି ଯାଇଥିଲେ। ତେବେ ଏହା ଶୁଣିବା ପରେ ସେ ବହୁତ ଖୁସି ହୋଇ ଯାଇଥିଲେ , ଆଉ ଘର ଲୋକଙ୍କୁ ଯାଇ ଏଇ ଖବର ଜଣାଇଲେ।

ତେବେ ତାଙ୍କ ଘର ଲୋକ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ। ଏହା ପରେ ସେ ତାଙ୍କ ମାଲିକକୁ ଫୋନ କରି କହିଲେ କି ସେ ଆଉ କାମକୁ ଆସିବେନି। ତେବେ ତାଙ୍କ ମାଲିକ ଏହାର କାରଣ ପଚାରିଲା ଆଉ ସେହି ବ୍ୟକ୍ତି ଜଣକ ଲଟେରୀ ଲଗିଥିବର୍ ଖବର ଦେଲେ। ତେବେ ଏହା ଶୁଣି ତାଙ୍କ ମାଲିକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ତେବେ ଗୋଟିଏ ପେପର ତାଙ୍କ ଭାଗ୍ୟ ପରିବର୍ତ୍ତନ କରି ଦେଇ ଥିଲା।

Leave a Reply

Your email address will not be published. Required fields are marked *