ଏମିତି ସ୍ଵାମୀ କାହାରିକୁ କେବେ ନମିଳୁ, ସ୍ତ୍ରୀ ଲୁଚିଛୁପି ମୋବାଇଲେ କିଣିଲେ ବୋଲି ସ୍ଵାମୀ ଗୁଣ୍ଡା ଲଗାଇ ମା-ରିବାକୁ ବସିଥିଲା …..

କୋଲକାତାରୁ ଏମିତି ଏକ ଆଶ୍ଚର୍ଯ୍ୟକର ଖବର ଆସିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ସ୍ବାମୀ ଦ୍ୱାର ତାର ସ୍ତ୍ରୀକୁ ଗୁଣ୍ଡା ଲଗାଇ ମାରିବା ପାଇଁ ଚେଷ୍ଟା କରୁଥିଲେ, ସ୍ତ୍ରୀଙ୍କର ଭୁଲ କେବଳ ଏତିକି ଥିଲାଯେ, ସେ ସ୍ମାମୀଙ୍କ ବିନା ଅନୁମତିରେ ଲୁଚିଛପି ଏକ ମୋବାଇଲ କିଣିଥିଲେ। ଏକଥା ସ୍ଵାମୀ ଜାଣିବା ପରେ ସେ ନିଜର ସ୍ତ୍ରୀକୁ ମା-ରିବା ପାଇଁ ଗୁଣ୍ଡା ଲଗାଇ ଦେଇଥିଲେ।

ଏହି ମାମଲାର ଖୁଲାସା ଏକ ମଜାଦାର ଉପାୟରେ ହୋଇଥିଲା। ପରେ ପୋଲିସ ସ୍ବାମୀକୁ ଗି-ରଫ କରିଥିଲା। କୁହାଯାଉଛିକି, ଏହି ଘଟଣାଟି କୋଲକାତାର ନରେନ୍ଦ୍ରପୁର ଅଞ୍ଚଳର ଘଟିଛି। ପତ୍ନୀଙ୍କୁ ହ-ତ୍ୟା କରିବା ପାଇଁ ପ୍ରୟାସ କରିବା ମାମ-ଲାରେ ସ୍ନାମୀକୁ ଗୁରୁବାର ଦିନ ପୋ-ଲିସ ଗି-ରଫ କରିଛି।

ସୂଚନା ଅନୁସାରେ ମହିଳା ଜଣଙ୍କ କିଛି ମାସ ପୂର୍ବରୁ ଏକ ମୋବାଇଲ ଫୋନଟିଏ କିଣିବା ପାଇଁ ତାଙ୍କ ସ୍ବାମୀଙ୍କୁ କହିଥିଲେ। କିନ୍ତୁ ମୋବାଇଲ କିଣାଯିବ ନାହିଁ ବୋଲି ରୋକଠୋକ ଭାବରେ ସ୍ଵାମୀ ମନା କରିଦେଇଥିଲେ। କିନ୍ତୁ ମୋବାଇଲ କିଣିବା ଇଚ୍ଛାରେ ମହିଳା ଜଣଙ୍କ ପିଲାମାନଙ୍କୁ ଟିଉସନ କରି କିଛି ପଇସା ସଞ୍ଚୟ କରିଥିଲେ।

କିଛି ଦିନର ବ୍ୟବଧାନ ପରେ ଅର୍ଥାତ୍‌ ଚଳିତ ମାସ ଜାନୁଆରୀ ମାସର ଆରମ୍ଭରେ ମହିଳା ଜଣଙ୍କ ତାଙ୍କର ସ୍ନାମୀଙ୍କ ବିନା ଅନୁମତିରେ ଲୁ-ଚିଛପି ଏକ ନୂଆ ମୋବାଇଲ ଫୋନଟିଏ କିଣିଥିଲେ। ଯେତେବେଳେ ସ୍ବାମୀ ଏହି କଥା ଜାଣିପାରିଲେ ସେତେବେଳେ ଅତ୍ୟକ ରାଗିଯାଇ ସ୍ତ୍ରୀକୁ ଜୀବନରୁ ମା-ରିଦେବା ପାଇଁ ଧ-ମକ ଦେଇଥିଲେ। ଏବଂ ପରେ ନିଜର ସ୍ତ୍ରୀକୁ ମାରିବା ପାଇଁ ଗୋଟିଏ ଗୁଣ୍ଡାକୁ ସୁପାରୀ ଦେଇଥିଲା ଏବଂ ପରେ ମହିଳାଙ୍କ ଉପରେ ସୁପାରୀ କିଲର ଆକ୍ର-ମଣ କରିଥିଲା।

ଜାତୀୟ ଗଣମାଧ୍ୟମର ଏକ ରି-ପୋର୍ଟ ଅନୁସାରେ, ଗୁରୁବାର ଦିନ ରାତିରେ ମହିଳାଙ୍କ ଉପରେ ଦୁଇଜଣ ସନ୍ଦିଗ୍ଧ ଯୁବକ ମରଣାନ୍ତକ ଆକ୍ର-ମଣ କରିଥିଲେ। ଏହି ଆକ୍ର-ମଣରେ ମହିଳା ଜଣଙ୍କ ଯଦିଓ ଗୁରୁ-ତର ଆ-ହତ ହୋଇଥିଲେ, ତଥାପି ନିଜର ଜୀବନକୁ ବଞ୍ଚାଇବାରେ ସକ୍ଷମ ହୋଇପାରିଥିଲେ। ଘଟଣା ସ୍ଥଳରେ ସଠିକ ସମୟରେ ପୋ-ଲିସ ମଧ୍ୟ ପହଞ୍ଚିଥିଲା ଏବଂ ମହିଳାଙ୍କୁ ହସ୍ପିଟାଲ ନେଇଥିଲା।

ଘଟଣାସ୍ଥଳରୁ ଜଣେ ଖସିପଳାଇଥିବା ସମୟରେ ଅନ୍ୟ ଜଣଙ୍କ ସହ ମହିଳାଙ୍କର ସ୍ବାମୀଙ୍କୁ ପୋ-ଲିସ ଗି-ରଫ କରିଛି। ବର୍ତ୍ତମାନ ଫେ-ରାର ହୋଇଥିବା ଅଭି-ଯୁକ୍ତକୁ ଖୋଜାଖୋଜି କରୁଅଛି। ବର୍ତ୍ତମାନ ଏଭଳି ଏକ ସମ୍ବେଦନଶୀଳ ଘଟ-ଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *