ଏମିତି ଚମତ୍କାର କେବଳ ଭାଗ୍ୟରେ ଥିଲେ ମିଳେ । ଏହି ଭାଇରାଲ ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମାଜ ରେ ଆମ ଆଖପାଖରେ ଅନେକ ଘଟଣା ମାନ ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ଲୋକେ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଅନେକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ ।

ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ସେହିପରି କିଛି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେଉଛି। ତେବେ କୁହାଯାଏ କି “ରଖିଲେ ଶିବ ମାରିବ କିଏ” ତେବେ ସେହିଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧. ପ୍ରଥମ ଘଟଣାଟି ହେଉଛି ଜାନୁଆରୀ ୨୦୨୧ ରେ ସାଉଦି ଆରଵିଆର ଜେଦାହ ସହରରେ ଚାଲିଥିବା ଡାକା ରେସିଂ ସମୟରେ ଏହି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣା ଅନୁସାରେ ଋଷିଆର ସିବାଲୋକ ଆନ୍ଟନ ନିଜ ଟ୍ରକ୍ ରେ ଅପ୍ରୋଡିଂ କରୁଥିଲେ । ଏବଂ ତାଙ୍କ ଗାଡ଼ିର ସ୍ପିଡ୍ କୁ ରେକର୍ଡ କରିବା ପାଇଁ ତାଙ୍କ ଟ୍ରକ୍ ର ଠିକ୍ ଉପରେ ଏକ ହେଲିକପ୍ଟର ଉଡୁଥିଲା । କିନ୍ତୁ ମରୁଭୂମି ଯୋଗୁଁ ରାସ୍ତାରେ ଖାଲ କୁଦ ମଧ୍ୟ ଥିଲା । ଏବଂ ଶିବାଲୋକ ଙ୍କ ଟ୍ରକ୍ ଗୋଟେ କୁଦ ଉପରେ ଯିବା ସମୟରେ ଉପରକୁ ଉଠିଗଲା । ଯାହା ଫଳରେ ତାଙ୍କ ଉପରେ ଥିବା ହେଲିକପ୍ଟର ସହ ମାଡ଼ ହେଇଗଲା । ହେଲେ ଭାଗ୍ୟ ବଶତଃ ସମସ୍ତେ ବଞ୍ଚିଗଲେ ।

୨. ଗ୍ରାଇଣ୍ଡର କିମ୍ବା କଟିଂ ମେସିନ୍ ଭଳି ତୀକ୍ଷ୍ମ ଉପକରଣ ସବୁ ଚଳାଇଲା ବେଳେ ସେଥିରେ ଘଟୁଥିବା ଦୁର୍ଘଟଣା ବିଷୟରେ ତୋ ଆପଣମାନେ ସମସ୍ତେ ଅବଗତ ଥିବେ । ତେବେ ଗୋଟେ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କଟିଂ ମେସିନ୍ ବ୍ୟବହାର କରୁଥିବା ବେଳେ ତାର ତୀକ୍ଷ୍ଣ ପ୍ଲେଟ୍ ଟି ଭାଙ୍ଗି ଗଲା ଏବଂ ଗୁଳି ଭଳିଆ ସ୍ପିଡରେ ଆସି ଆଖିରେ ବାଜିଲା କିନ୍ତୁ ଲୋକଟିର ଭାଗ୍ୟ ଭଲ ଥିଲା ଯେ ସେଦିନ ସେ ସେପ୍ଟିକ୍ ଗ୍ଲାସ୍ ପିନ୍ଧିଥିଲା ଏବଂ ଭଙ୍ଗା ପ୍ଲେଟ୍ ଟି ଚଷମାରେ ଲାଗିଗଲା । ନହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ସବୁଦିନ ପାଇଁ ନିଜର ଆଖି ହରାଇ ବସିଥାନ୍ତେ

୩. ଆଉ ଗୋଟିଏ ଘଟଣା ହେଲା ସେପ୍ଟେମ୍ବର ୨୦୧୪ ରେ ଜଣେ ପ୍ରଫେସନାଲ୍ ଡ଼ାଇଭର୍ ଆମେରିକାର ସେଣ୍ଟ କ୍ଲାଏର ନଦୀରେ ଡ଼ାଇଭିଂ କରିବା ପାଇଁ ପହଁଚିଗଲେ । କିନ୍ତୁ ଡ଼ାଇଭର୍ ଜଣକ ଜାଣିନଥିଲେ ଯେ ସେହି ନଦୀଟି ଅପେକ୍ଷାକୃତ ବହୁତ ବଡ଼ ଅଟେ । ଏବଂ ସେହି ନଦୀ ଦେଇ ବହୁତ ଗୁଡ଼ିଏ ବଡ଼ ବଡ଼ ଜାହାଜ ମଧ୍ୟ ଯାଇଥାଏ । ଡ଼ାଇଭର୍ ଜଣକ ଡ଼ାଇଭିଂ କରୁଥିବା ସମୟରେ ଏକ ଭୟଙ୍କର ଶବ୍ଦ ଶୁଣାଗଲା ଯାହା ତାଙ୍କ ଛାତି ଥରାଇଦେଲା । ପ୍ରକୃତରେ ତାଙ୍କ ଉପର ଦେଇ ଏକ ଜାହାଜ ଆସିଥିଲା । ଏବଂ ପାଣି କମ୍ ଥିବାରୁ ଜାହାଜର ପୋପୁଲାର୍ ଡ୍ରାଇଭର ଙ୍କ ମୁଣ୍ଡ ଉପରେ ପାସ୍ କରିଗଲା ।

Leave a Reply

Your email address will not be published. Required fields are marked *