ଭୟଙ୍କର ଦେଶୀ ଯୋଗାଡ : ବିନା ପେଟ୍ରୋଲରେ କେବଳ କାଠ ଜଳାଇ ଚଲେଇଦେଲେ ବାଇକ, ଦେଖିକି ଲୋକମାନେ ଆଶ୍ଚର୍ଯ୍ୟ ,ଦେଖନ୍ତୁ ଭିଡ଼ିଓ

ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଥିବେ, ଆପଣ ଦେଶୀ ଯୁଗାଡ ଲଗେଇଥିବା ଅନେକ ଚମତ୍କାର ଦେଖିଥିବେ,କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡ଼ିଓ ଦେଖାଇବାକୁ ଯାଉଛୁ ତାକୁ ଦେଖିକରି ଆପଣଙ୍କ ଆଖି ଖୋଲାକୁ ଖୋଲା ରହିଯିବ, ଆପଣ ଏତେ ଭୟଙ୍କର ଏକ୍ସପେରିମେଣ୍ଟ ଏହା ପୂର୍ଵରୁ କେବେ ଦେଖିନଥିବେ |

ବିନା ପେଟ୍ରୋଲରେ ଯୁବକ ଜଣକ ଚଳାଇଦେଲେ ବାଇକ :-

ଏହି ଆଶ୍ଚର୍ଯ୍ୟଜନକ ଏକ୍ସପେରିମେଣ୍ଟ ଦେଖି ଆପଣ ହଲି ଯିବେ, ବାସ୍ତବରେ ଜଣେ ଯୁବକ ବିନା ପେଟ୍ରୋଲରେ କେବଳ କାଠ ଜାଳି ବାଇକ୍ ଚଲେଇଦେଲେ,ଏହି ଅନୋଖା ଏକ୍ସପେରିମେଣ୍ଟ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି,ଯଦିଓ ଆପଣଙ୍କୁ ଏହା ଶୁଣି ଅଜବ ଲାଗୁଥିବ, କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ବିଶ୍ୱାସ କରିବାକୁ ପଡିବ,କାରଣ ଏହା ଭିଡିଓରେ ବାସ୍ତବତା ପରି ଦେଖାଯାଉଛି

ଏହି ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରାଯାଇଛି,ଭିଡିଓରେ (Viral video) ରେ ଆପଣ ଦେଖିପାରିବେ କି ଜଣେ ଯୁବକ ବଡ ଗୋଟେ ଗ୍ରାଉଣ୍ଡ ରେ ବାଇକ୍ ଆଣି ଆସିଲେ,ଯୁବକ ଜଣକ କହିଛନ୍ତି ଯେ ଆଜି ତାଙ୍କ ବାଇକ ପେଟ୍ରୋଲ ନୁହେଁ ବରଂ କାଠ ଦ୍ୱାରା ଚାଲିବ,ଏହା ପରେ ସେ କାଠ ଦ୍ୱାରା ବାଇକ୍ ଚଲେଇକି ଦେଖାନ୍ତି, ସେ କେତେ ପ୍ରକାର ଜିନଷ ନିଜ ସାଥିରେ ନେଇକି ଆସିଛନ୍ତି | ଦେଖନ୍ତୁ ଭିଡ଼ିଓ :-

କାଠ ର ଗ୍ୟାସରେ ଚାଲିଥାଏ ବାଇକ୍ :-

ସେ ଏକ ବାକ୍ସରେ କାଠ ଭର୍ତ୍ତି କରି ସେଥିରେ ଗ୍ୟାସ୍ ଜେନେରେଟ କରନ୍ତି,ଏଥିପାଇଁ ସେ କାଠକୁ ବହୁତ ସମୟ ଧରି ବାକ୍ସରେ ରଖି ଗରମ କରନ୍ତି,ତା’ପରେ କାଠକୁ ଗରମ କରିବା ପରେ ଜେନେରେଟ ହୋଇଥିବା ଗ୍ୟାସକୁ ସେ ଏକ ଟ୍ୟୁବରେ ଭର୍ତ୍ତି କରନ୍ତି ଆଉ ବାଇକରେ ଗ୍ୟାସକୁ ଭର୍ତ୍ତି କରି ବାଇକିକୁ ଚଲେଇଦିଅନ୍ତି,ଯୁବକଙ୍କର ଏହି ଏକ୍ସପେରମେଣ୍ଟ ଦେଖି ମୋଟର ମେକାନିକ୍ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

Leave a Reply

Your email address will not be published. Required fields are marked *