ରାକ୍ଷସ ସାଜିଲା ପୁଅ,ମାଆ ସହ କଲା ଏମିତି କାମ,ବାପା କହୁଛି ମୋ ପୁଅକୁ ଫାଶୀ ଦେଇଦିଅ,ଦେଖନ୍ତୁ ଭିଡ଼ିଓ

ମାଆ ଏହି ଶବ୍ଦଟି ହିଁ ପିଲାଙ୍କ ପାଇଁ ସବୁଠୁ ମୂଲ୍ୟବାନ୍ ଶଦ୍ଦ ଅଟେ। ଜଣେ ମା ତା ପିଲାଟିକୁ ଜନ୍ମ ଦେବା ପାଇଁ ଅନେକ କଷ୍ଟ ସହିଥାୟେ । ଆଉ ସେହି ମା 9 ମାସ ପେଟର ଧରି ଅନେକ କଷ୍ଟ ସହି ଶିଶୁଟିକୁ ଜନ୍ମ ଦେଇଥାଏ । ଆଉ ସେହି ଛୁଆ ବଡ଼ ହେବ ପରେ ସାଜିଥାୟେ ମା ବାପା ପାଇଁ ରାକ୍ଷସ । ନିଜ ର କିଛି ସ୍ୱାର୍ଥ ପାଇଁ ସ୍ବାର୍ଥ ପାଇ ସେ ଭୁଲି ଯାଏ । ତା ବଡ଼ ହେବ ପଛରେ ଥିବା ବାପା ମାଙ୍କର କଷ୍ଟକୁ । ଆଜି ସେମିତି ଏକ ଘଟଣା ସାମ୍ନାକୁ ଆସିଚି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ତେବେ ଘଟଣାଟି ଘଟିଛି ଆମ ରାଜଧାନୀ ଭୁବନେଶ୍ଵର ର ବରଗଡ଼ ନିକଟ କଳିଙ୍ଗନଗର ଠାରେ । ସେଠାରେ ବାସ କରୁଥିବା ଜଣେ ପୁଅ ନିଜର ନିଶା ଦ୍ରବ୍ୟ ପାନ ରକରିବା ପାଈ ପଇସା ମାଗିଥିଲା ମା କୁନାଉ ମା ଦେବା ରୁ ତାକୁ ଜଳି ଦେଇଥିଲା।

ପୁଅ ଟି ଦୀର୍ଘ ଅନେକ ଦିନ ହେବ ନିଶା ଦ୍ରବ୍ୟ ପାନ କରିବାରେ ଲାଗିଥିଲା । ଆଉ ସେହି ନିଶା ତା ପାଇ ଏକ ଅଭ୍ୟାସ ରେ ପରିଣତ ହେଇଯାଇଥିଲା । ଘରେ ଥିବା ଦୁହି ଭାଇ ବାପା କ ପାଖରୁ ପଇସା ନେଇ ନିଶା ଖାଉଥିଲା ଆଉ ନଦେଲେ ଅନେକ ଗାଳିଗୁଲଜ ମଧ୍ୟ କରୁଥିଲା ପିଟୁ ଥିଲା ।

ଅଟେ ସବୁ କରି ତା ମନ ଭାରିଲାନି ଯେ ପୁଣି ଆସି ଘରେ ଥିବା ରୋଗିଣା ମା କୁ ଆସି ପଇସା ମାଗିଥିଲା ମା ନଦେଇପାରିବାରୁ ମା କୁ ଘରେ ଥିବା ଏକ ରେଡ଼ିଓ ରେ ପିଟି କ୍ଷତାକ୍ତ କରିଦେଇଥିଲା ଆଉ ଏହା ପରେ ମାକୁ ଘରେ ଥିବା ଲୁଗାରେ ବାନ୍ଧିଦେଇ ସେଥିରେ ନିଆ ଲଗାଇ ଦେଇଥିଲା । ଘର ଭିତରୁ ପୋଡ଼ା ଗନ୍ଧ ଆସିବାରୁ ଗାଁ ଲୋକ ଯାଇଦେଖିଥିଲେ ଆଉ ସେତବେଳେକୁ ଶରୀରର ଅନେକ ଅଂଶ ପୋଢ଼ି ଯାଇଥିଲା ।

ଏହା ପରେ ଘର ଲୋକ ମଧ୍ୟ ଆସି ସେଠାରେ ପହଞ୍ଚିଥିଲେ ଆଉ ସେତେବେଳକୁ କିଛି ନଥିଲା । ସେଠାରେ ପୋଲିସ ଆସି ପହଁଚିଲେ ଆଉ ପ୍ରଶାନ୍ତକୁ ଗିରଫ କରି ଥାନାକୁ ନେଇଥିଲେ । ସ୍ତ୍ରୀ ର ଏପରି ମରଣ ରେ ପୁରା ଭଙ୍ଗି ପଢ଼ିଥିଲେ ପ୍ରଶାନ୍ତଙ୍କ ବାପା ଆଉ ବଡ଼ ପାଟିରେ କହୁଥିଲେ ତାକୁ ଫାଶୀ ଦେଇଦିଅ ।

Leave a Reply

Your email address will not be published. Required fields are marked *