ଦେଖନ୍ତୁ ଆଶ୍ଚର୍ଯ୍ୟକର ଭିଡିଓ : ଛିଃ.. ଛିଃ ..ନିଜ ଘର ଭିତରେ ବୃଦ୍ଧଙ୍କ ତଣ୍ଟି ଚିପି ଏମିତି କଲେ …ରେକର୍ଡ ହେଲା ସିସିଟିଭିରେ ସବୁ କିଛି…..

ବର୍ତ୍ତମାନ ସମୟରେ ପ୍ରତ୍ଯେକ ଦିନ ସମାଜରେ କିଛି ନା କିଛି ତଥ୍ୟ ସବୁ ଦେଖିବା ପାଇଁ ମିଳିଥାଏ। ଆଜିକାଲିର ସଭ୍ୟ ଏହି ସମାଜରେ ଶିକ୍ଷାର ପ୍ରସାର ହେବା ଫଳରେ ଯୁଗ ମଧ୍ୟ ବହୁତ ଆଗକୁ ବଢିଗଲାଣି। ପୂର୍ଵ ଅପେକ୍ଷା ଆଜିକାଲି ଲୋକମାନଙ୍କର ସବୁ କାମ ସହଜ ସାଧ୍ୟ ହୋଇଥିଲେ ମଧ୍ୟ ଅନ୍ୟାୟ ଓ ଅନୀତି ମଧ୍ୟ ସେତିକି ମାତ୍ରାରେ ବଢି ବଢି ଚାଲିଛି। ନିଜେ ଭଲରେ ରହିବା ପାଇଁ ସେମାନେ କିଛିବି କରିବା ପାଇଁ ଆଦୌ ପଛାଉ ନାହାନ୍ତି। ଯଦି ଲକ୍ଷ୍ୟ ଦେବା ତେବେ ପ୍ରତ୍ଯେକ ଦିନ ସମାଜରେ ହତ୍ୟା, ରେପ, ଡ଼କାୟତି ଓ ଚୋରି ଇତ୍ୟାଦି ଦେଖିବା ପାଇଁ ମିଳୁଅଛି

ବର୍ତ୍ତମାନ ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯାହାକି ଆପଣମାନେ ଦେଖିଥିବେ ଦିନ ଦ୍ୱିପ୍ରହରରେ ମଧ୍ୟ ଲୁଟ ହେଉଅଛି, ବ୍ୟାଙ୍କରୁ ଚୋରି ହେଉଛି, ATM ଲୁଟ ହେଉଛି, ରାସ୍ତା ଘାଟ ଓ ଏମିତିକି ଘରେ ମଧ୍ୟ ପଶି ଲୋକମାନଙ୍କ ଠାରୁ ଜୋର ଜବରଦସ୍ତ କରି ସୁନା, ରୁପା ଆଦି ଚୋରି କରି ନେଇ ପଳାଉଛନ୍ତି।

ପୋଲିସ ଯେତେ ସତର୍କ ରହିଲେ ମଧ୍ୟ ଆଜିକାଲି ଚୋରମାନେ ବହୁତ ଚତୁରତାର ସହ ଲୁଟ କରିଥାନ୍ତି। ଏଭଳି କିଛି ଘଟଣା ବର୍ତ୍ତମାନ ଆମର ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ, ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହିପାରି ଏକ ଘଟଣା ଦେଖିବା ପାଇଁ ମିଳିଛି।

ଆମେ ଆପଣମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବା ଯିବା ସଙ୍ଗେ ସଙ୍ଗେ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ବୃଦ୍ଧଙ୍କ ତଣ୍ଟି ଚିପି ସୁନା ଚେନ ଲୁଟ କରିଛନ୍ତି ବୋଲି ଦେଖିବାକୁ ମିଳିଛି। ଯାହାକି ଏହା ଏକ ଆଇନ ବିଶୃଙ୍ଖଳା କାର୍ଯ୍ୟ ଅଟେ।

ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଘଟଣା ଜୟପୁରରୁ ଘଟିଛି। ସୂଚନାନୁସାରେ, ଆଜିକାଲି ସମାଜରେ ବିଭିନ୍ନ ଉପାୟରେ ଲୋକମାନେ ଚୋରି କରୁଛନ୍ତି।

ଜଣେ ବୃଦ୍ଧ ଲୋକଟି ନିଜର ଘର ଏକୁଟିଆ କବାଟ ଖୋଲା ରଖି ଶୋଇଥିଲେ। ଠିକ ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ଘର ଭିତରକୁ ଆସି ବୃଦ୍ଧ ଲୋକଙ୍କ ମୁଁହରେ କପଡା ପକାଇ ତଣ୍ଟି ଚିପୁଥିଲେ। ବୃଦ୍ଧ ଲୋକଟି ଯେତେ ଜୋର ସୋର ଭାବରେ ଚିତ୍କାର କରିଲେ ସୁଦ୍ଧା ସେମାନେ ତାଙ୍କୁ ଆଦୌ ଛାଡୁନଥିଲେ। ଶେଷରେ ବୃଦ୍ଧଙ୍କର ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇଗଲେ। ତେବେ ଏହା ପରେ ବୃଦ୍ଧ ବ୍ୟକ୍ତି ଉଠି ଚୋରମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଦୁର୍ବୁତ୍ତ ଚୋରମାନେ ଖସି ପଳାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *