ନିଜ ମା’ ସହ ଝିଅ କଣ ଏମିତି ବି କରିପାରେ… କାରଣ ଝିଅ କରିଛି ଏଭଳି କିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବନ୍ଦ ଘର ଭିତରେ ମା’ ର ଶବ ସହ ୨ଦିନ ର-କ୍ତ ଭିଜା ଚଟାଣ ଉପରେ ଶୋଉଥିଲା ଆଉ ଭୋକ ଲାଗିଲେ ମା’ ର ଶ-ବ ପାଖରେ ବସି ଖାଉଥିଲା ଆଉ ମା’ର କଥା ମନେ ପଡିଲେ ମା’କୁ କୁଣ୍ଢେଇ ଧରି କା-ନ୍ଦୁଥିଲା। ନିଜର ଭୁଲକୁ ବୁଝି ପାରି ମା’ର ଗୋଡ଼ ଧରି ଭୁଲ ବି ମାଗୁଥିଲା। ହେଲେ କିଏ କାଳେ ମା’ର ଶବକୁ ଦେଖିନେବ ବୋଲି ଗୋଟେ ଘରେ ତାଲା ପକାଇ ଲୁ-ଚେଇ ରଖୁଥିଲା ଝିଅ। ନିଜେ ବି ଘରୁ ବାହାରୁ ନଥିଲା। ଭାଇ ଭଉଣୀ ଫୋନ କରି ପଚାରିଲେ କହୁଥିଲା ହଁ ମା ଶୋଇଛି ମା’ର ଦେହ ଭଲ ଅଛି ଏମିତି କହି ତାଙ୍କୁ ଭୁଲେଇ ଦେଉଥିଲା। ମାଙ୍କ ସହିତ ଭାଇ ଭଉଣୀ କଥା ହେବା ପାଇଁ ଚାହୁଁଥିଲେ ହେଲେ କଥା କରେଇ ଦେଉନଥିଲା କିନ୍ତୁ ଯାହାକୁ ନେଇ ଭଉଣୀର ସ-ନ୍ଦେହ ହେବାରୁ ଘରକୁ ଆସି ଦେଖିବା ବେଳକୁ ଘର ସାରା ପଡିଛି ର-କ୍ତର ଛିଟା।

ଘରେ ମା’ ନଥିବା ବେଳେ ଆଉ ଗୋଟେ ପଟ ଗୋଟେ ଘରର କବାଟ ବନ୍ଦ ହୋଇ ରହିଛି ଯାହାକୁ ଦେଖି ଭଉଣୀର ସ-ନ୍ଦେହ ବଢିଥିଲା। ଆଉ ସେ କବାଟ ଭାଙ୍ଗି ଦେଖିବା ବେଳକୁ ଘର ଭିତରେ ର-କ୍ତ ଜୁଡୁ-ବୁଡୁ ଅବସ୍ଥାରେ ପଡିଛି ମା’ର ମୃ-ତ ଦେହ।ଆଜ୍ଞା ହଁ ବନ୍ଧୁଗଣ କାଠ ଫାଳିଆରେ ମା’କୁ ପି-ଟି ପି-ଟି ହ-ତ୍ୟା କରିବା ପରେ ଦୀର୍ଘ ଦୁଇ ଦିନ କାଳ ମା’କୁ ବନ୍ଦ ଘର ଭିତରେ ଲୁ-ଚେଇ ରଖିଥିଲା ଝିଅ। ଆଉ ମାକୁ ନପାଇବାରୁ ଦୁଇ ଦିନ ପରେ ସବୁ ସତ ସାମ୍ନାକୁ ଆସିଥିଲା।

ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଭୁବନ ଥା-ନା ଅନ୍ତର୍ଗତ ମଝିପାଳ ଗ୍ରାମରେ। ଖବର ମୁତାବକ ମଝିପାଳ ଗ୍ରାମର ସ୍ୱର୍ଗତ ବିଭୁତି ଭୂଷଣ ଦାସଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସ ଓ ତାଙ୍କର ଗୋଟିଏ ବିବାହିତା ଝିଅ ଆଶାଲତା ଦାସ ଯିଏକି ମାନସିକ ବିକାରକ।ଗ୍ରସ୍ତ। ସେ ଏକାସାଙ୍ଗରେ ଗୋଟିଏ ଘରେ ରହୁଥିଲେ।

ତେବେ ୨୦୦୭ ରୁ ଆଶାଲତା ମାନସିକ ରୋ-ଗ ଗ୍ରସ୍ତ ହେବାରୁ ଶ୍ୱଶୁର ଘର ଛାଡ଼ି ମା’ ପାଖରେ ଆସି ରହୁଥିଲେ। ତେବେ ଦୁର୍ଗାବତୀ ଦାସଙ୍କର ଏକମାତ୍ର ପୁଅ ଆଲୋକ ଦାସ ନିଜ ପରିବାରକୁ ନେଇ ତାଳଚେରରେ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ। ପୁଅ ଆଲୋକ ନିଜ ମାକୁ ଘର ପାଖକୁ ନେବାକୁ ଚାହୁଁଥିଲେ ବି ମା ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡି ଯାଉନଥିଲେ ମା’। ତେବେ ମା’ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଦାସ ଆଉ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ ଯୋଗେ ଯୋଗାଯୋଗ କରୁଥିଲେ।

କିନ୍ତୁ ଗତ ୨ ଦିନ ହେବ ମା’ ଦୁର୍ଗାବତୀଙ୍କ ସହ ପୁଅ ଏବଂ ଝିଅଙ୍କର ଯୋଗାଯୋଗ ହୋଇ ପାରୁନଥିଲା। ଯାହାକୁ ନେଇ ସମସ୍ତଙ୍କର ସ-ନ୍ଦେହ ହୋଇଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ଖବରର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ ପୁଅ ଆଉ ଝିଅ।ମା’ ପାଖରେ ରହୁଥିବା ଆଶାଲତା ଦାସ ହିଁ ମାକୁ ହ-ତ୍ୟା କରି ଘର ଭିତରେ ଲୁ-ଚାଇ ରଖିଥିବା ଜଣା ପଡ଼ିଥିଲା। ତେବେ ଘଟ-ଣା ସମ୍ପର୍କରେ ଭୁବନ ପୋ-ଲିସ ଖବର ପାଇ ଘଟ-ଣା ସ୍ଥଳରେ ପହଁଚି ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *