ଜଲଦି କରନ୍ତୁ ଆବେଦନ । ରାସନକାର୍ଡ ଥିଲେ ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫୦୦୦ ଟଙ୍କା । ଆସିଲା ନୂଆ ଅପଡେଟ୍ ।

ଯେତେ ବି ରାସନକାର୍ଡଧାରୀ ଅଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ରହିଛି । ସରକାରଙ୍କ ପକ୍ଷରୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଆଜ୍ଞା ହଁ ଆଉ ରହିବନି ଘରେ ଘରେ ଅଭାବ । ପ୍ରତିମାସରେ ଆକାଉଣ୍ଟକୁ ଆସିବ ୫୦୦୦ ଟଙ୍କା । ଜଲଦି କରନ୍ତୁ ଆବେଦନ ରାସନକାର୍ଡ ଥିଲେ ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫୦୦୦ ଟଙ୍କା । ଏନେଇ ଆସିଲା ନୂଆ ଅପଡେଟ୍‌ I ତେବେ ଜାଣି ରଖନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ I ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ I

ତେବେ ବିଭିନ୍ନ ସମୟରେ ରାସନକାର୍ଡ ଧାରୀଙ୍କ ପାଇଁ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରି ଆସିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସମୟ ସମୟରେ ରାସନକାର୍ଡକୁ ନେଇ ଅନେକ ନୂଆ ନୂଆ ଅପଡେଟ୍‌ ଆସିଥାଏ । ହେଲେ ଏହାକୁ ଠିକ୍‌ ସୂଚନା ମିଳି ପାରୁନଥିବାରୁ ଏହାର ଲାଭ ଉଠାଇ ପାରୁନାହାନ୍ତି ଲୋକେ । ବର୍ତ୍ତମାନେ ଏଭଳି ହିଁ ଏକ ନୂଆ ଅପଡେଟ୍‌ ଆସିଛି ।ରାସନକାର୍ଡ ଧାରୀଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ପ୍ରଦାନ କରାଯାଉଛି । ରାସନକାର୍ଡ ଟିଏ ଥିଲେ ଅନେକ ସୁବିଧା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।

ଏହି ନୂଆ ଘୋଷଣା ମୁତାବକ ଯଦି ଆପଣଙ୍କ ପାଖରେ ରାସନକାର୍ଡଟିଏ ଅଛି ଓ ଆପଣଙ୍କ ବୟସ ୧୮ରୁ ୪୨ ବର୍ଷ ବୟସ ମଧ୍ୟରେ ରହିଛି । ତେବେ ସହଜରେ ଏହି ଯୋଜନାର ଲାଭ ଉଠାଇ ପାରିବେ । କାରଣ ଏହି ଯୋଜନାରେ ସରକାର ପ୍ରତି ମାସରେ ୫୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟ୍‌କୁ ପଠାଇବେ । ଏହି ଯୋଜନାରେ ହିତାଧିକାରୀ ସ୍ବଳ୍ପ ପ୍ରିମିୟମ ପ୍ରଦାନ କରି ପରିଣତ ବୟସରେ ପ୍ରତି ମାସରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଟଙ୍କା ପାଇ ପାରିବେ ।

ଏହି ଯୋଜନାରେ ପ୍ରିମିୟମ ରାଶି ପ୍ରଦାନ କରି ହିତାଧିକାରୀ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । ଖାଲି ସେତିକି ନୁହେଁ ଏହି ଯୋଜନାରେ ସାମିଲ ହେବାକ୍ଷଣି ଏକ ପ୍ରାରମ୍ଭିକ ରାଶି ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ଏହି ଯୋଜନାରେ ସାମିଲ ହୋଇ ହିତାଧିକାରୀ ନିଜ ଭବିଷ୍ୟତ ସୁରକ୍ଷିତ ରଖି ପାରିବେ । ବୃଦ୍ଧାବସ୍ଥାରେ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ହିତାଧିକାରୀଙ୍କୁ ଅନ୍ୟ ଉପରେ ଭରସା କରିବା କରିବାକୁ ପଡ଼ିବ ନାହିଁ ଆତ୍ମନିର୍ଭର ହୋଇ ଚଳି ପାରିବେ ।

Leave a Reply

Your email address will not be published. Required fields are marked *