ପ୍ରେମ କରି ସିନ୍ଦୂର ଦେଲା, ଛୁଆ ଜନ୍ମ କରି ଲୁ-ଚିଗଲା… । ଏବେ ପାଗେଳି ହୋଇ ରାସ୍ତାରେ ବୁଲୁଛି ପ୍ରମିଳା ।

ବନ୍ଧୁଗଣ କିଏ ପ୍ରେମ କରି ପ୍ରତା-ରଣାର ଶି-କାର ହୋଇ ନିଜ ଜୀବନ ହାରି ଦଉଛି ତ ଆଉ କେହି ନିଜ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇ ବସୁଛି । ଆଜିର ଏହି ଦୁନିଆରେ ପ୍ରେମ ଓ ତା ପରେ ଧୋ-କା ଏକ ନୀତି ଦିନିଆ କଥା ପାଲଟି ଗଲାଣି । ସେଥିପାଇଁ ପ୍ରାୟ ପ୍ରେମୀ ଏବେ ପ୍ରେମ ପ୍ରତା-ରଣାର ଶି-କାର ହୋଇ ନିଜ ଜୀବନ ବରବାଦ କରି ଦେଉଛନ୍ତି । ତେବେ ବନ୍ଧୁଗଣ ସେହିଭଳି ଏକ ଘ-ଟଣା ବର୍ତମାନ ସାମ୍ନାକୁ ଆସିଛି । ପ୍ରେମ କରି ବାହା ହୋଇଥିଲେ ଦୁହେଁ ପ୍ରେମୀ ଯୁଗଳ । ଆଉ କିଛି ଦିନ ପରେ ସୁନାର ସଂସାରରେ ଜନ୍ମ ନେଇଥିଲା ପୁଅଟିଏ ।

ହେଲେ ତାଙ୍କ ସ୍ଵାମୀ ସବୁବେଳେ ମ-ଦ ପିଇ ମା-ଡ଼ ମା-ରନ୍ତି । ଆଉ ୫ବର୍ଷ ହେଲା ପୁଅକୁ ଧରି ସ୍ଵାମୀ କୁଆଡ଼େ ଚାଲିଯାଇଛନ୍ତି । ମହିଳା ଜଣଙ୍କ ଏବେ ସେହି କଥାକୁ ଭାବି ଭାବି ରାସ୍ତାରେ ପାଗେଳି ହୋଇ ବୁଲୁଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପ୍ରମିଳା ଜଣଙ୍କୁ ଭଲ ପାଇଥିଲେ ଆଉ ତାଙ୍କୁ ବିବାହ ମଧ୍ୟ କରିଥିଲେ । ବିବାହର କିଛି ବର୍ଷ ବିତିଯିବା ପରେ ପ୍ରମିଳା ଏକ ଶିଶୁକୁ ଜନ୍ମ ମଧ୍ୟ ଦେଇଥିଲେ । ପ୍ରମିଳାଙ୍କ ସଂସାର ବେଶ୍ ହସଖୁସିରେ ଚାଲିଥିଲା । ହେଲେ ଅନେକ ସମୟରେ ପ୍ରମିଳାଙ୍କ ସ୍ବାମୀ ଘରକୁ ମ-ଦ ପିଇ ଆସନ୍ତି ଆଉ ପ୍ରମିଳାଙ୍କ ସହିତ ଝ-ଗଡ଼ା ମଧ୍ୟ କରନ୍ତି । ହେଲେ ସେହି ଝଗ-ଡ଼ାକୁ ପ୍ରମିଳା ସହିନପାରି ଧିରେ ଧିରେ ପାଗେଳୀ ହେବାକୁ ଲାଗିଲେ ।

ପ୍ରମିଳାଙ୍କ ସ୍ୱାମୀ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ପାଗେଳୀ ହେଇ ଯାଇଛନ୍ତି ସେତେବେଳେ ତାଙ୍କ ଛୁଆକୁ ଧରି ବାପ ପୁଅ କୁଆଡ଼େ ଚାଲି ଯାଇଥିଲେ । ଆଉ ସ୍ବାମୀ ଛୁଆକୁ ଖୋଜି ଖୋଜି ପୁରା ପାଗେଳୀ ହେଇ ଯାଇଥିଲେ ପ୍ରମିଳା । ତାଙ୍କୁ ଦେଖିଲା ପରେ ମଧ୍ଯ ଏଭଳି ଲାଗୁଛି କି ସେ ଏକ କୌଣସି ପୀଡ଼ାକୁ ନିଜ ମଧ୍ୟରେ ଦୀର୍ଘ ଦିନ ଧରି ଚାପି ରଖିଛନ୍ତି । ସେଥିପାଇଁ ତାଙ୍କ ଅବସ୍ଥା ଏବେ ଏଭଳି ହୋଇ ଯାଇଛି । ଏଭଳି ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅଭୟପୁର ଗ୍ରାମରେ । ପ୍ରମିଳା ପାଗେଳୀ ହେଇଯିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ଦେଖିବାକୁ ମଧ୍ୟ ଆସିନଥିଲେ ।

Leave a Reply

Your email address will not be published. Required fields are marked *