ଭାରତ ପାଇଲା ଆଉ ଜଣେ ହିଟର ବ୍ୟାଟର… ପ୍ରଥମ ଥର ସୁଯୋଗକୁ ହାତଛଡା ନକରି ମା-ରିଲେ ଆଉ ଜିତାଇ ଦେଲେ।

ପ୍ରଥମ ଥର ସୁଯୋଗକୁ ହାତଛଡା କଲେ ନାହିଁ। ଆସିଲେ ମାରିଲେ ଆଉ ଜିତାଇ ଦେଲେ। ଭାରତ ପାଇଲା ଆଉ ଗୋଟେ ହିଟର ବ୍ୟାଟର।ଭାରତୀୟ କ୍ରିକେଟ ଦଳ ପାଇଲା ଆଉ ଏକ ହିଟର ବ୍ୟାଟର। ପ୍ରଥମ ମ୍ୟାଚରେ ସୁଯୋଗ ପାଇ ନିରାଶା କଲେ ନାହିଁ ଖେଳ କରିଦେଲେ ଏଇ ଖେଳାଳି। ସୁମନଙ୍କ ଅନୁପସ୍ଥିତିକୁ କାହାରିକୁ ବି ଅନୁଭଵ କରିବାକୁ ଦେଲେ ନାହିଁ। ଏମିତି ମାରିଲେ ଯେ ସବୁ ଦେଖି ଆଶ୍ଚର୍ଯ୍ୟ।

ହଁ ଆଜ୍ଞା ଟି-୨୦ ସୋରିଜ ଟ୍ର ହେବା ପରେ ସାଉଥଆଫ୍ରିକା ସହିତ ୱାଣ୍ଡେ ସିରିଜର ପ୍ରଥମ ମୁମ୍ୟାଚ୍କୁ ବି ଅଗତିଆର କରିନେଇଛି ଭାରତୀୟ କ୍ରିକେଟ। ଲୋ ସ୍କୋର ହୋଇଥିଲେ ବି ଏବେ ସେଥିରେ ଭାରତୀୟ ଦଳରେ ନୂଆ କରି ସାମିଲ ହୋଇଥିବା ଭାରତୀୟ ବ୍ୟାଟର ସାଇସୁଦର୍ଶନ ସମସ୍ତଙ୍କର ଦୁଷ୍ଟି ଆକର୍ଷଣ କରିଛନ୍ତି। ଛକା ଚୌକା ମାରି ମ୍ୟାଚକୁ ଜିତାଇଦେଇଛନ୍ତି।

ତେବେ ସାଇ ସୁଦର୍ଶନଙ୍କ ସହ ସାଥ ଦେଇଥିଲେ ବିସ୍ଫୋରକ ବ୍ୟାଟର ଶ୍ରୀୟା ସାୟାର। ପୁରା ଦଳ ତାଙ୍କୁ ଆଜି କ୍ୟାପ ଦେଇ ଦଳରେ ସ୍ୱାଗତ କରିଥିଲା। ଆଉ ତାପରେ ସେ ଦେଖାଇଥିଲେ ନିଜର ବିସ୍ଫୋରକ ବ୍ୟାଟିଂ।ଦକ୍ଷିଣ-ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୧୭ ଲସ ସ୍କୋରର ବିଜୟ ହାସଲ କରିଥିଲା। ଯାହାକୁ ୧୬. ୪ ଓଭରରେ ହାତେଇ ନେଇଛି ଭାରତ। ତେବେ ପ୍ରଥମେ ଅପନିଂ କରିବା ପାଇଁଆସିଥିଲେ ଗାୟକୁଆଡ଼ ଏବଂ ସାଇ ସୁଦର୍ଶନ। ଗାୟ କୁଆଡ଼ ମାତ୍ର ୫ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ଆସିଥିଲେ ଶ୍ରୀୟା ସାୟାର। ଏହା ପରେ ଆରମ୍ଭ ହୋଇଥିଲା ବିସ୍ଫୋରକ ବ୍ୟାଟିଂ।

ସାଇ ସୁଦର୍ଶନ ୪୩ ବୋଲରେ ୫୫ ରନ କରିଥିବା ବେଳେ ଶ୍ରୀୟା ସାୟାର କରିଥିଲେ ୪୫ ବୋଲରେ ୫୨ ରନ। ତେବେ ସାଇ ସୂଦର୍ଶନ ପ୍ରତଗମ ଥର ସୁଯୋଗ ପାଇଥିଲେ ଦକ୍ଷିଣ-ଆଫ୍ରିକା ବିପକ୍ଷ ୱାଣ୍ଡେ ସିରିଜରେ। ସେପଟେ ଆହୁରି ୨ ଟି ମ୍ୟାଚରେ ଭଲ ପଦର୍ଶନ କଲେ ଭାରତ ସିରିଜରେ ବିଜୟ ହାସକ କରିବ।

Leave a Reply

Your email address will not be published. Required fields are marked *