ମୋତେ ରୋ-ଗ ହୋଇ ନଥିଲେ ମୋ ସ୍ବାମୀଙ୍କୁ ଜାଣି ପାରି ନଥାନ୍ତି

“ମୋତେ ଯଦି ଏ ରୋ-ଗ ହୋଇ ନଥାନ୍ତା ,ତାହେଲେ ମୁଁ ବୋଧେ ମୋ ସ୍ବାମୀଙ୍କୁ ଏ ଜନ୍ମରେ ଅଳ୍ପ ଜାଣି ପାରିଥାନ୍ତି”। ମୁଁ ଏତିକି କହୁଛି ଭଲ ହେଇଛି ମୋତେ ଏ ରୋ-ଗ ହେଇଛି, ମୁଁ ମୋ ସ୍ବାମୀଙ୍କୁ ଜାଣି ପାରିଛି। ମୋ ଭଗବାନଙ୍କୁ ଆଶୀର୍ବାଦ କର । ମୋ ଭଗବାନ ମୋ ସହିତ ଥିଲେ ମୋର କିଛି ବି ହବନି।

ଆପଣମାନଙ୍କର ଆଶୀର୍ବାଦ ଆଉ ମୋ ଭଗବାନଙ୍କର ଭଲ ପାଇବା ମୋର ଆଉ କିଛି ଦରକାର ନାହିଁ।୧୨୯ ଦିନ ପରେ ମୁଁ ଆଇ.ସି.ୟୁ. ରୁ ବାହାରି ଦୁଇ ଦିନ ହେଲା ଘରକୁ ଆସିଛି। ଠିକ୍ ସେ ଚାଲି ତ ପାରୁନି ଆଉ ଠିକ୍ ସେ କଥା ବି କହି ପାରୁନି। ମୋ ସ୍ୱାମୀଙ୍କର ପ୍ରଚେଷ୍ଟା, ଭଲ ପାଇବା ପାଇଁ ଆଉ ଆପଣମାନଙ୍କର ସାହାଯ୍ୟ ପାଇଁ ମୁଁ ଆଜି ଏଠି ବସି ବି ପାରିଛି।

ଓଡ଼ିଶାବାସୀ ମୋତେ ବହୁତ୍ ସାହାଯ୍ୟ କରିଛନ୍ତି। ଭଗବାନଙ୍କର ଦ୍ଵିତୀୟ ଅବତାର ମୋ ସ୍ବାମୀ। ଆଗରୁ ବି ତାଙ୍କର ମୋ ପାଇଁ ଭଲ ପାଇବା ଥିଲା ଆଉ ଏବେବି ଅଛି। ମୋର ଭଗବାନ୍ ଥିଲେ ମୋର କିଛି ହବନି। ଓଡ଼ିଶାବାସୀ ମୋ ଭଗବାନଙ୍କୁ ଆଶୀର୍ବାଦ କର। ଆଉ ଭଗବାନଙ୍କୁ ଡାକ ଯେ ମୋ ସ୍ତ୍ରୀ ଜଲଦି ଭଲ ହେଇଯାଉ। ଆଗ ଅପେକ୍ଷା ସେ ଟିକେ ସୁସ୍ଥ ହେଇ ଆସିଲାଣି। ଡକ୍ଟର ବି କହିଛନ୍ତି ଯେ ସେ ଭଲ ହେଇଯିବ। ଦର୍ଶକମାନେ ମୋତେ ବହୁତ୍ ସାହାଯ୍ୟ କରିଛନ୍ତି। ମୋ ପାଖରେ ବି କିଛି ଅଛି। ଆଉ କିଛି ସାହାଯ୍ୟ କଲେ ମୁଁ ମୋ ସ୍ତ୍ରୀକୁ ଭଲ ଜାଗାରେ ଟ୍ରିଟମେଣ୍ଟ କରିପାରିବି। ମୁଁ ଦେଖୁଛି ଯେ ସେ ଚାଲି ପାରୁନି, ନିଜେ ଖାଇ ପାରୁନି ବହୁତ୍ କଷ୍ଟ ହେଉଛି ତାକୁ।

ମୋ ସ୍ବାମୀ ପାଇଁ ମୋତେ ଚାଳିବାକୁ ପଡ଼ିବ, ଖାଇବାକୁ ପଡିବ। ତାର ମୋ ପାଇଁ ଏତେ କଷ୍ଟର ମୂଲ୍ୟ ଦେବାକୁ ପଡିବ। ମୁଁ ଭଲ ହେଲେ ନିଶ୍ଚୟ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିବି। ମୋ ସ୍ବାମୀ ପାଇଁ ମୁଁ ଆଗରୁ ପ୍ରାଉଡ୍ ଫିଲ୍ କରୁଥିଲି, ଏବେବି କରୁଛି। ଆଉ ମ-ଲା ପର୍ଯ୍ୟନ୍ତ ପ୍ରାଉଡ୍ ଫିଲ୍ କରୁଥିବି। ମୋର ଶେ-ଷ ନିଃ-ଶ୍ୱାସ ପର୍ଯ୍ୟନ୍ତ ମୋ ସ୍ବାମୀ ମୋ ପାଇଁ ଗର୍ବ, ଗୌରବ, ସବୁକିଛି।

Leave a Reply

Your email address will not be published. Required fields are marked *