ବାତ୍ୟା ପୁର୍ବରୁ ହେବ ମହାପ୍ରଳୟ, ବିଜୁଳି ଘଡଘଡି ସହ ତା-ଣ୍ଡବ ରଚିବ ଲଘୁଚାପ

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଟି ବହୁତ୍ ଆଗକୁ ଗଲାଣି। କେତେବେଳେ କ’ଣ ଘଟିବ ତାହାର ଆକଳନ କରାଯାଇପାରୁଛି।ଯାହା ଫଳ ରେ ଲୋକ ମାନେ ସଚେତନ ହୋଇପାରୁଛନ୍ତି।ଆମ ପ୍ରକୃତି କେଉଁ ଆଦିମ କାଳରୁ ଆମ ସମାଜର ଅଂଶ ରହିଆସିଛି।ପ୍ରକୃତିରେ କେତେବେଳେ କଣ ହେବ ତାକୁ କେହିବି ଜାଣିନାହାନ୍ତି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଉପକୂଳ ବର୍ତ୍ତି ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତାପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ସୂଚନା ଦେଇଛନ୍ତି।ତେବେ ଓଡ଼ିଶା ରେ ବର୍ଷା ହେବାକୁ ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କ ରେ।

ଆସୁଛି ବଡ଼ ବା-ତ୍ୟା, ତା-ଣ୍ଡବ ରଚିବ ବର୍ଷା ସହ ପବନ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣି ବଳୟ ଫଳରେ ହେବ ପ୍ରବଳ ବର୍ଷା, ଆଉ ଲଘୁଚାପର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣି ବଳୟ ଆଜି ଲଘୁଚାପ ରୂପରେ ପରିଣତ ହେବ।ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ତେବେ 30 ତାରିଖରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଏହି ବର୍ଷାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ 10 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଘୋଷଣା କରା ଯାଇଛି।ତେବେ ଜିଲ୍ଲାମାନଙ୍କ ମଧ୍ୟରେ ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେଉଁଝର ଓ ମୟୂରଭଞ୍ଜ। ସେପଟେ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *