ବାପା ଚନ୍ଦନଙ୍କ ପତ୍ତା ମିଳିଥିବା ବେଳେ ଏ ଯାଏଁ ମିଳିନି କୁନି ଝିଅ । ଯାହାକୁ ନେଇ ଏବେ ଚିନ୍ତାରେ ଜେଜେବାପା ।

ବହୁ ଚର୍ଚ୍ଚିତ ଘ-ଟଣା ଅଢେ଼ଇ ବର୍ଷର ଝିଅକୁ ଧରି ଆଖୁଆପଦା ବ୍ରିଜରୁ ବୈତରଣୀ ନଦୀକୁ ଡେଇଁବା ଘଟଣାରେ ନଦୀର ସୁଅରେ ଭାସିଗଲା ପିଲା କଣ୍ଟିଘାଇ ନିକଟରୁ ଉ-ଦ୍ଧାର ହେଲା ଚନ୍ଦନ । ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଲା ଚନ୍ଦନ । ଖୋଜି ଖୋଜି ପାଇଗଲେ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ । ଆଉ ଏବେ ଦୁହେଁ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ବାପା ପୁରା ନଦୀରେ ପାଣିରେ ପଚି ଯାଇଛି । ଭିଣେଇ ଚନ୍ଦନର ମୃ-ତ ଦେହକୁ ଚିହ୍ନଟ କରିଥିବା ବେଳେ ବାପା କହିଥିଲେ କି ମୋ ପୁଅକୁ କୁମ୍ଭୀର ଖାଇ ଯାଇଛି ବୋଲି । ତେଣେ ଚନ୍ଦନର ମୃ-ତ ଦେହ ମିଳିବା ପରେ ଚନ୍ଦନଙ୍କ ବାପା ଏବେ ସନ୍ଦେହ କରୁଛନ୍ତି କି ତାଙ୍କ ନାତୁଣୀକୁ କୁମ୍ଭୀର ନେଇ ଯାଇଛି ବୋଲି । ତେବେ ଚନ୍ଦନଙ୍କ ବାପା ଏବେ ଚନ୍ଦନଙ୍କୁ ତୋ ପାଇଗଲେ କିନ୍ତୁ ନାତୁଣୀ ତୃପ୍ତିକୁ ପାଉ ନାହାଁନ୍ତି ପାଣି ଭିତରୁ ।

ଯଦି ଜେଜେବାପାଙ୍କ କଥା ସତ ହୁଏ ତାହେଲେ ଝିଅ ତୃପ୍ତି ମିଳିବାଟା ଅସମ୍ଭବ ହୋଇ ପଡ଼ିବ । ସଭିଏଁ ଜାଣିଛନ୍ତି ସେହି ନଦୀରେ କୁମ୍ଭୀର ଅଛି । ଆଉ ଅକାତ କାତ ପାଣି ଭିତରେ ରହି ଯାଇଛନ୍ତି ତୃପ୍ତି । ଆଉ ଏପର୍ଯ୍ୟନ୍ତ ତୃପ୍ତିଙ୍କୁ ପାଇ ନାହାଁନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ।

କିନ୍ତୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ଧୁଗଣ ସୂଚନାଯୋଗ୍ୟ ଯେ ବୈତରଣୀ ନଦୀକୁ ଗତ ବୁଧବାର ରାତିରେ ଡେଇଁ ପଡିଥିଲେ ବାପା ଓ ଝିଅ । ପୋଲ ଉପରୁ ତଳକୁ ଡେଇଁ ବାପଝିଅ ନି-ଖୋଜ ହୋଇଯାଇଛନ୍ତି । ଭ୍ରଦକ ଭଣ୍ଡାରିପୋଖରୀ ଅଞ୍ଚଳରେ ଏଭଳି ଅଭା-ବନୀୟ ଘ-ଟଣା ଘ-ଟିଛି । ସ୍ଥାନୀୟ ପରମାନନ୍ଦ ଗାଁର ଚନ୍ଦନ ସାହୁ ତାଙ୍କ କୁନି ଝିଅକୁ ଧରି ଆଖୁଆପଦା ବୈତରଣୀ ନଦୀ ପୋଲ ଉପରୁ ଡେଇଁ ପଡିଥିଲେ ।

ରାତି ପ୍ରାୟ ୯ ଟା ବେଳେ ଉଭୟ ବାଇକରେ ଆସିବା ପରେ ଡେଇଁ ପଡିଥିବା ସୂଚନା ରହିଛି । ଘଟ-ଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉ-ଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ଆଉ ୩୦ ଘଣ୍ଟା ପରେ ବାପା ଚନ୍ଦନଙ୍କ ପତ୍ତା ମିଳିଥିବା ବେଳେ କୁନିଝିଅର ଏପର୍ଯ୍ୟନ୍ତ କିଛି ଖୋଜ ଖବର ନାହିଁ । ତେବେ ମାସକ ତଳେ ତାଙ୍କ ପତ୍ନୀଙ୍କ ମୃ-ତ୍ୟୁ ହୋଇଥିଲା । ଯାହାକୁ ନେଇ ଦୁଃ-ଖ ଭିତରେ ଥିଲେ ଚନ୍ଦନ ।

Leave a Reply

Your email address will not be published. Required fields are marked *