ଭୋଜି ଖାଇବାକୁ ଦିଅରକୁ ଘରକୁ ଡାକିଲା ଭାଉଜ, ଖାଇବାକୁ ଦେଇ ଦିଅର ସହ..।:-

ଭାଉଜ ପ୍ରେମ ପଡିଲା ମହଙ୍ଗା। ଘରକୁ ଡାକିଲା ନିଜା ହାତରେ ଖୁଆଇବି ଦେଲା।ଆଉ ସେହି ଖାଦ୍ୟ ଖାଇବା ପରେ ହଠାତ ଅଚେତ ହୋଇ ପଡିଗଲା ଦିଅର। ଆଉ ତାପରେ ଭାଉଜ ପିସା-ଚୀନୀ ସାଜି ନିଜ ଦିଅରକୁ ହ-ତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଲା। ଆଜ୍ଞା ହଁ ବୈଦେଶ୍ଵର ଥା-ନା ଅନ୍ତର୍ଗତ କନ୍ତକାଇ ନିକଟସ୍ଥ ଉଆସପଲ୍ଲୀ କାଜୁ ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃ-ତଦେହ ଉ-ଦ୍ଧାର କରିଛି ପୁ-ଲିସ।

ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ କେହି ତାଙ୍କୁ ହ-ତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃ-ତ ଯୁବକ ଛବିନ୍ଦ୍ର ପ୍ରଧାନଙ୍କ ପୁଅ ପବନା ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନା ଅୁନସାରେ, ପବନାର ବଡ଼ଭାଇ ଋଷିଆ ପ୍ରଧାନ ଚଢେଇବନ୍ଧ ଗ୍ରାମର ବନ ପରିଡ଼ାଙ୍କ ଝିଅ ଜ୍ୟୋସ୍ନାରାଣୀଙ୍କୁ ଆଜକୁ 8 ମାସ ତଳେ ବିବାହ କରିଥିଲେ।

ତେବେ ଜ୍ୟୋସ୍ନାରାଣୀ କୁଆଡେ ନିଜ ସ୍ବାମୀଙ୍କୁ ପସନ୍ଦ କରୁନଥିଲେ ବୋଲି ମୃତ ଯୁବକଙ୍କ ଭଉଣୀ କହିଛନ୍ତି। ଏପରିକି ଦିଅର ପାଖରେ ରହିବା ପାଇଁ ଲୁ-ଚା ଛପାରେ ଅନୈ-ତିକ ସ-ମ୍ପର୍କ ରଖିଆସୁଥିଲେ ବୋଲି ପରିବାର ଲୋକ କହିଛନ୍ତି। ମୃ-ତ ଯୁବକଙ୍କ ବାପା ଛବି ପ୍ରଧାନ ଏବଂ ମାଆ ଲୋକଲ-ଜ୍ଜା ଭ-ୟରେ ସାନ ପୁଅ ପବନାକୁ ଗାଁରୁ ନେଇ ନିଜର ଜଣେ ଜଣାଶୁଣା ବ୍ୟକ୍ତିଙ୍କ ଜରିଆରେ ନୂଆଗାଁରେ ରଖିଥିଲେ।

ଗତ ସନ୍ଧ୍ୟାରେ ଭାଉଜ ଭୋଜି କରିବା ବାହାନାରେ ପବନାକୁ ତାଙ୍କ ବାପଘର ଗାଁକୁ ଉଆସପଲ୍ଲୀକୁ ଡାକିଥିଲେ। ବାପଘର ଗାଁକୁ ଡାକି ଜୋ-ର ଜବ-ରଦସ୍ତ କରିବା ସତ୍ତ୍ୱେ ବାହାଘର ପାଇଁ ଯୁବକ ଜଣକ ରାଜି ନହେବାରୁ ଭାଉଜ ଏବଂ ତାଙ୍କ ବାପା ପବନାକୁ ହ-ତ୍ୟା କରି କାଜୁ ଜଙ୍ଗଲରେ ରଶିରେ ଓହଳାଇ ଦେଇଥିବା ମୃତ-କଙ୍କ ଭଉଣୀ ଅଭି-ଯୋଗ କରିଛନ୍ତି।

ମୃ-ତ ଯୁବକଙ୍କ ଗୋଡ଼ ମା-ଟିରେ ଲାଗିଛି ଆଉ ବସିଲା ଭଳି ଦେଖିବାକୁ ମିଳିଛି। ଉଆସପଲ୍ଲୀ ଗ୍ରାମର ବାଇଧର ବେହେରା ଭୋର ସମୟରେ କାଜୁ ଜଙ୍ଗଲକୁ ଆସିଥିବା ବେଳେ ଝୁଲୁଥିବା ମୃ-ତଦେହକୁ ଦେଖି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଭାଇର ଶ୍ବଶୁରକୁ ବୈଦେଶ୍ଵର ପୋ-ଲିସ ଅଟକ ରଖିଥିବାବେଳେ ଭାଉଜ ଫେ-ରାର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *