ହୀରାକୁଦରେ ଭାଷିଲା ବିରାଟ ଜଳପରି । ଲେକେ ଦେଖି ହୋଇଗଲେ ଛାନିଆ । ଚିତ୍ତଳ ମାଛ ପରେ ଚର୍ଚ୍ଚାରେ ଜଳପରି ।

ଦର୍ଶକବନ୍ଧୁ ଓଡ଼ିଶାର ହୀରାକୁଦକୁ ଭାସି ଆସିଛି ଜଳପରି । ଚିତ୍ତଳ ମାଛ ପରେ ଏବେ ଚର୍ଚ୍ଚାରେ ଜଳପରି । ସତ ହେଲା ମାଳିକା ବର୍ଣ୍ଣିତ ଭବିଷ୍ୟବାଣୀ ହୀରାକୁଦ ଜଳରେ ଛଟପଟ ହୋଇ ବୁଲୁଛି ଜଳପରି । ଆଉ ଏବେ ଜଳପରୀକୁ ନେଇ ଭ-ୟଭୀ-ତ ହେଲେଣି ସ୍ଥାନୀୟ ଲୋକେ । ଦର୍ଶକବନ୍ଧୁ କଳିଯୁଗର ଆୟୁଷ ବୋଧେ ସରି ସାରି ଯାଉଛି ଆଉ ସତ ପ୍ରମାଣିତ କରି ହୀରାକୁଦ ଜଳ ଭଣ୍ଡାରରେ ଏବେ ଏକ ଜଳପରି ଦେଖା ଦେଇଛି । ହୀରାକୁଦରୁ ପାଣି ଛାଡ଼ିବା ପରେ ଜଳରେ ଖେଳୁଛି ଜଳପରୀ । ଛତିଶଗଡ଼ ପାଣି ଛାଡ଼ିବା ପରେ ଫୁଲ ହୋଇ ଯାଇଥିଲା ହୀରାକୁଦ ଡ଼୍ୟାମ । ହେଲେ ଏବେ ସେଇ ହୀରାକୁଦ ଡ଼୍ୟାମକୁ ନେଇ ଚାରିଆଡ଼େ ଗୋଟାଏ ଚର୍ଚା । ଏବେ ହୀରାକୁଦ ଜଳରେ ଚିତା କାଟି ଲହରୀ ଭା-ଙ୍ଗୁଛି ଗୋଟାଏ ଜଳପରୀ । ଯାହାକୁ ଦେଖିବାକୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ ।

ଜଳପରୀ କଥା କେବଳ ଲୋକେ ଗପ ବହିରେ ପଢ଼ିଥିଲେ ନହେଲେ ଘରେ ଜେଜେ ଜେଜେମାଙ୍କ ଠାରୁ ଶୁଣିଥିଲେ । କିନ୍ତୁ ଜଳପରୀର ସତ୍ୟତାକୁ ନେଇ ଲୋକଙ୍କ ମନରେ କଳ୍ପନା ଜଳ୍ପନା ଲାଗି ରହିଥିଲା । ଛୋଟ ଠାରୁ ବଡ ସମସ୍ତେ ଜଳପରୀକୁ ଦେଖିବାକୁ ଚାହାଁନ୍ତି । ଜଳପରୀ କେମିତି ଦେଖିବାକୁ? ଜଳପରୀ କେଉଁଠି ରୁହନ୍ତି? ସେ ପୃଥିବୀ ପୃଷ୍ଠରେ କେବେ ଦେଖା ଦେବେ? ଏସବୁକୁ ନେଇ ସମସ୍ତଙ୍କ ମନରେ ଗୋଟାଏ ଭାବନା ଆସିଥାଏ ଯେ ଏସବୁ ସତ ନା ବାସ୍ କେବଳ ମନଗଢ଼ା କାହାଣୀ ।

ତେବେ ହୀରାକୁଦରେ ଜଳପରୀ ଦେଖା ହେବା ପରେ ତାକୁ ଦେଖି ସ୍ଥାନୀୟ ବାସୀ ଏବେ ଆତ-ଙ୍କିତ ହୋଇ ପଡ଼ିଛନ୍ତି ଏଥି ସହିତ କଳିଯୁଗ ଶେଷ ହେବାର ସଙ୍କେତ ମିଳି ସାରିଛି ବୋଲି ଅନେକ ଲୋକ ଆଲୋଚନା ମଧ୍ୟ କରୁଛନ୍ତି । କାରଣ ଜଳପରୀକୁ ଆଗରୁ କେହି କେବେ ଦେଖି ନଥିଲେ ମଧ୍ୟ ଆଗକୁ ଦିନେନା ଦିନେ ଜଳପରୀ ଦେଖାଯିବ ବୋଲି ମାଳିକାରେ ବର୍ଣ୍ଣିତ ରହିଛି । ତେବେ ଏବେ ସତ୍ୟ ହୋଇଛି ମାଳିକାର କାହାଣୀ ଆଉ ସତ ହେଲା ମାଳିକାର ଭବିଷ୍ୟବାଣୀ ।

ଆଉ ଏବେ ଓଡିଶା ସମେତ ସାରା ମାନବ ଜାତି ପାଇଁ ମହା ବି-ପଦ ମାଡ଼ି ଆସୁଛି ବୋଲି ଜଣା ପଡ଼ିଛି । ତେବେ ସେହି ଜଳପରୀ ଓଡିଶା ମାଟିରେ ଯେତିକି ସମୟ ରହିବ ଓଡିଶା ପାଇଁ ସେତିକି ବିପଦ ହେବ ବୋଲି ଜଣା ପଡ଼ିଛି । ତେଣୁ ସେହି ଜଳପରୀ ଓଡିଶା ଛାଡ଼ି ଚାଲିଯାଉ ବୋଲି ଓଡିଶାବାସୀ ପ୍ରାର୍ଥନା କରୁଛନ୍ତି । ସେହି ଜଳପରୀ କେଉଁଠୁ ଆସିଲା କେମିତି ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ କିନ୍ତୁ ହୀରାକୁଦରେ ଜଳପରୀର ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ସେ ଜଳପରୀ ଏବେ ପର୍ଯ୍ୟନ୍ତ କୌଣସି ଲୋକକୁ ଆକ୍ର-ମଣ କରି ନାହିଁ ତଥାପି ସେ ଜଳପରୀକୁ ନେଇ ସ୍ଥାନୀୟ ଲୋକେ ରହିଛନ୍ତି ଭ-ୟଭୀ-ତ ।

Leave a Reply

Your email address will not be published. Required fields are marked *