ଗୁରୁ ଦିବସରେ ଶିଷ୍ୟଙ୍କ ତା-ଣ୍ଡବ! ୭ମ ଶେଣ୍ରୀର ଛାତ୍ରଙ୍କ ସହ ଏପରି କଲା ୮ମ ଶ୍ରେଣୀର ଛାତ୍ର । ପ୍ରଧାନଶିକ୍ଷକ ଛାତ୍ରର ଏହି କାର୍ଯ୍ୟ ଦେଖି ହେଲେ ଆଶ୍ଚର୍ୟ୍ଯ ।

ଆଜି ଗୁରୁ ଦିବସରେ ଗୁରୁଙ୍କ ସ୍କୁଲ ରେ ଘଟିଗଲା ଏଭଳି ଅଘ-ଟଣ । ଅଷ୍ଟମ ପିଲା କାଟିଦେଲା ସପ୍ତମ ପିଲାର ହାତ ଆଉ କାନ । ଗାଲକୁ କା-ଟିବା ସହିତ ହାତକୁ ମଧ୍ୟ କାଟି ଦେଇଛି । ଆଉ ଯେଉଁଥିପାଇଁ ଛାତ୍ର ଜଣକଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ଅଣା ଯାଇଛି । ବନ୍ଧୁଗଣ ଏ କଥା ବୋଧହୁଏ ଆପଣଙ୍କୁ ସହଜରେ ବିଶ୍ୱାସ ହେଉ ନଥିବ ଯେ ଜଣେ ଅଷ୍ଟମ ଶ୍ରେଣୀ ଓ ସପ୍ତମ ଶ୍ରେଣୀ ପିଲା ଏମିତି କିଛି କା-ଣ୍ଡ ଘଟାଇ ପାରିବେ । ଏମିତି ଅପ-ରାଧ ମୂଳକ କାର୍ଯ୍ୟ କରିବାକୁ କିପରି ସାହାସ ହେଉଛି ଏତେ ଛୋଟ ଛୋଟ ପିଲାଙ୍କର ।

ପାଠ ପଢିବା ପାଇଁ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିବା ବଦଳରେ ଖରାପ୍ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଛାତ୍ର ଛାତ୍ରୀ । ତେବେ ଏପରି ଘ-ଟଣା ଦେଖି ନିଜେ ମଧ୍ୟ ଆଶ୍ଚର୍ୟ୍ଯ ହୋଇଗଲେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ । କେମିତି ଗୋଟେ ଅଷ୍ଟମ ଶ୍ରେଣୀ ପିଲା କା-ଟିଦେଲା ୭ମ ଶ୍ରେଣୀ ପିଲାର ହାତ ଓ ଗାଲ ତାକୁ ନେଇ ପୂରା ସ୍କୁଲ୍ ଆବାକ୍ ।

ଦିନକୁ ଦିନ ଏତେ ହିଂ-ସ୍ର କିପରି ବନି ଯାଉଛନ୍ତି ପିଲା । ତେବେ ଏଭଳି ଏକ ସମ୍ବେଦନଶୀଳ ଘ-ଟଣା ହେଉଛି ପୁରୀ ଜିଲ୍ଲାର । ଗୁରୁଦିବସ ଦିନ ହିଁ ଏଭଳି ଘଟି ଯାଇଛି ଅଘ-ଟଣ । ବିଦ୍ୟାଳୟ ଭିତରେ ଛାତ୍ରର ହାତ ଏବଂ ମୁହଁ କା-ଟି ଦେଇଛନ୍ତି ଜନୈକ ଯୁବକ । ବ୍ରହ୍ମଗିରି ବ୍ଲକ୍ ଖଜୁରିଆ ବାଙ୍କେଶ୍ୱର ସରକାରୀ ନୋଡ଼ାଲ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଆକାଶ ସାମଲ ଗୁରୁ-ତର ଭାବରେ ଆ-ହତ ହେଇଛନ୍ତି । ଯାହାଙ୍କର ଗାଲ ଆଉ ହାତକୁ କା-ଟି ଦେଇଛନ୍ତି ଆଉ ଜଣେ ଯୁବକ ।

ଆଉ ଯାହାଙ୍କୁ ତୁରନ୍ତ ଆଣି ଡ଼ାକ୍ତରଖାନାରେ ଭର୍ତି କରା ଯାଇଛି । ବ୍ରହ୍ମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆ-ହତ ଛାତ୍ରଙ୍କ ଚାଲିଛି ଚିକିତ୍ସା । ବ୍ରହ୍ମଗିରି ଥାନାରେ ଜନୈକ ଯୁବକଙ୍କ ବିରୋ-ଧରେ ଥା-ନାରେ ଅଭି-ଯୋଗ କରିଛନ୍ତି ନିଜେ ପ୍ରଧାନ ଶିକ୍ଷକ । କାରଣ ପ୍ରଧାନଶିକ୍ଷକ ମଧ୍ୟ ଜାଣିଛନ୍ତି ଯେ ୟେ କୌଣସି ଛୋଟିଆ ଘ-ଟଣା ନୁହେଁ । ଏମିତି ଏତେ କମ୍ ବୟସରୁ ଯାହା କରୁଛନ୍ତି ପିଲାମାନେ କେତେବେଳେ କାହାର ମଧ୍ୟ ଜୀବନ ଚାଲିଯିବ । ଆଉ ଏହି କଥାରେ ପ୍ରଧାନଶିକ୍ଷକ ଆଶ୍ଚର୍ୟ୍ଯ ହୋଇଗଲେ ଆଉ ନିଜେ ଯାଇ ଅଭି-ଯୋଗ କଲେ ।

Leave a Reply

Your email address will not be published. Required fields are marked *