ଭାଇକୁ ରାକ୍ଷୀ ବାନ୍ଧିବି କହି OYO ହୋଟେଲକୁ ଚାଲିଗଲା ସ୍ତ୍ରୀ, ଧରମ ଭାଇ ସହ ସ୍ତ୍ରୀକୁ ଧରିଲା ସ୍ୱାମୀ।:-

ରାକ୍ଷୀ ପୂର୍ଣ୍ଣିମାରେ ଧରମ ଭାଇ ସହ ନିଜ ସ୍ତ୍ରୀକୁ ହୋଟେଲରୁ ଧରୁଛି ସ୍ୱାମୀ। ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟ-ଣାଟି ସତ। ଘଟ-ଣାଟି ଘଟୁଛି ପୁରୀ ଅଂଚଳରେ। ସ୍ତ୍ରୀ କହିଲା ମୁଁ ଭାଇ ଘରକୁ ଯାଉଛି ଆଉ ମୋ ଭାଇକୁ ରାକ୍ଷୀ ବାନ୍ଧିବି।

ଏଭଳି କହି ପତ୍ନୀ ଘରୁ ଚାଲିଯାଇଥିଲେ ଆଉ ସ୍ୱାମୀ ମଧ୍ୟ ଅନୁମତି ଦେଇଥିଲେ। କିନ୍ତୁ ଶେଷକୁ ଜଣାପଡିଲା ଯେ ସ୍ତ୍ରୀ ଧରମ ଭାଇ ସହ OYO ହୋଟେଲ ଯାଇଛି। ଆଉ ଶେଷକୁ ପୋ-ଲିସ ସାହାଯ୍ୟରେ ସ୍ତ୍ରୀ ଆଉ ଧରମ ଭାଇକୁ ଧରିଥିଲା ସ୍ୱାମୀ।ତେବେ ପୁରା ସୂଚନା ଅନୁସାରେ ଧରମ ଭାଇର ଘର ଭଦ୍ରକ ଜିଲ୍ଲା ତିଗିଡି ଅଂଚଳରେ।

ଆଉ ମହିଳାଙ୍କ ଶାଶୂ ଘର କଟକରେ ଅଟେ। ତେବେ ମହିଳା ଜଣକ ନିଜ ଧରମ ଭାଇ ସହ ହୋଟେଲକୁ ଯିବା ପରେ ସେଠାରେ ସ୍ତ୍ରୀ ଜଣକ ଭାଇକୁ ଏହିଠୁ ଆସୁଛି କହି ବଜାରକୁ ଯାଇଥିଲେ। ଆଉ ବାଟ ନପାଇ ହୋଟେଲ ଖୋଜିବାକୁ ଲାଗିଲେ। ତେବେ ସ୍ତ୍ରୀ ଜଣକ କା-ନ୍ଦି କା-ନ୍ଦି ଖୋଜି ଖୋଜି ଷ୍ଟେସ-ନରେ ପହଞ୍ଚିଥିଲେ।

ଏହାପରେ ଏପଟେ ଭାଇ ଜଣକ ମଧ୍ୟ ମହିଳାଙ୍କୁ ଖୋଜି ଖୋଜି ବଜାରରେ ବୁଲିବାକୁ ଲାଗିଲେ। ଲୋକେ ପଚାରିବାରୁ ବ୍ୟକ୍ତି ଜଣକ କହିଥିଲେ ଯେ ମୋ ସ୍ତ୍ରୀ କୁଆଡେ ହଜି ଯାଇଛି। ଏହାପରେ ଲୋକେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। କିନ୍ତୁ ପରେ ପୋ-ଲିସ ଆସି ଖୋଜା ଖୋଜି କରିଥିଲା ଆଉ ତାପରେ ସବୁ ସତ ଜଣା ପଡ଼ିଥିଲା।

ରାକ୍ଷୀ ବାନ୍ଧିବା କହି ଧରମ ଭାଇ ସହ ଦେହ ସୁଖ ନେଉଥିଲା ସ୍ତ୍ରୀ। ତେବେ ଘଟ-ଣାକୁ ଜାଣିବା ପରେ ଲୋକେ ବହୁତ ନି-ନ୍ଦା କରିଛନ୍ତି। କାରଣ ଭାଇ ନାମରେ ଏପରି କଳ-ଙ୍କିତ କାମ କରିଥିବାରୁ କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *