ରୋବର ପ୍ରଜ୍ଞାନ ଇସ୍ରୋକୁ ଦେଇଛି ଏଲିଅନର ତଥ୍ୟ । ଚନ୍ଦ୍ରପୃଷ୍ଠରେ ଘୂରି ବୁଲୁଥିବା ସମୟରେ ପାଇଲା ଏଲିୟନର ଘର ।

ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଚନ୍ଦ୍ରଯାନ ୩ ସଫଳ ହୋଇଥିବା ଖବର ତ ଚାରିଆଡ଼େ ପହଞ୍ଚି ସାରିଛି । ଆଉ ଏହି ଖବରକୁ ନେଇ ସମସ୍ତେ ଖୁସି ମଧ୍ୟ ଅଛନ୍ତି । ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି ଭାରତ । ଆଉ ଚନ୍ଦ୍ରରେ ଭାରତ ପହଞ୍ଚିବା ପରେ ଏବେ ସେ ଚନ୍ଦ୍ରରେ ଥିବା ସବୁ ଜିନିଷ ଉପରେ ନଜର ପକାଉଛି । ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାଣିର ସନ୍ଧାନ କରୁଛି । ପ୍ରଜ୍ଞାନ ଲେନ୍ସରେ ଏବେ ରେକର୍ଡ ହୋଇଛି କିଛି ଏଭଳି କଥା ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଏଲିୟନ ଘର ପାଖରେ ପହଞ୍ଚିଗଲା ରୋଭର୍ ପ୍ରଜ୍ଞାନ । ଘର ଭିତରକୁ ଯାଉ ଯାଉ ଅଟକାଇ ଦେଲେ ବୈଜ୍ଞାନିକ ।

ଫୋଟ ଉଠାଇ ପଛକୁ ଫେରି ଆସିଲା ରୋଭର୍ ପ୍ରଜ୍ଞାନ । ତେବେ ଚନ୍ଦ୍ର ପୃଷ୍ଠରେ ପ୍ରତ୍ୟେକଟି ସ୍ଥାନରେ ଘୂରି ବୁଲୁଛି ରୋଭର୍ ପ୍ରଜ୍ଞାନ । ବୁଲି ବୁଲି ସବୁ ପ୍ରକାରର ତଥ୍ଯ ପଠାଉଛି ଇସ୍ରୋକୁ । ଆଉ ଅନେକ ଫୋଟ ମଧ୍ୟ ଉଠାଉଛି । ଏହି ସମୟ ମଧ୍ୟରେ ଲେନ୍ସରେ ଦେଖାଯାଇଛି ଏଲିୟନ୍ । ଆଉ ଏଲିୟନ ଏବେ ନଜର ଆସିଛି । ଏହାକୁ ନେଇ ସମସ୍ତେ ଏବେ ଉତ୍ସୁକ ଅଛନ୍ତି । ସତରେ କଣ ଚନ୍ଦ୍ରରେ ଏଲିୟନ ଅଛି ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ତେବେ ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଏବେ ଚନ୍ଦ୍ରରୁ ରୋଭରର ପ୍ରଥମ ଫୁଟେଜ ଆସିଛି । ଏହି ଚନ୍ଦ୍ରଯାନ ୩ ଯେତିକି ଚାଲୁଛି ସେତିକି ଦେଉଛି ତଥ୍ୟ । ଆଉ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି ।

ଇସ୍ରୋର ବୈଜ୍ଞାନିକମାନେ ଭବିଷ୍ୟତ ପାଇଁ ଅନେକ ତଥ୍ୟ ପାଇବେ ବୋଲି ଆଶା ରଖିଛନ୍ତି । ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ୪ ଘଣ୍ଟା ପରେ ପ୍ରଜ୍ଞାନ, ଲ୍ୟାଣ୍ଡର ବିକ୍ରମ ଦେଇ ସେ ଲ୍ୟାଣ୍ଡ କରିଥିଲା । ଆଉ ଏବେ ସେ ଅନେକ ତଥ୍ୟ ସାମ୍ନାକୁ ଦେଉଛି । ଇସ୍ରୋ ବୈଜ୍ଞାନିକମାନେ ଏବେ ଏହି ଚନ୍ଦ୍ରଯାନ ୩ରୁ ଅଧିକ ଆଶା ରଖିଛନ୍ତି । ରୋଭର ପ୍ରଜ୍ଞାନ ବିକ୍ରମରୁ ବାହାରି ଚନ୍ଦ୍ରରେ ପହଞ୍ଚିବାର ଭିଡିଓ ଏବେ ସାମ୍ନାକୁ ଆସୁଛି । ଆଉ ସେ ଧୀରେ ଧୀରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ଏବେ ଅନେକ ତଥ୍ୟ ଜଣାଉଛି । କହି ରଖିବୁ ଯେ ପ୍ରଜ୍ଞାନ ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ ମାଡ଼ି ଚାଲିଥାଏ।

ଯାହା ସବୁକିଛି ରୋଭର୍ ରେ ଲାଗିଥିବା ଅନବୋର୍ଡ ନାଭିଗେସନ୍ କ୍ୟାମେରାରେ କଏଦ୍ ହୋଇଥିଲା ଆଉ ସେତେବେଳେ ରୋଭର୍ ପ୍ରଜ୍ଞାନ ବିରାଟ ବଡ଼ ଗାତ ସାମ୍ନାରେ ପହଞ୍ଚିଗଲା । ଟିକେ ଏପଟ ସେପଟ ହୋଇଥିଲେ ସିଧା ଯାଇ ସେହି ଗାତରେ ଗଳି ପଡିଥାନ୍ତା । ହେଲେ ରୋଭର ପ୍ରଜ୍ଞାନ ସେତେବେଳେ ଅଟକି ଗଲା । କ୍ୟାମେରାକୁ ଦେଖି ଇସ୍ରୋ ବୈଜ୍ଞାନିକ ମାନେ ରୋଭର ପ୍ରଜ୍ଞାନକୁ ଅଟକିଯିବା ପାଇଁ ଆଦେଶ ଦେଇଥିଲେ । ଆଉ ଆଦେଶ ପାଇଲା ପରେ ରୋଭର ପ୍ରଜ୍ଞାନ ଗାତକୁ ନଯିବା ପୂର୍ବରୁ ଅଟକି ଯାଇଥିଲା ଏବଂ ଗାତ ଠାରୁ ୪ ମିଟର ପଛକୁ ଫେରି ଅନ୍ୟ ସୁରକ୍ଷିତ ଟ୍ରାକରେ ଯାଇଥିଲା ରୋଭର । ତେବେ ସେହି ବିରାଟ ଗାତର ଫୋଟକୁ ଇସ୍ରୋ ତାର ଟୁଇଟର୍ ଆକାଉଣ୍ଟ୍ ରେ ସେୟାର କରିଛି । ତେବେ ଏହି ଗର୍ତ ଏଲିୟନ୍ ମାନଙ୍କର ଘରକୁ ରାସ୍ତା ହୋଇପାରେ ବୋଲି କିଛି ବୈଜ୍ଞାନିକ ମାନେ ସନ୍ଦେହ କରୁଛନ୍ତି।

Leave a Reply

Your email address will not be published. Required fields are marked *