ନିଖୋଜ ଝିଅର ଖବର ଶୁଣି ବାପା ସହ ଗାଁ ଲୋକ ହେଲେ ଖୁସି, କିନ୍ତୁ ଜୁଇରେ ଥିଲା ଅନ୍ୟ ଝିଅ।:-

ଜ-ଳି ଯାଉଥିଲା ଶ-ବ। ହଠାତ ମଶାଣୀରୁ ଉଠି ଆସିଲେ ଯୁବତୀ। ଆଶ୍ଚର୍ଯ୍ୟ ହେଲେ ଗାଁ ଲୋକ। ଏଭଳି ଦୃ-ଶ୍ୟ ଦେଖି ଥରିଲା ଛାତି। ଆଜ୍ଞା ହଁ ବିନା କାରଣରେ ହଠାତ ଘରୁ ନି-ଖୋଜ ହୋଇଗଲା ଝିଅ। ଆଉ ପରିବାର ଲୋକ ଝିଅକୁ ବହୁ ଖୋଜି ଖୋଜି ନପାଇବା ପରେ ଥା-ନାରେ ଦେଲେ ଏତ-ଲା।

ତେବେ ପୋ-ଲିସ ତ-ଦନ୍ତ କରିବା ସହ ଝିଅକୁ ଖୋଜିଥିଲା କିନ୍ତୁ ପୋ-ଲିସ ମଧ୍ୟ ବିଫଳ ହୋଇଥିଲା। କିନ୍ତୁ ନିଖୋଜ ହେବାର ପ୍ରାୟ ଗୋଟିଏ ମାସ ପରେ ହଠାତ ପୋ-ଲିସ ପରିବାରକୁ ଦେଲା ଯୁବତୀଙ୍କ ମୃ-ତ୍ୟୁ ଖବର। ପରିବାର ଲୋକ ଖବର ଶୁଣି ଘଟ-ଣାସ୍ଥ-ଳରେ ପହଞ୍ଚିଲେ।

ଯୁବତୀଙ୍କ ମୃ-ତଦେହ ଚିହ୍ନଟ ମଧ୍ୟ କଲେ। ପରେ ଶ-ବକୁ ପରିବାରଲୋକେ ସ-ତ୍କାର ମଧ୍ୟ କରାଗଲା। ହେଲେ ଶୁ-ଦ୍ଧକ୍ରି-ୟା ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ଆସିଲା ଜୀବିତ ଝିଅର ଫୋନ୍‌। ଆଉ ଝିଅ କହିଲା ବାପା ମୁଁ ମ-ରିନି…ମୁଁ ବଞ୍ଚିଛି… ଆଉ ଭଲ ରେ ଅଛି।

ତେବେ ଏପରି ଆଶ୍ଚର୍ଯ୍ୟ ଜନକ ଘ-ଟଣା ଦେଖିବାକୁ ମିଳିଛି ବିହାରର ପାଟଣା ଅଞ୍ଚଳରୁ। ତେବେ ସୂଚନା ଅନୁସାରେ ଜଣେ ଯୁବତୀ ପ୍ରାୟ ଏକ ମାସ ପୂର୍ବରୁ ନି-ଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ଖବର ମିଳିନଥିଲା।

ପରେ ଏନେଇ ସ୍ଥାନୀୟ ପୋଲି-ସକୁ ଜଣାଇଥିଲେ ପରିବାର ଲୋକେ। ତେବେ ପୋ-ଲିସ ପାଖରେ ଅଭି-ଯୋଗ ହେବାର କିଛି ଦିନ ପରେ କେନାଲରୁ ଜଣେ ଯୁବତୀଙ୍କ ମୃ-ତଦେ-ହ ଉ-ଦ୍ଧାର କରାଯାଇଥିଲା। ମୃ-ତଦେ-ହ ଉ-ଦ୍ଧାର କରିବା ପରେ ପୋ-ଲିସ ନି-ଖୋଜ ଥିବା ଯୁବତୀଙ୍କ ମୃ-ତଦେହ ବୋଲି ସନ୍ଦେହ କରି ପରିବାର ଲୋକଙ୍କୁ ମୃ-ତଦେହ ଚିହ୍ନଟ ପାଇଁ ଖବର ଦେଇଥିଲା।

ଖବର ଶୁଣି ପରିବାର ଲୋକ ପାଦ ତଳୁ ମାଟି ଖସିଯାଇଥିଲା। ସେ ସଂଗେ ସଂଗେ ଘଟ-ଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଶ-ବଟିକୁ ସ-ତ୍କାର କରିଥିଲେ। ତେବେ ଏପଟେ ଶୁ-ଦ୍ଧକ୍ରି-ୟା ହେଉଥିବା ବେଳେ ହଠାତ ଜୀବିତ ଥିବା ଝିଅର କଲ୍‌ ଆସିଥିଲା। ଯୁବତୀ ଜଣକ ତାଙ୍କ ବାପାଙ୍କୁ ଫୋନ୍‌କରି ସେ ଜୀବିତ ଥିବା କହିଥିଲେ। ଆଉ ସେ ଭଲରେ ଅଛନ୍ତି ବୋଲି ମଧ୍ୟ କହିଥିଲେ।

ଏହା ସହ ସେ ତାଙ୍କ ବାପାଙ୍କ ନିକଟରେ ସାହସ କରି ନିଜ ବିବାହ କଥା ମଧ୍ୟ କହିଥିଲେ। ତେବେ ସେପଟେ ପ୍ରଶ୍ନ ଉଠୁଛି ଯେ ଯଦି ଯୁବତୀ ଜଣକ ଜୀବିତ ଅଛନ୍ତି ତେବେ ମୃ-ତ ଯୁବତୀ ଜଣକ କିଏ? ଏନେଇ ପୋ-ଲିସ ଏବେ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *