ମୋ ଦୁଇଟା ଗୋଡ଼ କା-ମୁଡି ଧରିଥିଲା କୁମ୍ଭୀର,ମୁଁ ଲ-ଢେଇ କରି ତା ପାଟିରୁ ବଞ୍ଚିକି ଆସିଲି ।

ସାହାସିକତା ଆଉ ସାହସ ଆଗରେ ହାର ମାନିଛି ଜଳର ରାଜା ନର ଭ-କ୍ଷକ କୁମ୍ଭୀର । ଯେତେବେଳେ ଜଳରେ କୁମ୍ଭୀର ରଜା ଥାଏ କିନ୍ତୁ ଆଜି ସେଠି ହାର ମାନିଛି କୁମ୍ଭୀର । କାହିଁକି ଏହି କଥା କହୁଛୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ । ଠିକ୍ ବର୍ଷେ ୨ ମାସ ହୋଇଯିବ ସାବିତ୍ରୀ ଓଷା କରିଥିଲା ମା ଆଉ ପୁଅ ସାଙ୍ଗ ସାଥିଙ୍କୁ ନେଇ ନଦୀକୁ ଯାଇଥିଲା ଗାଧୋଇ । ଆଉ ଗାଧୋଇବା ସମୟରେ କୁମ୍ଭୀର ମୁହଁରେ ପଡ଼ିଥିଲା ପୁଅ ଓମ୍ ପ୍ରକାଶ ।

ଆଜିକୁ ବର୍ଷେ ହୋଇଯିବ ଆଉ ସେହି ସଂଘ-ର୍ଷମୟ ପୂରା ୩୦ ମିନିଟ୍ ର ସେହି ସଂଘ-ର୍ଷମୟ ସମୟ କିଭଳି ଥିଲା ଆଉ ସେହି ଲୋମ ଟାଙ୍କୁରା ଦୃ-ଶ୍ୟ କୁମ୍ଭୀର ଓ ଓମ୍ ପ୍ରକାଶ ମଧ୍ୟରେ ଚାଲିଥିଲା ସ-ଙ୍ଘର୍ଷ ଯାହାକି ଏତେ ଭୟାଭୟ ଥିଲା ତାହା ବ-ୟାନ କରିବା ଅସମ୍ଭବ ତଥାପି ଓମ୍ ପ୍ରକାଶ କହିଛନ୍ତି ଯେ, “ସବୁଦିନ ପରି ଆମେ ସେଦିନ ଗାଧୋଇବାକୁ ଯାଇଥିଲୁ । ସେଦିନ ଅମାବାସ୍ୟା ଥିଲା ବୋଲି ନଈରେ ପାଣି ଫୁଲ୍ ଥିଲା ଆଉ ଗୁଳିଆ ପାଣି ମଧ୍ୟ ଥିଲା ।

କୁମ୍ଭୀର ଥିଲା ବୋଲି ଆମର ସେଟା ଧାରଣାରେ ନଥିଲା । ସେଦିନ ପ୍ରଥମଥର ପାଇଁ ମଧ୍ୟ ଆମେ କୁମ୍ଭୀର ଆକ୍ର-ମଣ ଦେଖିଲୁ । ଘ-ଟଣା ଅନୁସାରେ ଆମେ ଯେତେବେଳେ ଗାଧୋଉଥିଲେ ସବୁ ପିଲା ପାଖାପାଖି ଥିଲେ ମୁଁ ଟିକେ ଭିତରକୁ ଥିଲି । ମଝିରେ କୁମ୍ଭୀର ଯେତେବେଳେ ଉଠିଲା ଅନ୍ୟ ସାଙ୍ଗମାନେ ସାଇଡ ହୋଇଗଲେ । ମୋତେ ଯେତେବେଳେ କୁମ୍ଭୀର ବୋଲି କହିଥିଲେ ମୁଁ ବିଶ୍ୱାସ କରି ନଥିଲି ।

ତାପରେ କୁମ୍ଭୀର ଧରିଲା ମୋ ଗୋଡ଼କୁ । ମୋତେ ଲାଗିଲା ଆମେ ଖେଳୁଥିଲୁ ତୋ ମୋ ସାଙ୍ଗମାନେ ଟାଣୁଛନ୍ତି । କିନ୍ତୁ ସେ ଯେତେବେଳେ ମୋତେ ଭିତରକୁ ଟାଣି ନେଇଗଲା ବୁଡ଼ିଲା । ତାପରେ ମୁଁ ଜାଣିଲି କୁମ୍ଭୀର ବୋଲି । ସେ ୨ ଗୋଡ଼କୁ ଧରିଲା ତାପରେ ମୋ ହାତକୁ ଧରିଲା । ତାପରେ ଯେତେବେଳେ ମୋ ପ୍ୟାଣ୍ଟ୍ କୁ ଧରିଲା ମୋ ପ୍ୟାଣ୍ଟଟା ଖସିଗଲା ସେଇଠୁ ମୁଁ ବାହାରି ଆସିଲି ପହଁରିକି କୂଳକୁ । ତାପରେ ଜଣେ ଭାଇ ଥିଲେ ମୋ ହାତ ଧରିକି ଟାଣି ଆଣିଲେ । ସେଇଟା ମୁଁ ୧୫/୨୦ ମିନିଟ୍ ପାଣି ଭିତରେ କଷ୍ଟଦାୟକ ସ-ଙ୍ଘର୍ଷ କରିଥିଲି କୁମ୍ଭୀର ସହିତ । ମୋ ଗୋଡ଼ରୁ ବହୁତ୍ ର-କ୍ତ ମଧ୍ୟ ବାହାରୁଥିଲା । ତାପରେ ଗୋଡ଼ରେ ଗାମୁଛା ଗୋଡେଇକି ମୋ ସାଙ୍ଗ ମାନେ ହସ୍ପିଟାଲ୍ ନେଇ ଯାଇଥିଲେ” ।

Leave a Reply

Your email address will not be published. Required fields are marked *