ପ୍ରୋପୋଜ କଲା ଚାପୁଡ଼ା ଖାଇଲା……………..

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସେହିପରି ଆମେ ଏମିତି ଦୁଇ ଜଣଙ୍କ କଥା କହୁଛୁ ଯୌମନେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ହଁ ଆଜ୍ଞା ଆମେ କହୁଛୁ sidlucky vlog କଥା।ହଁ ଆଜ୍ଞା ଆଜି କାଲି ସୋସିଆଲ ମିଡିଆ ବାହୁମାତ୍ରରେ ଲୋକପ୍ରିୟ ହେଇଛି।ଲୋକମାନେ ନିଜର କଳା କୁ ସୋସିଆଲ ମିଡିଆ ସାଇଟରେ ପ୍ରଦର୍ଶନ ମଧ୍ୟ କରୁଛନ୍ତି।ସିଦ୍ଧାର୍ଥ କହିଛନ୍ତି ସେ ତାଙ୍କ ଭଉଣୀ ଲକି କୁ ବହୁତ୍ ଭଲ ପାଆନ୍ତି।ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ ବୋଲି କହିଛନ୍ତି।

କିନ୍ତୁ ସେମାନଙ୍କ ଭିତରେ ବହୁତ ଭଲ ପାଇବା ରହିଛି ବୋଲି କହିଛନ୍ତି।ଲକି କହିଛନ୍ତି ତାଙ୍କୁ କଲେଜ ସମୟରେ ଗୋଟେ ପୁଅ ପ୍ରୋପୋଜ କରିଥିଲା ସେହିକଥା ତାଙ୍କ ସାଙ୍ଗ ତା ଭାଇ ପାଖରେ କହିଥିଲା ସେଥିପାଇଁ ସିଦ୍ଧାର୍ଥ ତାକୁ ଗୋଟେ ଚାପୁଡ଼ା ମଧ୍ୟ ମାରିଥିଲେ ବୋଲି କହିଛନ୍ତି।ସିଦ୍ଧାର୍ଥ କହିଛନ୍ତି ତାଙ୍କର ବ୍ରେକ୍ ଅପ୍ ତାଙ୍କ ଭଉଣୀ ପାଇଁ ହିଁ ହେଇଥିଲା।

ସେ କହିଛନ୍ତି ବାହାଘର ପରେ ସେ ଯାହା ଯେତିକି ତାଙ୍କ ଭଉଣୀ ପାଇଁ ଆଣିବେ ସେତିକି ତାଙ୍କ ସ୍ତ୍ରୀ ପାଇଁ ମଧ୍ୟ ଆଣିବେ।ସିଦ୍ଧାର୍ଥ ମଜାରେ କହିଛନ୍ତି ଲକିକୁ ଯିଏ ବାହାହାହେବ ତା ଭାଗ୍ୟ ଖରାପ।ସେ କହିଛନ୍ତି ଲକି ବହୁତ୍ କୁଢ଼ିଆନି ଆଉ ବହୁତ ଠକ।ସିଦ୍ଧାର୍ଥ କହିଛନ୍ତି ଲକି କେବେବି ନିଜ ଭୁଲ ମନେନି।ଲକି କହିଛନ୍ତି ତାଙ୍କ ବାପା ତାଙ୍କୁ କେବେବି ଗାଳି କରନ୍ତିନି କି ମାରନ୍ତିନି।

Leave a Reply

Your email address will not be published. Required fields are marked *