ସ୍ତ୍ରୀ ରାତିରେ ଶାରି-ରୀକ ସ-ମ୍ପର୍କ ରଖିବାକୁ ମନା କରିବାରୁ ଏମିତି କିଛି କଲା ସ୍ଵାମୀ ।

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବା ପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପ-ର୍କଟି ଏଭଳି ଏକ ସମ୍ପ-ର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘ-ଟୁଛି ତାହା ବିଷୟରେ ନ୍ୟୁଜ ଖବରକାଗଜରୁ ଜାଣିବାକୁ ପାଇଥିବେ ନିଶ୍ଚୟ । ଆଉ ଆଜିକା ସମୟରେ ସାମାନ୍ୟ କଳି ଝଗଡ଼ାରୁ ମନୋମାଳିନ୍ୟ ହେବା ପରେ ଆ-ତ୍ମହ-ତ୍ୟା ଭଳି ଚରମ ନିଷ୍ପତି ମଧ୍ୟ ନେବାକୁ ପଛାଉ ନାହାଁନ୍ତି । ବିବାହ ପରେ ସ୍ଵାମୀ ସ୍ତ୍ରୀ ମିଶି ସୁନ୍ଦର ସଂସାର ଟିଏ ଗଢ଼ିବେ ବୋଲି ଭଗବାନ୍ ଙ୍କୁ ସାକ୍ଷୀ ରଖି ସଂସାର ଆରମ୍ଭ କରିଥିଲେ ।

ବାହାହୋଇ ଝିଅ ସହ ମଧ୍ୟ ଖୁସିରେ ରହୁଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ହେଲେ ଦିନେ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ସ୍ତ୍ରୀ ମନାକରିବାରୁ ସବୁ କିଛି ଓଲଟ ପାଲଟ ହୋଇଗଲା । ଆ-ତ୍ମହ-ତ୍ୟା କରିଦେଲା ସ୍ୱାମୀ I ଆଉ ଅନ୍ୟପଟେ ହ-ତ୍ୟା ଅଭି-ଯୋଗ ଆଣିଲେ ପରିବାର ଲୋକେ । ଆଜ୍ଞା ହଁ ଦର୍ଶକବନ୍ଧୁ ସ୍ଵାମୀ ନିଜ ସ୍ତ୍ରୀକୁ ଅନେକ ଥର କହୁଥିଲା ଶାରି-ରୀକ ସ-ମ୍ପର୍କ ରଖିବାକୁ ।

କିନ୍ତୁ ସ୍ତ୍ରୀ ଜଣକ ପେଟ କାଟୁଛି ବୋଲି କହି ଶାରି-ରୀକ ସ-ମ୍ପର୍କ ରଖିବାକୁ ବାରଣ କରିଥିଲା । ଶେଷରେ ଚରମ ନିଷ୍ପତି ନେଇଗଲା ସ୍ଵାମୀ । ସକାଳ ହେଲା ବେଳକୁ ଘର ଭିତରେ ସ୍ୱାମୀର ମର ଶରୀର ପଡ଼ି ରହିଥିଲା । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗା ବ୍ଲକ୍ ଅଧୀନରେ ଥିବା ରତଙ୍ଗ ପଞ୍ଚାୟତର ପଡ଼ାପଡ଼ା ଗାଆଁ ରେ ଏଭଳି କିଛି ଘ-ଟଣା ଘଟିଯାଇଛି । ପିଣ୍ଟୁ ଓ ନନ୍ଦିନୀ ଉଭୟ ଉଭୟଙ୍କୁ ବିବାହ କରିଥିଲେ ।

ତାପରେ ହାଇଦ୍ରାବାଦ୍ ରେ ସେ କାମ କରୁଥିଲେ । କିଛିଦିନ ପରେ ଉଭୟ ହାଇଦ୍ରାବାଦ୍ ଗଲେ । ଆଉ ସେଠାରେ ଦୀର୍ଘ ଦିନ ହେବ ରହି ଆସୁଥିଲେ । ପିନ୍ଟୁ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ । ତେବେ ପିଣ୍ଟୁଙ୍କ ସ୍ତ୍ରୀ ନନ୍ଦିନୀଙ୍କ କହିବା କଥା ଯେ ସ୍ଵାମୀ ପିଣ୍ଟୁ ବାରମ୍ବାର ଶାରି-ରୀକ ସମ୍ପ-ର୍କ ପାଇଁ କହୁଥିଲେ । କିନ୍ତୁ ସ୍ତ୍ରୀ ମନା କରି ଦେଉଥିଲେ । ଆଉ ସେଇଥି ପାଇଁ ସେ ଜୀବନ ହାରି ଦେଇଛନ୍ତି । କିନ୍ତୁ ପିଣ୍ଟୁଙ୍କ ଭାଇ କହିଛନ୍ତି ପିଣ୍ଟୁର ଶ୍ୱଶୁର ହିଁ ତାର ଜୀବନ ନେଇଯାଇଛି । ତେବେ ଏହି ଘଟ-ଣାରେ କେତେ ରହିଛି ସତ୍ୟତା ତାହା ତଦ-ନ୍ତ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *