ଭାଇରାଲ ହେଲା ଅଧକ୍ଷ ଏବଂ ଅଧ୍ୟାପିକା ଙ୍କ ଅଡିଓ କଲ……………….

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ସେହିପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଁ ଆଜ୍ଞା ଆଜି କାଲିର ସମାଜ ଆଉ ଆଗପରି ନାହିଁ।ସମାଜ ଆଗ ଅପେକ୍ଷା ବହୁତ ବଦଳି ଗଲାଣି।ଆମ ସଭ୍ୟ ସଜରେ ଏମିତି କିଛି ଅସଭ୍ୟ କା-ଣ୍ଡ କାର-ନାମା ଦେଖିବାକୁ ମିଳୁଛି ଯାହା ସମାଜକୁ କଳୁ-ଷିତ କରିସାରିଲାଣି।ହଁ ଆଜ୍ଞା କଲେଜ ଅଧ୍ୟାପକ ଜଣେ ଅଧ୍ୟାପିକା ଙ୍କୁ ଫୋନ କରି ନିରୋଳା ଜାଗାକୁ ଡାକୁଛନ୍ତି।ଆଉ ତାଙ୍କ ସହ କଥା ହେବାକୁ ବହୁତ୍ ଇଛା ପ୍ରକାଶ କରୁଛନ୍ତି।

ରାଢ଼ୋ ଲୁଇପା କଲେଜ ର ଅଧ୍ୟାପକ ପଦକୁ ହାସଲ କରିବା ପାଇଁ ଗୌରାଙ୍ଗ ମହାପାତ୍ର ଷଡ଼-ଯନ୍ତ୍ର କରି ସାହିତ୍ୟ ଦିଦିଙ୍କୁ ଫସାଇବାକୁ ଚେଷ୍ଟା କରିଛନ୍ତି।ଅଧ୍ୟାପିକା ଜଣକ କହିଛନ୍ତି ତାଙ୍କ କଲେଜ ପ୍ରିନ୍ସପାଲ ସବୁ କିଛି ସେ ଯାହା କୁହନ୍ତି କଲେଜରେ ତାହା ହୁଏ।କୁହାଯାଉଛି ଏହି ରାଢ଼ୋ ଲୁଇପା କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ମୋଟାଙ୍କର ଟଙ୍କା ରଖୁଥିବା ଅଭି-ଯୋଗ ଆସିଛି।କଲେଜର ଜୁଆରେ ଲାଗିଚି ପିଲାଙ୍କ ଭବିଷ୍ୟତ।ଏହି କଲେଜ ରେ ଯିଏ ସ୍ୱର ଉଠାଉଚି ସେ ମିଛ ଅପରାଧ ର ଶି-କାର ହେଇ ଜେ-ଲ୍ ଭୋଗୁଛି।

ହଁ ଆଜ୍ଞା ଏହି ଘ-ଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥା-ନା ଅନ୍ତର୍ଗତ ରାଢ ଲୁଇପା କଲେଜ ରେ।ଏହି କଲେଜ ରେ ପୂର୍ବରୁ ମଧ୍ୟ ପୂର୍ବତନ ଅଧ୍ୟାପକ ଆଦିକନ୍ତ ଦେ ସ୍ୱର ଉଠାଇ ଜେ-ଲ୍ ଯାଇଛନ୍ତି।ସେହି ଗ୍ରାମର ମନ୍ମଥ ପଣ୍ଡା ପ୍ରତି-ବାଦ କରିବାରୁ ତାଙ୍କୁ ମଧ୍ୟ ଉଦଳା ପୋ-ଲିସ ଗି-ରଫ କରିଥିଲା।ଆଉ ଏବେ ସାହିତ୍ୟ ଦିଦି ସ୍ୱର ଉତଳନ କରିବାରୁ ସେ ମଧ୍ୟ ଷ-ଡ଼ଯ-ନ୍ତ୍ରର ଶି-କାର ହେଇଛନ୍ତି।

Leave a Reply

Your email address will not be published. Required fields are marked *