ଦୁଇ କନେଷ୍ଟବଳଙ୍କ ସ୍ୱାମୀ ଏବଂ ସ୍ତ୍ରୀ ଥାଇକି ମଧ୍ୟ ଥା-ନା ଭିତରେ ଚାଲିଥିଲା ମନ ଦିଆନିଆ । ଦେଖିଦେଲା ସ୍ତ୍ରୀ ଆଉ ତା ପରେ..।

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବା ପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପ-ର୍କଟି ଏଭଳି ଏକ ସମ୍ପ-ର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ନ୍ୟୁଜ ଖବରକାଗଜରୁ ଜାଣିବାକୁ ପାଇଥିବେ ନିଶ୍ଚୟ । ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ମଧ୍ୟ ନେଉଛନ୍ତି । ଏହି କାରଣ ପାଇଁ ପର-କୀୟା ପ୍ରୀ-ତିରେ ଲିପ୍ତ ରହି ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଧୋ-କା ଦେବାକୁ ମଧ୍ୟ ପଛାଉ ନାହାଁନ୍ତି ।

କେତେ ଯେ ସ-ମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଆଉ ଏଠାରେ ହେଉ ହେଉ ହେଇଗଲା ପ୍ରେମ । ସେ ପୁଣି ଏମିତି ସେମିତି ନୁହେଁ ଦୁଇ କନେଷ୍ଟବଳଙ୍କ ପ୍ରେମ କାହାଣୀ । କିନ୍ତୁ ଉଭୟଙ୍କ ସ୍ଵାମୀ ଏବଂ ସ୍ତ୍ରୀ ଅଛି । ହେଲେ ଥା-ନା ଭିତରେ ଉଭୟ କନେଷ୍ଟବଳ ମନ ଦିଆନିଆ ହୋଇ ଯାଇଛନ୍ତି । ଆଉ ଦୀର୍ଘ ଦିନ ହେବ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରହିଛି ।

ସବୁଦିନ ଭଳି ଆଜି ଭି ଚାଲିଥିଲା ପ୍ରେମ । ଆଉ ଉଭୟ ପୋ-ଲିସ୍ ଯେଉଁ ଭଡ଼ା ଘରେ ପ୍ରେମ କରୁଥିଲେ ସେଇଠି ହଠାତ୍ ପହଁଚିଗଲେ ନିଜ ସ୍ତ୍ରୀ । ତାପରେ ପୋ-ଲିସ୍ ବାବୁଙ୍କ ପ୍ରେମ ନି-ଶା ଉତୁରି ଯାଇଥିଲା । ସ୍ତ୍ରୀ ପହଞ୍ଚିବା ପରେ ମି-ଛରେ କା-ନ୍ଦିବା ଆରମ୍ଭ କରିଦେଲେ ଧୋ-କାବା-ଜ୍ ସ୍ଵାମୀ । ହେଲେ ସ୍ତ୍ରୀ ମନ ଇଚ୍ଛା ସ୍ଵାମୀଙ୍କୁ ଗା-ଳି ଗୁ-ଲଜ କଲେ । ତେବେ ଏଭଳି ଘଟ-ଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଅଞ୍ଚଳରେ । ପର-କୀୟା ପ୍ରୀ-ତିରେ ବୁଡ଼ି ରହିଛନ୍ତି ଉଭୟ କନେଷ୍ଟବଳ ।

କଙ୍କଡ଼ାହାଡ଼ ଥା-ନାରେ କାର୍ଯ୍ୟରତ ଅଛନ୍ତି ସୁଫଳା ପ୍ରଧାନ । ଏବଂ ରଞ୍ଜନ ବିଶ୍ଵାଳ ଢେଙ୍କାନାଳ ମୁଖ୍ୟ କାର୍ଯ୍ୟାଳୟରେ କନେଷ୍ଟବଳ ଥିଲେ । ଆଉ ଏବେ ସେ ନିଲ-ମ୍ବିତ ହେଇ ଯାଇଛନ୍ତି । କିନ୍ତୁ ମହିଳା କନେଷ୍ଟବଳ ସୁଫଳା ପ୍ରଧାନ ଅଭି-ଯୋଗକୁ ଖଣ୍ଡନ କରି ଏହା ସମ୍ପୂର୍ଣ ମି-ଥ୍ୟା ବୋଲି ସଫେଇ ଦେଇଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା ଉଭୟ କନେଷ୍ଟବଳଙ୍କ ପ୍ରେମ ଗାଡ଼ି କେତେ ବାଟ ଗଡୁଛି ।

Leave a Reply

Your email address will not be published. Required fields are marked *