ଏକା ସାଙ୍ଗରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀର ଜୀବନ। ସ୍ତ୍ରୀକୁ ମା-ରି ଫେସବୁକରେ ଲାଇଭ କରି ଜୀବନ ଦେଲା ସ୍ୱାମୀ।

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ସେହିପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଁ ଆଜ୍ଞା ଏମିତି ଏକ ଲୋମ ଟା-ଙ୍କୁରା ଘ-ଟଣା ଦେଖିବାକୁ ମିଳିଛି ଓଡ଼ିଶାରେ।ଯୁବକ ଜଣକ ନିଜ ସ୍ତ୍ରୀକୁ ହ-ତ୍ୟା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯୁବକଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ସହ ଯୁ-କ୍ତିତ-ର୍କ କରନ୍ତି ଏବଂ କିନ୍ତୁ ତାଙ୍କ କଥା ଶୁଣନ୍ତି ନାହିଁ।ହଁ ଆଜ୍ଞା ଏମିତି କିଛି କହି ନିଜ ସ୍ତ୍ରୀକୁ ହ-ତ୍ୟା କରି ଫେସ୍ ବୁକରେ ଲାଇଭ ରେ-କର୍ଡ କରି ଜୀବନ ହାରିଛି ସ୍ବାମୀ।

ସ୍ତ୍ରୀକୁ ହତ୍ୟା କରି ତାପରେ ନିଜେ ମଧ୍ୟ ଜୀବନ ହାରିଛି ସ୍ବାମୀ।ଗୋଟିଏ ଘରୁ ଉଠିଲା ଦୁଇ ଦୁଇଟା ମୃ-ତ ଦେହ।ସ୍ତ୍ରୀର ମୃ-ତ ଦେହ ର-କ୍ତ ଯୁ-ଡୁବୁ-ଡୁ ଅବସ୍ଥାରେ ପଡ଼ିଛି ରହିଛି ଏବଂ ସ୍ୱାମୀର ମୃ-ତ ଦେହ ବିଲ ମଝିରେ ପଡ଼ିରହିଛି।ଏହି ଘଟ-ଣା ପାଇଁ ସାରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ।ସତେ ଯେମିତି ସ୍ତବ୍ଧ ହେଇଯାଇଛି ଗାଁ।ବୁଢ଼ୀ ମା ଆଖିରୁ ଲୁହ ସୁଖୁ ନାହିଁ।ପୁଅ ବହୁକୁ ହରେଇ ବୁଢ଼ୀ ମା ପାଲଟି ଯାଇଛି ପାଷାଣ।

ଏହି ଘଟଣା ଧାମନଗର ଥା-ନା ନିକଟ ମାନନ୍ ସାହିରେ ଘଟି ଯାଇଛି।ସ୍ବାମୀ ଏବଂ ସ୍ତ୍ରୀର ବଚସା ହେତୁ ଏପୋରି ଏକ ହୃଦୟ ବିଦା-କର ଘଟ-ଣା ଘଟି ଯାଇଛି ବୋଲି ଜାଣିବାକୁ ମିଳିଛି।ସେ ସାହିର ଭାସ୍କର ସାମଲ କୌଣସି କଥାକୁ ନେଇ ସ୍ତ୍ରୀ ସହିତ ବଚସା ଲାଗି ରହିଥିଲା ଯାହା ପରେ ଉଗ୍ର ରୁପନେଇ ଶେଷରେ ଏମିତି ଏକ ମର୍ମ-ନ୍ତୁତ ଘ-ଟଣା ଘଟିଯାଇଛି।ଘଟଣା ସ୍ଥଳରେ ପୋ-ଲିସ ପହଞ୍ଚି ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *