ପୋଲି-ସର ମା-ଡ଼ କେତେ ସହିଥାଆନ୍ତି.. ବାପା ଆଉ ମୁଁ ସହିପାରିଲିନି, ଯାଉଛି ଏକ ଅପେରା ରାଇଜକୁ..

ବାପା ତୁମକୁ ମା-ରିବା ସହ ମତେ ବି ଅ-ତ୍ୟାଚା-ର କଲେ ଥା-ନା ଅଧିକାରୀ। ଏ ସବୁ ମୁଁ ଆଉ ସହି ପାରୁନାହିଁ। ବାପା ମୁଁ ଯାଉଛି ଏକ ଅପେରା ରାଇଜକୁ। ମତେ ଯେତେ ଖୋଜିଲେ ବି ମୁଁ ଆଉ ଆସିବିନି। ମୁଁ ଏଇ ଅ-ତ୍ୟାଚା-ର ଦେଖି ଆଉ ସହି ପାରୁନି ବାପା। ମୁଁ ସମସ୍ତଙ୍କୁ ଛାଡି ଚାଲି ଯାଉଛି। ଏମିତି କହି ବାପାମାଆଙ୍କୁ ଛାଡି ଚାଲିଗଲା ଭେଣ୍ଡିଆ ପୁଅ।

ଆଜ୍ଞା ହଁ ପୋଲି-ସର ନିର୍ଯା-ତନା ସହି ନପାରି ଯୁବକ ଜଣକ କଲେ ଆ-ତ୍ମହ-ତ୍ୟା। ଘଟ-ଣାକୁ କେନ୍ଦ୍ର କରି ଗାଁରେ ଦେଖାଦେଇଛି ଉତ୍ତେଜନା। ପ୍ରତି-ବାଦରେ ଥା-ନା ଆଇଆଇସିଙ୍କୁ ଘେରାଉ କଲେ ଗ୍ରାମବାସୀ। ତେବେ ମୃ-ତ ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ମଙ୍ଗଳପୁର ଥା-ନା ଅନ୍ତର୍ଗତ ମଲ୍ଲିପୁର ଗ୍ରାମର ସରୋଜ ବାରିକ। ସରୋଜଙ୍କର ଏବେ ଝୁ-ଲନ୍ତା ମୃ-ତଦେ-ହ ଉ-ଦ୍ଧାର ହୋଇଛି।

ସରୋଜଙ୍କ ଆ-ତ୍ମହ-ତ୍ୟା ପାଇଁ ମଙ୍ଗଳପୁର ପୋ-ଲିସକୁ ଦାୟୀ କରିଛନ୍ତି ଗ୍ରାମବାସୀ। ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ସରୋଜଙ୍କର ନଛେନ୍ଦ୍ରପୁର ଗ୍ରାମର ଜଣେ ଝିଅ ସହ ପ୍ରେମ ସମ୍ପ-ର୍କ ଗଢିଉଠିଥିଲା। ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ମତାନ୍ତର ହେବା ସହ ମଙ୍ଗଳପୁର ଥା-ନାରେ ଅଭି-ଯୋଗ ହୋଇଥିଲା।

ତେବେ ମଙ୍ଗଳପୁର ଥା-ନା ଅଧିକାରୀ ମୃ-ତ ସରୋଜଙ୍କ ପରିବାରକୁ ଥା-ନାକୁ ଡକାଇ ବାରମ୍ବାର ଶାରୀ-ରିକ ମାନସିକ ଚାପ ପକାଉଥିଲେ।ତିନିଦିନ ତଳେ ସରୋଜଙ୍କ ବାପାଙ୍କୁ ଘରୁ ଉଠାଇନେଇ ମା-ଡ଼ ମା-ରିବା ସହ ଅଭ-ଦ୍ର ଭାଷାରେ ଗା-ଳି ଗୁ-ଲଜ କରୁଥିଲେ ଥା-ନା ଅଧିକାରୀ। ଏହି ଘଟ-ଣାକୁ କେନ୍ଦ୍ରକରି ନିଜ ପରିବାର ପ୍ରତି ପୋଲି-ସର ଅସହ୍ୟ ନିର୍ଯ୍ୟା-ତନାକୁ ସହ୍ୟ ନକରିପାରି ସରୋଜ ଆ-ତ୍ମହ-ତ୍ୟା କରିଛି ବୋଲି ଗ୍ରାମବାସୀ ଅଭି-ଯୋଗ କରିଛନ୍ତି।

ଘଟ-ଣା ସମ୍ପ-ର୍କରେ ଖବର ପାଇ ମଙ୍ଗଳପୁର ଥା-ନା ଅଧିକାରୀ ଘଟ-ଣାସ୍ଥଳକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରାଉ କରିବା ସହିତ ଅଟକ ରଖିଥିଲେ। ଖବର ପାଇ ଯାଜପୁର ଏସଡିପିଓ ଘଟ-ଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ତୁରନ୍ତ ଥା-ନା ଅଧିକାରୀଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *